Browsing Category
ଜିଲ୍ଲା
ଜୁଆ ଆଡାରେ ଚଢ଼ାଉ ; ୮ ଗିରଫ ।
ଭଞ୍ଜନଗର,୧୩/୦୬(ପିପିଟି) : ତାରସିଂ ଥାନା ଅଧୀନ ଗେରେଡା ଗ୍ରାମ ଆଗୁଲ ସାହି ପୋଖରୀ ନିକଟରେ ଚାଲିଥିବା ଏକ ଜୁଆ ଆଡାରେ ପୋଲିସ ଚଢ଼ାଉ କରି ୮ ଜଣ ସ୍ଥାନୀୟ ଜୁଆଡି ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧୬୪୬୦ ଟଙ୍କା,ଚାରି…
Read More...
Read More...
ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଦ୍ଵିତୀୟ ବାଚସ୍ପତି ହେଲେ ବିକ୍ରମ ଆରୁଖ ।
ଭଞ୍ଜନଗର,୧୩/୦୬(ପିପିଟି): ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥତା କାରଣରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ରହିଥିଲା। ବିଜେଡ଼ି ପକ୍ଷରୁ ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...
Read More...
ବସ ଓଲଟି ୫ ମୃତ,୪୦ ଆହାତ ।
ମାଲକାନଗିରି,୧୩/୦୬(ପିପିଟି): ଆନ୍ଧ୍ର ସୀମାନ୍ତ ଚିନ୍ତୁର ଥାନା ଅନ୍ତର୍ଗତ ବୋଡୁଗୁଦେମ୍ ନିକଟରେ ଏକ ଘରୋଇ ବସ ଭାରସାମ୍ଯ ହରାଇ ଓଲଟି ପଡିବା ଫଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି ।…
Read More...
Read More...
ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟଙ୍କୁ ବିଦାୟ ସମ୍ବର୍ଦ୍ଧନା ।
ମାଲକାନଗିରି,୧୨/୦୬(ପିପିଟି): ମାଲକାନଗିରି ନାଗରିକ ସମାଜ ତରଫରୁ ମାଲକାନଗିରି ସୀମା ସୁରକ୍ଷା କାର୍ଯ୍ୟାଳୟ ଠାରେ ସୀମା ସୁରକ୍ଷା ବଳ କମାଣ୍ଡାଣ୍ଟ ତୀର୍ଥ ଆଚାର୍ଯ୍ୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ…
Read More...
Read More...
ବାପା ମା’ଙ୍କ ମୃତ୍ୟୁ ପରେ ୧୨ ବର୍ଷର ପୁଅ ଅନାଥ ।
ମାଲକାନଗିରି,୧୨/୦୬(ପିପିଟି): ବର୍ଷକ ତଳେ ବାପା ଏବଂ ୧୦ ଦିନ ତଳେ ମା' ଆର ପାରିକୁ ଚାଲିଗଲେ । ନିଜର ବୋଲି କେହି ନଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏକ ଝାଟି ମାଟି କୁଡ଼ିଆରେ ଏକାକୀ ରହୁଛି କାର୍ତ୍ତିକ । ଦୁନିଆକୁ ଭଲ…
Read More...
Read More...
କନ୍ଧମାଳ ପୋଲିସକୁ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ, ବିସ୍ପୋରକ ସରଞ୍ଜାମ ଜବତ ।
କନ୍ଧମାଳ,୧୨/୦୬(ପିପିଟି): କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଙ୍କ ନିର୍ଦ୍ଦେଶରେ ଏସଓଜି ଏବଂ ଡ଼ିଭିଏଫ ଯବାନ ମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲ ରେ ମାଓ ବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣ ର ମାଓ…
Read More...
Read More...
ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟରେ ଜନସାଧାରଣ ବିମୋହିତ ।
ବାଲିଗୁଡା,୧୧/୦୬(ପିପିଟି): ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ବ । ଚଳିତ ମାସ ଦଶ ତାରିଖ ସାଂସ୍କୃତିକ…
Read More...
Read More...
୧୮୦ ଜଣ ମାଓ ସମର୍ଥକଙ୍କ ଆତ୍ମ ସମର୍ପଣ ।
ମାଲକାନଗିରି,୧୧/୦୬(ପିପିଟି):ଆଜି ସ୍ବାଭିମାନ ଅଞ୍ଚଳର ୧୮୦ ଜଣ ମାଓ ସମର୍ଥକମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି । ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ…
Read More...
Read More...
କଲେଜ ରୋଡ଼ରୁ ଯୁବକର ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର ।
ଭଞ୍ଜନଗର,୧୧/୦୬(ପିପିଟି): ଭଞ୍ଜନଗର କଲେଜ ରୋଡ଼ ଠାରେ ଥିବା ଏକ ହୋଟେଲ୍ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଭଞ୍ଜନଗର ସହର ପାତ୍ର କଲୋନୀର ଜୟଦେବ ମହାରଣାଙ୍କ ପୁଅ ସୀତାରାମ ମହାରଣା(୩୬)…
Read More...
Read More...
ଛେଦାଭୂମିରେ ଦୁଃଖ ମୋ ଭାଗ୍ୟରେ ଲେଖା ନାଟକ ମଞ୍ଚସ୍ଥ ।
ଭଞ୍ଜନଗର,୧୧/୦୬(ପିପିଟି): ଭଞ୍ଜନଗର ଲାଲସିଙ୍ଗ ପଞ୍ଚାୟତ ଛେଦାଭୂମି ଗ୍ରାମରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଅବସରରେ ବାବା ଶ୍ରୀ ବିଶ୍ୱନାଥ ସ୍ୱାମୀ ନାଟ୍ୟ ସଂସଦ ଦ୍ୱାରା ପ୍ରସ୍ତୁତ ସାମାଜିକ ନାଟକ ଦୁଃଖ ମୋ ଭାଗ୍ୟରେ ଲେଖା…
Read More...
Read More...