Browsing Category

ଜିଲ୍ଲା

ବହୁ ପ୍ରତୀକ୍ଷିତ ଚିଠା ଭୋଟର ତାଲିକା ପ୍ରକାଶିତ;ଦାବି,ଆପତ୍ତି ଅଭିଯୋଗ ତଥା ତ୍ରୁଟି ସଂଶୋଧନ ପ୍ରକ୍ରିୟା ଆରମ୍ଭ ।

ବ୍ରହ୍ମପୁର,୦୫/୦୭(ପିପିଟି):ବ୍ରହ୍ମପୁର ଉପଖଣ୍ଡ ଅନ୍ତର୍ଗତ ୫ଟି ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି,ଗୋପାଳପୁର, ବ୍ରହ୍ମପୁର,ଦିଗପହଣ୍ଡି ଏବଂ ଚିକିଟି ବିଧାନସଭା ନିର୍ବାଚ଼ନ ମଣ୍ଡଳୀ ନିମନ୍ତେ ଚ଼ିଠା ଭୋଟର ତାଲିକା ପ୍ରକାଶ…
Read More...

ବିଧାୟକଙ୍କ ଦ୍ୱାରା କାନପୁର ଠାରୁ ଭୁବନପୁର ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ ।

ଯାଜପୁର,୦୫/୦୭(ପିପିଟି ): ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାନପୁର ଠାରେ ଆଜି ରାସ୍ତା ଉନ୍ନତିକରଣର ଶିଳାନ୍ୟାସ କରାଯାଇଛି । ଜାରକା ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ୪ କୋଟି ୬୨ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ଏହି…
Read More...

ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ।

ଯାଜପୁର,୦୫/୦୭(ପିପିଟି): ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜିଲ୍ଲାର ସ୍ପେଶାଲ…
Read More...

ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି ।

ମାଲକାନଗିରି,୦୫/୦୭(ପିପିଟି):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆଜି ୪ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ପେପର-୧ ପରୀକ୍ଷା ସକାଳ ୯ ଘଟିକା ରୁ…
Read More...

ବିିଧାୟକ ହିମାଂଶୁଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ।

ଯାଜପୁର,୦୫/୦୭(ପିପିଟି ):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଲୟରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅଧିବାସୀଙ୍କ ଆପତି ଅଭିଯୋଗ ଶୁଣୀ ସମସ୍ୟା ଗୁଡିକର ସମାଧନ…
Read More...

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ ।

କନ୍ଧମାଳ,୦୫/୦୭(ପିପିଟି): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR), ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ଉପଲକ୍ଷେ ରବିବାର ଦିନ…
Read More...

ତାରସିଂ ଥାନା ଅଞ୍ଚଳରେ ୨ଦିନରେ ଦୁଇଟି ଚୋରି; ଗାଲେରୀ କାଳୀ ମନ୍ଦିରରୂ ନେଇଗଲେ ଟଙ୍କା, ସୁନା ରୁପା ।

ଭଞ୍ଜନଗର, ୦୫/୦୭(ପିପିଟି ):ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅଞ୍ଚଳରେ ଗତ ୨ଦିନରେ ୨ଟି ବଡ଼ ଧରଣର ଚୋରି ହୋଇଛି।ଶୁକ୍ରବାର ରାତିରେ ଏହି ଥାନା ଅନ୍ତର୍ଗତ ବେଙ୍ଗସର ଠାରେ ଥିବା ରାଜା ଜୁଏଲର୍ସରେ ଦୁର୍ବୁତ୍ତ ମାନେ କଳାକନା…
Read More...

ମାଲକାନଗିରି ଜିଲ୍ଲାରେ ୩୦୮.୬ ଏମ୍ ଏମ୍ ବର୍ଷା ।

ମାଲକାନଗିରି,୦୫/୦୭(ପିପିଟି):ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଅବ୍ଯାହତ ରହିଛି। ଦୀର୍ଘ ଦିନ ହେଲା ବର୍ଷା ନ ହେବାରୁ ଲୋକଙ୍କ ମନରେ ଅଶାନ୍ତି ଲାଗି ରହିଥିଲା। ରଜ ପରବର୍ତ୍ତୀ ସମୟରେ ଓଡ଼ିଶାରେ…
Read More...

ମଣ୍ଡିରେ ଧାନ ବିକ୍ରୀ ନୋହିଲା, ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ ।

ଟିଟିଲାଗଡ଼, ୦୪/୦୭:ଗତ ମାସ ୨୫ରେ ବଲାଙ୍ଗୀର ଜିଲାରେ ଚାଷୀଙ୍କ ରବି ଧାନ କ୍ରୟ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଅଦ୍ୟାବଧି ଚାଷୀଙ୍କ ଧାନ ମଣ୍ଡି ଗୁଡିକରେ କ୍ରୟ ହୋଇ ନପାରିବା ସରକାର ତଥା ସ୍ଥାନୀୟ ପ୍ରଶାସନର ଅସଲି…
Read More...

ବନମହୋତ୍ସବରେ ସାମିଲ ହେଲା ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ।

ଯାଜପୁର,୦୪/୦୭(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିସାହି ଅଞ୍ଜିରା ଠାରେ ବନ ମହୋତ୍ସବ ସପ୍ତାହ ର ତୃତୀୟ ଦିନରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରିସରରେ ଉଦ୍ଦିୟମାନ ସ୍ବେଚ୍ଛାସେବୀ ଅନୁଷ୍ଠାନ,…
Read More...