Browsing Category

ଜିଲ୍ଲା

କାର ସହ ଗଞ୍ଜେଇ ଜବତ: ମହିଳାଙ୍କୁ କୋର୍ଟ ଚାଲାଣ ।

ଭଞ୍ଜନଗର, ୨୯/୦୫(ପିପିଟି) : ଆଗକୁ ନିର୍ବାଚନ ଥିବାରୁ ପୁଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି।ଗୁରୁବାର ରାତିରେ ଭଞ୍ଜନଗର ଥାନା ଏସଆଇ ମୋହନ କଂହର ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ଆରିୟାନନ୍ଦ ଇଟା କାରଖାନା ନିକଟରେ…
Read More...

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ତାଙ୍କ ସ୍ୱପ୍ନର ଭାରତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ।

ବ୍ରହ୍ମପୁର,୨୯/୦୩(ପିପିଟି): ଦି ପିପୁଲସ ଟ୍ରଷ୍ଟ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ବଳିଦାନ ଦିବସ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି…
Read More...

ନବୀନ ଓଡିଶା ମ୍ୟାଜିକ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ ।

ପୋଲସରା,୨୯/୦୩(ପିପିଟି): ଏନ୍.ଏ.ସି କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳିତ ।

ମାଲକାନଗିରି ,୨୯/୦୩(ପିପିଟି) : ଜିଲ୍ଳା ପ୍ରଶାସନ ଦ୍ବାରା ମାଲକାନଗିରି ସଦର ମହକୁମାରେ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଶହୀଦ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶହୀଦ…
Read More...

ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଙ୍କୁ ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା।

ସୁବର୍ଣ୍ଣପୁର ,୨୮/୦୩(ପିପିଟି):ସୁବର୍ଣ୍ଣପୁର ଠାରେ ମନ୍ତ୍ରୀ ତଥା ସୋନପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପୂଜାରୀ ଙ୍କୁ ଆଜି ସଂଧ୍ୟାରେ ଜିଲ୍ଲା ବିଜେଡି ଦଳ ପକ୍ଷରୁ ବିପୁଳ ସ୍ୱାଗତ…
Read More...

ଗଧିଆ ବାଘ ଆକ୍ରମଣରେ ଦୁଇ ଜଣ କ୍ଷତାକ୍ତ ।

ମାଲକାନଗିରି , ୨୮/୦୩(ପିପିଟି) :ମାଲକାନଗିରି ବନାଞ୍ଚଳସ୍ଥିତ ପାଣ୍ଡ୍ରିପାଣି ଅନ୍ତର୍ଗତ ଏମଭି-୯୩ ଗ୍ରାମରେ ଗଧିଆ ବାଘ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି l ମାଲକାନଗିରି ଭୂଭାଗ ଏକ ପ୍ରାକୃତିକ ବଣ…
Read More...

ଦାବି ପୂରଣ ନ ହେଲେ ଭୋଟ ବର୍ଜନ ।

ମାଲକାନଗିରି,୨୮/୦୩(ପିପିଟି) : ଜଙ୍ଗଲ ଜମି ପଟ୍ଟାକୁ ସେଟେଲମେଣ୍ଟ ପଟ୍ଟା ମାନ୍ୟତା, ପଟ୍ଟାକୁ ଆଧାର କରି ଘରଡିହ ପଟ୍ଟା ପ୍ରଦାନ, ବନ୍ଦ ହୋଇଥିବା ସ୍କୁଲକୁ ପୁର୍ନବାର ଖୋଲାଯିବା, ସ୍କୁଲରେ ଶିକ୍ଷକ ନିଯୁକ୍ତି, ସରକାରୀ…
Read More...

ଦେଖଣା ହାରିଙ୍କୁ ନିଜ ପାଖକୁ ଟାଣି ଆଣୁଛି ରାଜସୁନାଖଳା ର ସୁଖୁଆ ବଜାର।

ବୋଲଗଡ଼,୨୮/୦୩ (ପିପିଟି): ଖୋର୍ଦ୍ଧା ରୁ ନୟାଗଡ଼ ଯିବା ରାସ୍ତାରେ ପଡେ ବୋଲଗଡ଼ ର ରାଜସୁନାଖଳା ସୁଖୁଆ ବଜାର, ଯାହା କି ସୁଖୁଆ ପାଇଁ ଏହି ବଜାର ର ସ୍ୱତନ୍ତ୍ରତା ରହିଛି। ଏହି ବଜାରରୁ ସୁଖୁଆ କିଣିବା ପାଇଁ ଅଞ୍ଚଳ ଓ ବାହାରୁ…
Read More...

ବିଧାୟିକା ଲତିକା ପ୍ରଧାନ ଓ ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ବାବା ଦଣ୍ଡିଶ୍ୱରଙ୍କ ଆଶୀର୍ବାଦ ନେଲେ ।

କୋଦଳା,୨୮/୦୩(ପିପିଟି):ବୁଧବାର ରାଜ୍ୟର ବିଭିନ୍ନ ବିଧାନ ସଭା ନିର୍ବାଚନ ମଣ୍ଡଳୀ ସହିତ ଲୋକସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

ମାଛ କଥାର ଲୋକାର୍ପଣ;ଓଡିଶାରେ ବହୁ ବର୍ଷରୁ ରହିଥିବା ୫୦୦ରୁ ଅଧିକ ମାଛ ପ୍ରଜାତି ନିଶ୍ଚିହ୍ନ ।

ଭୁବନେଶ୍ୱର,୨୭/୦୩(ପିପିଟି): ମାଛ ର ଇତିହାସ ପୁରାଣ ଯୁଗରୁ ରହିଆସିଛି । ମାତ୍ର ଦୁଇ ଦଶନ୍ଧିରୁ ଅଧିକ କାଳ ହେବ ୫୦୦ରୁ ଅଧିକ ପ୍ରଜାତିର ମାଛ ବଂଶ ଲୋପ ପାଇଗଲାଣି । ମାଛ ବୃଦ୍ଧି ଲାଗି ନିଶିଧ ଔଷଧ ବ୍ୟବହାର ଫଳରେ ପାଣି ଦୂଷିତ…
Read More...