Browsing Category

ଜିଲ୍ଲା

ସରି ନାହିଁ ୧୦ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ।

ମାଲକାନଗିରି,୦୬/୦୫(ପିପିଟି):ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମାଲକାନଗିରି ଜିଲ୍ଲାର ବଣ ପାହାଡରୁ ନିର୍ଗତ ସମସ୍ତ ଝରଣା ବା ଜଳ ସ୍ରୋତ ଗୁଡ଼ିକ ଶୁଷ୍କ। ନଦୀ,ଗାଡିଆ ତଥା ପୋଖରୀରେ ଜଳ ଶୂନ୍ୟ। ପଶୁ ପକ୍ଷୀ ମଧ୍ୟ ଜଳ ଉତ୍କଟ…
Read More...

ଖମ୍ବେଶ୍ୱରୀପାଲି ଠାରେ ଘରୋଇ ବସ ଦୁର୍ଘଟଣା ।

ସୁବର୍ଣ୍ଣପୁର ,୦୬/୦୫(ପିପିଟି) : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ଠାରେ ସାଇରାଜ ନାମକ ଘାରୋଇ ବସ (ଓଡି -୦୨-ବି-ଜି ୪୧୯୯)ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ଭୋର ସମୟ…
Read More...

ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ନିର୍ବାଚନୀ ପ୍ରଚାର ମଇଦାନ ରେ ଭି କେ ପାଣ୍ଡିଆନ।

ସୁବର୍ଣ୍ଣପୁର ,୦୬/୦୫(ପିପିଟି) : ବିଜେଡ଼ି ଦଳର ଷ୍ଟାର ପ୍ରଚାରକ ଭି.କେ.ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ତଥା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ପଡିଆରେ ଅନୁଷ୍ଠିତ…
Read More...

ନିର୍ବାଚନ ଗାଇଡ଼ ଲାଇନର ପାଳନ କୁ ସୁନିଶ୍ଚିତ କରିବା ସହ ଶାନ୍ତି ପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା…

ସୁବର୍ଣ୍ଣପୁର ,୦୫/୦୫(ପିପିଟି) : ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ । ସଂସଦୀୟ କ୍ଷେତ୍ର ସାଧାରଣ…
Read More...

ରାମପୁର ରୁ ପ୍ରଚାର ଆରମ୍ଭ କଲେ ସ୍ଵାଧୀନ ପ୍ରାର୍ଥିନୀ ସୋନାଲି ବିଶି ।

ସୁବର୍ଣ୍ଣପୁର ,୦୫/୦୫(ପିପିଟି):ସୋନପୁର ନିର୍ବାଚନ ମଣ୍ଡଳୀ ରେ ଏବେ ଏବେ ବିଭିନ୍ନ ରାଜନୈତିକ ଦଳ ତଥା ସ୍ୱାଧୀନ ପ୍ରାର୍ଥୀ ମାନଙ୍କର ପ୍ରଚାର ଜମିବାରେ ଲାଗିଲାଣି । ଘରକୁ ଘର ବୁଲି ପ୍ରାର୍ଥୀ ମାନେ ଯେ ଯାହାର ପ୍ରଚାର ରେ…
Read More...

ଆମ ସଂସ୍କୃତି ପରମ୍ପରା ର ପର୍ବ ଅକ୍ଷୟ ତୃତୀୟା।

ବୋଲଗଡ଼,୦୫/୦୫(ପିପିଟି): ଆମର ପ୍ରତିଟି ପର୍ବପର୍ବାଣୀ ଆମର ଧର୍ମସହିତ ଓତଃପ୍ରୋତ ଭାବେ ଜଡ଼ିତ। ମଣିଷର ଚାଲିଚଳନ ରୀତିନୀତି ଧାର୍ମିକ ପରମ୍ପରା ସହିତ ଏବଂ ପ୍ରକୃତି ସହିତ ଅନ୍ତର୍ଭୁକ୍ତ।ଯାହାକି ଆମ ସନାତନ ବା ହିନ୍ଦୁ ଧର୍ମରେ…
Read More...

ମାଲକାନଗିରି ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ।

ମାଲକାନଗିରି,୦୪/୦୫(ପିପିଟି) :ଜନସ୍ବାସ୍ଥ୍ୟ ଦ୍ବାରା ମାଲକାନଗିରି ପୌରାଞ୍ଚଳକୁ ଦୈନିକ ପାନୀୟ ଜଳ ଯୋଗାଣ ୬.୫ଏମଏଲଡି ବା (୬୫ଲକ୍ଷ ଲିଟର) ହେଉ ଥିବା ବେଳେ ଏହି ଜଳ ସତୀଗୁ୍ଡା ଡ୍ୟାମରୁ ସଂଗ୍ରହ କରାଯାଇଥାଏ । ବର୍ତ୍ତମାନ…
Read More...

ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ଜଳ ଛତ୍ର ର ଶୁଭ ଉଦଘାଟନ ।

ସୁବର୍ଣ୍ଣପୁର ,୦୪/୦୫(ପିପିଟି) : ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ପକ୍ଷରୁ ବିଜୁ ପଟ୍ଟନାୟକ ଛକ ଠାରେ ସଂଗଠନ ର ସଭାପତି ତଥା ପ୍ରତିଷ୍ଠାତା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏକ ଜଳ…
Read More...

ପିତୃ ମାତୃ ହିନ ଶିଶୁକୁ ଥଇଥାନ କଲା ଆଇନ୍ ସେବା ପ୍ରାଧିକରଣ ।

ମାଲକାନଗିରି,୦୪/୦୫(ପିପିଟି) : ଜଣେ ପିତୃ ମାତୃ ହିନ ଶିଶୁ ବିପଦ ସଙ୍କୁଳ ଅବସ୍ଥା ରେ ଜୀବନ ଅତିବାହିତ କରୁଥିବା ବେଳେ ଆଇନ୍ ସେବା ପ୍ରାଧିକରଣ ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ଏକ ଶିଶୁକୁ ଉଦ୍ଧାର କରି ଜିଲ୍ଲା ଆଇନ ସେବା…
Read More...

ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ଙ୍କ ନାମାଙ୍କନ ପତ୍ର ଦାଖଲ।

ପୋଲସରା ,୦୩/୦୫(ପିପିଟି):ଆଜି ବିଜେପି ଦଳ ତରଫରୁ ଏକ ବିଶାଳ ରାଲିରେ ବାହାରି ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୋଲସରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ…
Read More...