ବଲିଉଡ୍ ଅଭିନେତା ଅଭିଶେକ ବଚ୍ଚନଙ୍କ କରୋନା ପଜିଟିଭ ଚିହ୍ନଟ ।

0 953

ମୁମ୍ବାଇ,୧୨/୦୭; ବଲିଉଡ୍ ଅଭିନେତା ଅଭିଶେକ ବଚ୍ଚନଙ୍କ କରୋନା ପଜିଟିଭ ଚିହ୍ନଟ । ପୂର୍ବରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଭିଶେକ ବଚ୍ଚନ ମଧ୍ୟ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.