Browsing Category

ଜିଲ୍ଲା

୭୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ।

ମାଲକାନଗିରି, ୦୪/୦୭/୨୩: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୭୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ…
Read More...

ରୋଟାରୀ କ୍ଲବ୍ ର ସତରତମ ଅଧିଷ୍ଠାନ ଦିବସ; ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସନତ୍ କୁମାର ସୁବୁଦ୍ଧି ।

ବେଲଗୁଣ୍ଠା, ୦୩/୦୭(ପିପିଟି):ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ସତରତମ ଅଧିଷ୍ଠାନ ଦିବସ ମହାସମାରୋହରେ ପାଳିତ ହେବା ସହ କ୍ଳବ୍ ର ନୂତନ ସଭାପତି ସନତ୍ କୁମାର ସୁବୁଦ୍ଧି ଦାୟିତ୍ୱ ଗ୍ରହଣ…
Read More...

ଦୁଇଘଣ୍ଟା ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳ ଜଳମଗ୍ନ ।

ଭଞ୍ଜନଗର, ୦୩/୦୭(ପିପିଟି) ଚଳିତ ବର୍ଷ ଶ୍ରାବଣ ମାସରେ ମଧ୍ୟ ବର୍ଷାର ଅଭାବ ଦେଖା ଦେଇଥିବା ବେଳେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ପ୍ରବଳ…
Read More...

ମୌସୁମୀର ଲୁଚକାଳି ଖେଳ , ଚାଷ କାର୍ଯ୍ୟ ବିଳମ୍ବ।ବୋଲଗଡ଼ ବ୍ଲକ ଅଞ୍ଚଳରେ ଗଜା ମରୁଡି ଆଶଙ୍କା ।

ବୋଲଗଡ,୦୩/୦୭ (ପିପିଟି): ରାଜ୍ୟରେ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ସଠିକ୍ ବୃଷ୍ଟି ପାତ ନହେବା ଫଳରେ ବୋଲଗଡ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ଚାଷ କାର୍ଯ୍ୟର ଅନୁକୂଳ ଆରମ୍ଭ ଅକ୍ଷୟ ତୃତୀୟା ପରଠାରୁ…
Read More...

ମୁକ୍ତା ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ।

କୋଦଳା,୦୩/୦୭(ପିପିଟି):ସୋମବାର କୋଦଳା ଏନଏସି କଲ୍ୟାଣ ମଣ୍ଡପ ପରିସର ରେ ମୁକ୍ତା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ୱାର୍ଡ ଅଫିସ ପରିଚାଳନା କମିଟି, ୱାର୍ଡ ସଂଯୋଜିକା ଓ ମହିଳା ସ୍ୱୟଂ ସହାୟକ…
Read More...

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।

ମାଲକାନଗିରି ,୦୩/୦୭ (ପିପିଟି):ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁରାଧା ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର…
Read More...

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ,ଜଣେ ମୃତ ଓ ଜଣେ ଗୁରୁତର ।

ବାଲିଗୁଡ଼ା,୦୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜକିକିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ…
Read More...

ସତ୍ୟସାଇ ସଂଗଠନ ପକ୍ଷରୁ ଚାରା ରୋପଣ ।

ବେଲଗୁଣ୍ଠା ,୦୨/୦୭(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ କଲ୍ୟାଣପୁର ସତ୍ୟସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ ସପ୍ତାହ ର ଦ୍ଵିତୀୟ ଦିନରେ ବୃକ୍ଷରୋପଣ କରାଯାଇଛି । ବିଭିନ୍ନ ଦୁର୍ବିପାକ ତଥା ବନ୍ୟା, ବାତ୍ୟା ରେ ବୃକ୍ଷ ଗୁଡିକ…
Read More...

ଖେଳ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଉଲୁଣ୍ଡା ,୦୧/୦୭(ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ସରକାରୀ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ ବିଦ୍ୟାଳୟର ଖେଳ ଶିକ୍ଷକ…
Read More...

ବାଗବର ସ୍କୁଲରେ ବନ ମହୋତ୍ସବ ପାଳିତ ।

ଉଲୁଣ୍ଡା ,୦୧/୦୭(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ…
Read More...