‘କେବଳ ଆଇନ ପ୍ରୟୋଗ ନୁହେଁ, ଲୋକଙ୍କ ବିଶ୍ୱାସ ଜିତିବା ହେଉଛି ପୁଲିସିଂର ମୂଳ ଲକ୍ଷ୍ୟ’ ।

ଡ. ସତ୍ୟଜିତ ନାୟକ, IPS, ଆଇଜି, ସେଣ୍ଟ୍ରାଲ ରେଞ୍ଜଙ୍କ ସହ ବିଶେଷ ସାକ୍ଷାତକାର କଟକ,୩୦/୦୯(ପିପିଟି): ସମୟ ବଦଳିବା ସହିତ ପୁଲିସିଂର ଚ୍ୟାଲେଞ୍ଜ ମଧ୍ୟ ବଦଳୁଛି। ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ସହିତ…
Read More...

ଛଅ ମାସ ହେଲା ଭୋକେସନାଲ ଶିକ୍ଷକଙ୍କ ଦରମା ବକେୟା, କେତେକ ଅଞ୍ଚଳରେ ବୟସ୍କଙ୍କ ଭତ୍ତା ବନ୍ଦ ।

ଭୁବନେଶ୍ୱର,୩୦/୦୯(ପିପିଟି ):ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଓ ଅନୁଦାନର ଅର୍ଥ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିଛି। ଭୋକେସନାଲ ଶିକ୍ଷକମାନେ ଦୀର୍ଘ ଛଅ ମାସ ଧରି ଦରମା ପାଇନଥିବାବେଳେ ବିଭିନ୍ନ ଅଞ୍ଚଳରେ ବୟସ୍କ…
Read More...

ଆସୁଛନ୍ତି ମାଁ,ଆଖିରେ ଆଶ୍ୱିନର ସ୍ୱପ୍ନ, ମନରେ ଆଗମନୀର ସୁର।

ବୋଲଗଡ଼,୩୦/୯ (ପିପିଟି):ଶରତ ଆସିଛି। ନୀଳ ଆକାଶରେ ଧଳା ମେଘର ଭେଳା, ବିଲରେ ଦୋଳୁଛି କାଶତଣ୍ଡୀ, ଗାଁ ଦାଣ୍ଡରେ ଝରୁଛି ଶିଉଳି ର ଫୁଲ । ପ୍ରକୃତି ସଜେଇ ହୋଇଛି କାରଣ ସେ ଆସୁଛନ୍ତି। ହଁ, ଆସୁଛନ୍ତି ମାଁ। ମହାଳୟା ପରେ…
Read More...

ଭଙ୍ଗା ଆଜବେଷ୍ଟ ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସା, ନୂଆ କୋଠା ପାଇଁ ଦାବି ।

ବେଗୁନିଆପଡା,୩୦/୦୯(ପିପିଟି):“ସ୍ୱାସ୍ଥ୍ୟ ହିଁ ସମ୍ପଦ”, ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସରରେ ଏହାର ଚିତ୍ର…
Read More...

ସୁନ୍ଦରଗଡ଼ରେ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ।

ଭୁବନେଶ୍ୱର/ସୁନ୍ଦରଗଡ଼,୩୦/୦୯(ପିପିଟି): ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଏବଂ ସେମାନଙ୍କ ଦ୍ୱାରଦେଶରେ ମାନବ ଅଧିକାରର ପ୍ରଚାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ସ୍ଥିତ କଲେକଫରେଟ୍‌ ପରିସରର…
Read More...

ପଥପ୍ରାନ୍ତ ନାଟକ ଅନୁଷ୍ଠିତ ।

କୋଦଳା ,୩୦/୦୯(ପିପିଟି ):ବୁଧବାର ଦିବା ୧ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ସେବା ପକ୍ଷ ଅଭିଯାନ୨୦୨୬ ନିମନ୍ତେ ଏକ ପଥପ୍ରାନ୍ତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ…
Read More...

ରବି ରାୟ ଶତବାର୍ଷିକୀ ସମାରୋହ;ଏନ୍ଇପି-୨୦ କୁ ଜାତୀୟ ଶିକ୍ଷାନୀତି କୁହାଯାଇପାରିବ ନାହିଁ : ବୀରେନ୍ଦ୍ର ନାୟକ ।

ବ୍ରହ୍ମପୁର,୩୦/୦୯(ପିପିଟି) : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବ୍ରହ୍ମପୁରରେ “ନୂଆ ଜାତୀୟ ଶିକ୍ଷାନୀତି ଓ ଆମ ରାଷ୍ଟ୍ରର ଭବିଷ୍ୟତ” ଶୀର୍ଷକ ଏକ ଆଲୋଚନା ଚକ୍ରରେ ବରିଷ୍ଠ ସ୍ତମ୍ଭକାର…
Read More...

ବାହାଡାପଦର ହାଇସ୍କୁଲରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୨୯/୦୯(ପିପିଟି ):ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ବାହlଡ଼lପଦର ଠାରେ ରୋଟାରୀ କ୍ଲବର ସହଯୋଗୀ ଇନେର ହୁଇଲ କ୍ଳବ, ଭଞ୍ଜନଗର ତରଫରୁ ସଭାପତି ରୂପlରlଣୀ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସ୍ୱାସ୍ଥ୍ୟ ସଚେତନତା…
Read More...