Browsing Category
ଜିଲ୍ଲା
ପୋଲସରା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଇଓଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ ।
ପୋଲସରା,୧୯/୧୧(ପିପିଟି): ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ କରିବା ସହିତ ପୂର୍ବରୁ ବିଭିନ୍ନ ବିଭାଗରେ ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଲାଗି ଛଅ ବର୍ଷ ଚାକିରି କାଳ ଗଣନା ଏବଂ ଛଅଟି…
Read More...
Read More...
ବିଶ୍ବ ପାଇଖାନା ଦିବସ ପାଳିତ ।
ମାଲକାନଗିରି,୧୯/୧୧(ପିପିଟି): ବାଲିମେଳା ଏନଏସିର ବିବେକାନନ୍ଦ ସ୍ମାର୍ଟ ସ୍କୁଲ ଛାତ୍ରଛାତ୍ରୀ ମାନେ ବିଶ୍ୱ ପାଇଖାନା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଆଜି ବିଦ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି…
Read More...
Read More...
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ଗୁରୁତର ।
ଭଞ୍ଜନଗର,୧୯/୧୧(ପିପିଟି): ଭଞ୍ଜନଗର ବ୍ଲକ ବାଉଁଶ ଲୁଣ୍ଡି ବାଂଛେଶ୍ବର ନଗର ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂ ଅଞ୍ଚଳର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନିତ୍ୟାନନ୍ଦ ବାରିକ ଗୁରୁତର ଆହତ…
Read More...
Read More...
ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସ୍ମାରକପତ୍ର ପ୍ରଦାନ ।
ଭଞ୍ଜନଗର,୧୯/୧୧(ପିପିଟି): ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରାୟ ଚାରି ଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ବିଶାଳ ରାଲି ସ୍ଥାନୀୟ ୟୁ.ବି ହାଇସ୍କୁଲ ଛକରୁ ବାହାରି ଭଞ୍ଜନଗର ସହର ପରିକ୍ରମା କରିବା ସହ ବ୍ଳକ…
Read More...
Read More...
ଭଞ୍ଜନଗର ଉପଖଣ୍ଡ ଘୁମୁସର ଜିଲ୍ଲା ମାନ୍ୟତାରୁ ବଞ୍ଚିତ;ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ।
ଭଞ୍ଜନଗର,୧୯/୧୧(ପିପିଟି):ଗତ ୧୯୯୩ ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲା ବେଳେ ସେଥିରେ ୬ଟି ଜିଲ୍ଲାର ଜନସଂଖ୍ୟା ଆବଶ୍ୟକତା ଠାରୁ କମ ରହିଥିଲା। ହେଲେ…
Read More...
Read More...
ରାଜ୍ଯ ସମବାୟ ଶାସନ ସଚିବଙ୍କ ମାଲାକନଗିରି ଗସ୍ତ ।
ମାଲକାନଗିରି,୧୮/୧୧(ପିପିଟି):
ଆଜି ରାଜ୍ୟ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ଚଢା ତିନି ଦିନିଆ ମାଲକାନଗିରି ଗସ୍ତରେ ଆସିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉନ୍ନୟନ ନେଇ ସମୀକ୍ଷା କରିଥିବା…
Read More...
Read More...
ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କୁ ଆକ୍ରମଣ ।
ବେଲଗୁଣ୍ଠା,୧୮/୧୧(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ନୁଣିପଡା ଗ୍ରାମରେ ବିଦ୍ୟୂତ୍ କର୍ମଚାରୀଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି ଏବଂ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ମିଳିଥିବା…
Read More...
Read More...
ପୋଷାକ ବିତରଣ କାର୍ଯ୍ୟକ୍ରମ ।
ବେଲଗୁଣ୍ଠା,୧୮/୧୧(ପିପିଟି):ଆଜି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆଁ ଉଢୁରା ଠାରେ ପୋଷାକ ବିତରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି। କମିଟି…
Read More...
Read More...
ମଦ ଦୋକାନ ବନ୍ଦ କରିବାକୁ ଦାବିପତ୍ର ପ୍ରଦାନ ।
ମାଲକାନଗିରି,୧୭/୧୧(ପିପିଟି): ମାଲକାନଗିରି ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳ ବିଶାଳ ସିଂଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ୱାଇ…
Read More...
Read More...
ରୋଟାରୀ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ: ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିଙ୍କୁ କଲେ ସମ୍ବର୍ଦ୍ଧିତ ।
ବେଲଗୁଣ୍ଠା,୧୭/୧୧(ପିପିଟି):ଭଞ୍ଜନଗର ରୋଟାରୀ କ୍ଳବ୍ ବିଭିନ୍ନ ସମୟରେ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇ ଅଞ୍ଚଳରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କ୍ଳବ୍ ତରଫରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ବେଲଗୁଣ୍ଠା ସାଇ ଆଇଟିଆଇ…
Read More...
Read More...