Browsing Category

ଜିଲ୍ଲା

ବୋଇତ ବନ୍ଦାଣ ଉତ୍ସବରେ ସମୁଦ୍ରକୁ ବୁଲିବାକୁ ଯାଇଥିବା ଯାତ୍ରୀଙ୍କ ବୋଟ ଫସିଲା ।

ବାସୁଦେବପୁର,୧୫/୧୧: ଚୁଡାମଣି ଘାଟ ମୁହାଣରୁ ସମୁଦ୍ରକୁ ବୁଲେଇବାକୁ ଯାଇଥିବା ଯାତ୍ରୀଙ୍କ ବୋଟ ଫସିଛି। ଭଟା ଜୁଆର ପାଇଁ ବୋଟରେ ଥିବା ଶତାଧିକ ଯାତ୍ରୀ ୪ ଘଣ୍ଟା ଫସି ରହିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା, ଶିଶୁ, ଯୁବକ ଓ…
Read More...

ନୂଆଁଗଡ଼ ସ୍ଥିତ ହନୁମାନ ମନ୍ଦିରର ବାର୍ଷିକୋତ୍ସବ ଅନୁ୍ଷ୍ଠିତ ।

କୋଦଳା,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଁଗଡ଼ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ବାର୍ଷିକୋତ୍ସବ ଅନୁ୍ଷ୍ଠିତ…
Read More...

ଅଷ୍ଟ ପ୍ରହରୀ ନାମଯଜ୍ଞରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୧୫/୧୧(ପିପିଟି):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲିଆ,ତାଳସାକର,ପଙ୍କଳସାହି, ଚଣ୍ଡିରାମଚନ୍ଦ୍ରପୁର ,ଉଦୟପୁର ଓ ବିରଞ୍ଚିପୁର ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଅଷ୍ଟ…
Read More...

ଜାଳିଦେଲେ ଶହେ କ୍ଵିଣ୍ଟାଲ ଧାନ ।

ଧର୍ମଗଡ଼,୧୫/୧୧:ଧାନ କଟା ହୋଇ ରଖା ହୋଇଥିଲା। ଶୁକ୍ରବାର ଥ୍ରେସିଂ ହୋଇଥାନ୍ତା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। କେହି ଜଣେ ଖଳ ପ୍ରକୃତିର ଲୋକ ନିଆଁ ଲଗେଇ ଦେଲା। ସକାଳ ପାହିଲା ବେଳକୁ ହୁତୁହୁତୁ ସବୁ ପୋଡି ପାଉଁଶ ହୋଇଗଲା।…
Read More...

କବି ଅଖିଳ ନାୟକଙ୍କ ଚତୁର୍ଥ ସ୍ମୃତି ଶ୍ରଦ୍ଧାଞ୍ଜଳି;ଶୋଷିତ ବର୍ଗ ବିଦ୍ରୋହର ସ୍ବର ଥିଲେ ଅଖିଳ ।

ଧର୍ମଗଡ଼,୧୫/୧୧:ଅଖିଳଙ୍କ କବିତାର ମୂଳ ମନ୍ତ୍ର ଥିଲା ସାମାଜିକ ଅସାମାନତା, ଶୋଷଣ ଅତ୍ୟାଚାର ବିରୁଦ୍ଧରେ । ସେ ଥିଲେ ଏକ ପ୍ରତିବାଦର ସ୍ବର। ତାଙ୍କ ରଚିତ କବିତା ନିଶ୍ଚୟ କାଳଜୟୀ ଏବଂ ଆଗାମୀ ପିଢ଼ିର ଲେଖକଙ୍କ ପାଇଁ ପ୍ରେରଣାର…
Read More...

ସମୀକ୍ଷା ବୈଠକ ଓ କର୍ମଶାଳା ।

ସିମୁଳିଆ,୧୫/୧୧: ସିମୁଳିଆ ବ୍ଲକ୍ ଜାମୁଝାଡି ମଣ୍ଡଳରେ ମଣ୍ଡଳ ସଭାପତି ସୁଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନତା ପାର୍ଟିର "ନିର୍ବାଚନ ପର୍ବ କର୍ମଶାଳା" ତଥା ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ବ୍ରହ୍ମାକୁମାରୀସ୍ ରେ ବିଶ୍ବ ମଧୁମେହ ଦିବସ ପାଳନ ।

ଭଞ୍ଜନଗର, ୧୫/୧୧(ପିପିଟି) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର, ଶାନ୍ତିସ୍ରୋତ ଭବନରେ ବିଶ୍ବ ମଧୁମେହ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର…
Read More...

ଚୋରି ଉଦମ୍ୟକରି ଧରାପଡିଲେ ୩ ଯୁବକ ।

ବାସୁଦେବପୁର,୧୫/୧୧:ବାସୁଦେବପୁର ଥାନା ବାଣପୁର ଗାଁରେ ଚୋରି ଉଦ୍ୟମକରୁ ଥିବା ତିନି ଯୁବକ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଛନ୍ତି। ଉତମ ମଧ୍ୟମ ଦେବାପରେ ପୁଲିସର ଜିମା ଦେଇଛନ୍ତି ଗ୍ରାମବାସୀ। ଗୁରୁବାର ବିଳମ୍ବିତ ରାତିରେ ୪ ଜଣ…
Read More...

ରୋଟାରୀ କ୍ଳବ ତରଫରୁ ଶିଶୁଦିବସ ପାଳନ ।

ଭଞ୍ଜନଗର, ୧୪/୧୧(ପିପିଟି) : ବେଲଗୁଣ୍ଠା ବ୍ଲକ ଵାଣତୁମ୍ବୁ ଠାରେ ରୋଟାରୀ କ୍ଳବ ଭଞ୍ଜନଗର ତରଫରୁ ସଭାପତି ବସନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଶିଶୁ ଉତ୍ସବ ପାଳନ କରାଯାଇଛି ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀଆନ…
Read More...

ଆମ ଧର୍ମୀୟ ଭାବନାରେ ଧର୍ମର ମାସ କାର୍ତ୍ତିକ ମାସ।

ବୋଲଗଡ,୧୪/୧୧(ପିପିଟି):ବାର ମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ମହାମାସ ଏବଂ ଏହି ମାସରେ ପୂଣ୍ୟ ଆଶିଷ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ଵାସ କରାଯାଏ । ଏହାର ପ୍ରମାଣ ସ୍କନ୍ଦ ପୁରାଣରେ ଦେଇଛନ୍ତିସ୍ୱୟଂ ଭଗବାନ ।ଏହି ମାସରେ…
Read More...