ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ ।

ମାଲକାନଗିରି, ୨୩/୦୩(ପିପିଟି):ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର…
Read More...

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ।

କନ୍ଧମାଳ,୨୩/୦୩(ପିପିଟି): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।…
Read More...

ଖୋଳଖାଳି ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି।

ପୋଲସରା ,୨୩/୦୩(ପିପିଟି) : ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତରେ ମାର୍ଚ୍ଚ ୨୩ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ…
Read More...

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଓ ମାଓ ଡମ୍ପ ଠାବ ।

ବାଲିଗୁଡା, ୨୩/୦୩ (ପିପିଟି): ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓମୁକ୍ତ କରିବା ନିମନ୍ତେ ଅହରହ ପ୍ରୟାସ ଜାରି ରଖିଛନ୍ତି ଓଡ଼ିଶା ସରକାର । ଏନେଇ ବିଏସ ଏଫ ଜବାନ ଓ ଜିଲ୍ଲା ପୁଲିସ ପକ୍ଷରୁ ମାଓ ଦମନ ଅପରେସନ ଜୋରଦାର ଚାଲିଛି।…
Read More...

ସୁଭୁନାହିଁ ଶଙ୍ଖାରିର ଡାକ, ଶଙ୍ଖା ନବ ଶଙ୍ଖା।

ବୋଲଗଡ଼,୨୨/୩ (ପିପିଟି): ସମୟ ଥିଲା ପ୍ରତେକ ଗାଁ ମାନଙ୍କୁ ବେପାର ପାଇଁ ନିଜର ପସରା ବା ଟୋକେଇ କିମ୍ବା ଝୁଡି ଆଦିରେ ବିଭିନ୍ନ ପ୍ରକାରର ପାଣି କାଚ ଓ ରଙ୍ଗ ବେରଙ୍ଗର ଶଙ୍ଖା ଧରି ପୁରୁଷ ହେଉ ବା ମହିଳା ବିକ୍ରି କରିବା ପାଇଁ…
Read More...

ରୋଟାରୀ ଡିଷ୍ଟ୍ରିକ୍ଟ କ୍ୟାନସର ସଚେତନତା ।

ଭୁବନେଶ୍ଵର,୨୨/୦୩(ପିପିଟି):ରୋଟାରୀ ଡିଷ୍ଟ୍ରିକ୍ଟ ୩୬୬୨ ଓ ଇନର ହ୍ୱିଲ୍ ଡିଷ୍ଟ୍ରିକ୍ଟ ୩୬୬୨ଙ୍କ ମିଳିତ ଆୟୋଜନରେ କ୍ୟାନ୍ସର ସଚେତନତା ପାଇଁ ପ୍ରାୟ ଶହେ ମହିଳାଙ୍କୁ ନେଇ ଏକ ମହିଳା କାର ରାଲି ଭୁବନେଶ୍ୱରରେ ଆୟୋଜିତ…
Read More...

ଯଯାତି ୨୦୨୬: ତୃତୀୟ ସନ୍ଧ୍ୟାରେ ମେଗା ଓଲିଉଡ ନାଇଟ ।

ଯାଜପୁର,୨୨/୦୩(ପିପିଟି): ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ତୃତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଛି ଓଡ଼ିଶାର ପାରମ୍ପରିକ କଳା ସଂସ୍କୃତିର ଏକ ଅନୁପମ ଝଲକ। ସନ୍ଧ୍ୟା ଦୀପ ପ୍ରଜ୍ଜ୍ୱଳନ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ…
Read More...

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୨/୦୩(ପିପିଟି):ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଆଜି ସ୍ଥାନୀୟ ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି…
Read More...

ଓଡିଶା ସ୍ୱଚ୍ଛସାଥି ଓ ସୁପରଭାଇଜର ସଙ୍ଘର ଜିଲ୍ଲାସ୍ତରୀୟ ସମାବେଶ ।

ବ୍ରହ୍ମପୁର,୨୨/୦୩(ପିପିଟି):ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ପରିମଳ ସେବାରେ ନିୟୋଜିତ ସ୍ୱଚ୍ଛସାଥି ଓ ସୁପରଭାଇଜରମାନଙ୍କ ଏକ ଜିଲ୍ଲାସ୍ତରୀୟ ସମାବେଶ ଆଜି ସ୍ଥାନୀୟ ଗୋଲୀଲା ସାହି କୋଠଘର ପରିସରରେ ଅନୁଷ୍ଠିତ ହୋଇଯାଇଛି ।…
Read More...

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ ।

କନ୍ଧମାଳ,୨୨/୦୩ (ପିପିଟି ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ । ଏହି ପରିପ୍ରେକ୍ଷୀରେ…
Read More...