Browsing Category
ଜିଲ୍ଲା
ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜସୁନାଖଳା ରେଳ ଷ୍ଟେସନ ଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାଜସୁନାଖଳା,୧୪/୦୮(ପିପିଟି):ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ତଥା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ମାନ୍ୟବର ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା…
Read More...
Read More...
ଲଘୁଚାପ ଜନିତଲଗାଣ ବର୍ଷା :ଧୋଇଗଲା ଅସ୍ଥାୟୀ ପୋଲ; ରାଇକିଆ- ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ ।
ବାଲିଗୁଡା,୧୪/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି - ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନ ରେ ଧୋଇଯିବା ଫଳରେ…
Read More...
Read More...
ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୪୮୮ ଜଣ କରୋନା ପଜିଟିଭ ଚିହ୍ନଟ।
ଭୁବନେଶ୍ବର,୧୪/୦୮ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟ ରେ ୪୮୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୨୮୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...
Read More...
ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ସୁରଜ ପୁରସ୍କାର ପ୍ରଦାନ,ପ୍ରତିଟି ଜୀବନ ଆମପାଇଁ ମୂଲ୍ୟବାନ ।
ଛତ୍ରପୁର,୧୩୦/୦୮(ପିପିଟି): ଅଙ୍ଗ ଦାନ ଏକ ମହତ ଦାନ । ପ୍ରତିବର୍ଷ ଅଗଷ୍ଟ,୧୩ ତାରିଖ ଦିନଟିକୁ ବିଶ୍ୱ ଅଙ୍ଗ ଦାନ ଦିବସ ରୂପେ ପାଳନ କରାଯାଉଛି । ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରିବା ନେଇ…
Read More...
Read More...
ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ, ବିପଦସଂକୁଳ ଅବସ୍ଥାରେ ଯାତାୟତ : ସ୍ଥାୟୀ ପୋଲ ପାଇଁ ଦାବୀ ।
ବାଲିଗୁଡା,୧୩/୦୮(ପିପିଟି): ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଏକ ସପ୍ତାହ ହେଲା ଲାଗିରହିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହେବାରେ ଲାଗିଛି ଏବଂ ଛୋଟ ବଡ଼ ନଦୀ ଗୁଡ଼ିକରେ ବଢ଼ି ପାଣି…
Read More...
Read More...
ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ଟି ଦୀପଦାନ ଓ ଜାତୀୟ ସଙ୍ଗୀତ ଗାନ ।
ବାଲିଗୁଡ଼ା,୧୩/୦୮(ପିପିଟି): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ…
Read More...
Read More...
ଆନନ୍ଦ ସଂଗୀତାୟନର ୬୯ତମ ମାସିକ ଭଞ୍ଜ ସଂଗୀତ ଆସର ।
ଭଞ୍ଜନଗର,୧୩/୦୮(ପିପିଟି) : ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ୬୯ତମ ମାସିକ ଭଞ୍ଜ ସଂଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ଆୟୋଜନ ଏବଂ ଭଞ୍ଜନଗରସ୍ଥିତ ସାଂସ୍କୃତିକ ପରିଷଦ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...
Read More...
କବି ନଟବର ସାହୁଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ।
ଭଞ୍ଜନଗର,୧୩/୦୮(ପିପିଟି) : ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ବୈୟଜ୍ୟେଷ୍ଠ ସାହିତ୍ୟିକ ତଥା କବି ନଟବର ସାହୁଙ୍କ ବିୟୋଗରେ ସାଂସ୍କୃତିକ ପରିଷଦ ଆହ୍ୱାନ କ୍ରମେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର…
Read More...
Read More...
ବିଏସଏଫ ଓ ନୋଡାଲ ବିଦ୍ୟାଳୟ ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ।
ମାଲକାନଗିରି,୧୩/୦୮(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଏସଏଫ ର କମାଣ୍ଡିଙ୍ଗ ଇନ୍ସପେକ୍ଟର…
Read More...
Read More...
କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ।
କନ୍ଧମାଳ,୧୩/୦୮(ପିପିଟି): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି। ଏହି ଅବସରରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ…
Read More...
Read More...