ମହାବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା ।

ବାଲିଗୁଡା, ୧୪/୦୪ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ମା'ପାଟଖଣ୍ଡା…
Read More...

ଅଙ୍ଗନବାଡ଼ିରୁ ବାଲ୍ ବାଟିକା ‘ଆରୋହଣ’ ମାଧ୍ୟମରେ ସୁଦୃଢ଼ ହେବ ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା…

ଭୁବନେଶ୍ୱର, ୧୪/୦୪(ପିପିଟି):ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଶୁଭ ଅବସରରେ ଭୁବନେଶ୍ୱରସ୍ଥିତ ଆଇସିଡବ୍ଲୁଏସ (ICWS) ପରିସରରେ ଅଭିନବ କାର୍ଯ୍ୟକ୍ରମ ‘ଆରୋହଣ’ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ରାଜ୍ୟ…
Read More...

ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ ।

ଯାଜପୁର, ୧୪/୦୪(ପିପିଟି): ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ…
Read More...

ବହୁ ପ୍ରସିଦ୍ଧ ସିଂହାପୁର ଯାତ୍ରା ଆଜିଠାରୁ ଆରମ୍ଭ ।

ଯାଜପୁର,୧୪/୦୪(ପିପିଟି ):ବହୁ ପ୍ରସିଦ୍ଧ ସିଂହାପୁର ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ସିଂହାପୁର ଠାରେ ବର୍ଷ ସାରା ଜଳ ଶୟନରେ ଥିବା ନାରାୟଣ ଗୋସାଇଁ ଜଳରୁ ବାହାରି ପାଞ୍ଚ ଦିନ ଧରି…
Read More...

ଓଡ଼ିଆ ନବବର୍ଷରେ ଭଞ୍ଜନଗର ପୋଲିସ ପକ୍ଷରୁ ପଣା ବଣ୍ଟନ ।

ଭଞ୍ଜନଗର, ୧୪/୦୪(ପିପିଟି ):ଓଡ଼ିଆ ପଞ୍ଜିକା ଅନୁଯାୟୀ ଆଜି ନୂତନ ବର୍ଷର ପ୍ରଥମ ଦିନ ତଥା ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଭାବେ ଚାରିଆଡ଼େ ପାଳନ କରାଯାଏ।ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବା ସହ ନୂତନ ବର୍ଷର…
Read More...

କନ୍ଧମାଳ ପ୍ରସିଦ୍ଧ ମା ‘ ନାରାୟଣୀ ଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ।

କନ୍ଧମାଳ, ୧୪/୦୪(ପିପିଟି): ପରମ୍ପରା ଅନୁଯାୟୀ ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା' ନାରାୟଣୀ ଠାକୁରାଣୀଙ୍କ ୨୭ତମ ଯାତ୍ରାର ଶୁଭଖୁଣ୍ଟି ମା' ଙ୍କ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପରେ…
Read More...

ବାଲିଗୁଡ଼ା ଠାରୁ ସମ୍ୱଲପୁର ସରକାରୀ ବସ ଚଳାଚଳ ଦାବି ।

ବାଲିଗୁଡା,୧୪/୦୪(ପିପିଟି): ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି l ସେ ଭିତରେ ବାଲିଗୁଡା ଠାରୁ…
Read More...

ଭାରତୀୟ ସଂବିଧାନର ଜନକ ଡଃ ବାବା ସାହେବ ଆମ୍ବେଦକର ।

ଭାରତୀୟ ସଂବିଧାନର ପ୍ରଣେତା ତଥ ଭାରତୀୟ ସଂବିଧାନର ଜନକ,ମହାନସମାଜସଂସ୍କାରକ,ଦଳିତ,ପତିତ,ଅବହେଳିତ, ନିସ୍ପେଷିତ ସମାଜର ତ୍ରାଣ କର୍ତ୍ତା,ବୋଧିସତ୍ବ,ମାନବବାଦୀ,ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର ବିଶ୍ବ ଦରବାରରେ ଏକ…
Read More...