ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୫୭ ।

0 1,220

ଭୁବନେଶ୍ବର ୧୫/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫୭ । ପଜିଟିଭ ସଂଖ୍ୟା ୧୦,୧୭,୭୧୮ ଚିହ୍ନଟ ହୋଇଛନ୍ତି ୧୦,୦୩,୬୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫,୯୪୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୪,୩୦୦ ସୁସ୍ଥ ସଂଖ୍ୟା ୧,୬୦,୩୯୦ ଚିକିତ୍ସିତ ସଂଖ୍ୟା ୨,୪୧୭, ମୃତ ସଂଖ୍ୟା ୧୪୮୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୯୯୨, ସୁସ୍ଥ ସଂଖ୍ୟା ୯୦,୩୮୫ ଚିକିତ୍ସିତ ସଂଖ୍ୟା ୭୮୩, ମୃତ ସଂଖ୍ୟା ୮୨୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୮୪ ସୁସ୍ଥ ସଂଖ୍ୟା ୩୩,୧୭୫ ଚିକିତ୍ସିତ ସଂଖ୍ୟା ୨୮ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୧୩ ସୁସ୍ଥ ସଂଖ୍ୟା ୬୦,୬୯୪ ଚିକିତ୍ସିତ ସଂଖ୍ୟା ୧୪୩ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୨ ସୁସ୍ଥ ସଂଖ୍ୟା ୧୧,୫୬୩ ଚିକିତ୍ସିତ ସଂଖ୍ୟା ୨୦ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.