ସଂସ୍କୃତି ଭବନରେ ଓଡ଼ିଆ ପକ୍ଷ ଓ ନବ ବର୍ଷ ପାଳିତ ।

ମାଲକାନଗିରି,୧୪/୦୪(ପିପିଟି):ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା ପକ୍ଷର ଉଦଯାପନୀ ଉତ୍ସବ ସହ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ ।

ମାଲକାନଗିରି,୧୪/୦୪(ପିପିଟି):ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଅବସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ…
Read More...

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ ।

ଛତ୍ରପୁର,୧୪/୦୪(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲା ପରିଷଦର ମୁଖ୍ୟ…
Read More...

ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ।

ଛତ୍ରପୁର,୧୪/୦୪(ପିପିଟି):ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା, ସାମାଜିକ ସମାନତା ଓ ନ୍ୟାୟର ସଂଗ୍ରାମୀ ,ଅବହେଳିତଙ୍କ ଅଧିକାରର ସ୍ବର, ଶିକ୍ଷାର ମହତ୍ତ୍ୱର ପ୍ରଚାରକ ଭାରତ ରତ୍ନ ବାବା ସାହେବ ଡଃ ଭୀମ ରାଓ ରାମଜୀ…
Read More...

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ।

ବାଲିଗୁଡା,୧୪/୦୪(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ…
Read More...

ପଣା ସଂକ୍ରାନ୍ତି ପାଇଁ ଗାଁ ଠାରୁ ସହର ଉତ୍ସବର ମାହୋଲ, ବିଭିନ୍ନ କୋଣ ଅନୁକୋଣରେ ଥିବା ପୂଜାସ୍ଥଳୀରେ ଭକ୍ତଙ୍କ ଭିଡ଼।

ବୋଲଗଡ଼,୧୪/୦୪(ପିପିଟି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପରମ୍ପରାର ପ୍ରତୀକ ତଥା ଓଡିଆ ନବବର୍ଷ । ଏଥି ସହିତ ଏହି ଦିନଟିକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହି ପବିତ୍ର ଦିବସରେ…
Read More...

ମାଟିଘର ସାହିତ୍ୟ ଆସରର ଅଷ୍ଟମ ବାର୍ଷିକ ଉତ୍ସବ ।

ଭୁବନେଶ୍ବର,୧୩/୦୮(ପିପିଟି ):ମାଟିଘର ସାହିତ୍ୟ ଆସରର ଅଷ୍ଟମ ବାର୍ଷିକ ଉତ୍ସବ ସ୍ଥାନୀୟ ବି.ଏସ୍.ଏନ୍.ଏଲ୍. ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କବି ମାନିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ।

ଭୁବନେଶ୍ୱର ୧୩/୦୪(ପିପିଟି):୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର…
Read More...

ନଳିନୀ ପଣ୍ଡା ପୁଣିଥରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ।

ସୁବର୍ଣ୍ଣପୁର ,୧୩/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଣାଶୁଣା ନାରୀନେତ୍ରୀ ନଳିନୀ ପଣ୍ଡାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଲଗାତାର ଚତୁର୍ଥଥରପାଇଁ ବିଜେପିର…
Read More...

ସୁବର୍ଣ୍ଣପୁର ରୁ ପ୍ରଥମ ଥର ଗଲା ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ରଥ କାଠ ।

ସୁବର୍ଣ୍ଣପୁର ,୧୩/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ମଲ୍ଲିକମୁଣ୍ଡା ଗାଁ ରୁ ପ୍ରଥମ ଥର ଗଲା ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ରଥ କାଠ । ସୋନପୁର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବନାଞ୍ଚକ ଅଧିକାରୀ ସୁଭାଷ…
Read More...