Browsing Category
ଜିଲ୍ଲା
୧୯୮୯-୯୦ ମାଟ୍ରିକ୍ ବ୍ୟାଚ, ପାରିବାରିକ ବନ୍ଧୁ ମିଳନ ।
ବେଲଗୁଣ୍ଠା,୦୫/୦୧(ପିପିଟି):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ୧୯୮୯-୯୦ ମାଟ୍ରିକ୍ ବ୍ୟାଚ୍ ର ଏକ ପାରିବାରିକ ବନ୍ଧୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି…
Read More...
Read More...
ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ୍ବ: ସମାଜସେବୀ ସୁଶାନ୍ତ ସାବତ ।
ବ୍ରହ୍ମପୁର,୦୫/୦୧(ପିପିଟି):ଭିନ୍ନକ୍ଷମ ମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟ ମାନଙ୍କ ପାଖରେ ବିରଳ। ଆଜି ଭିନ୍ନକ୍ଷମ ମାନେ,ପ୍ରସାଶନିକ,ନୃତ୍ୟ, କ୍ରୀଡା,ସଙ୍ଗୀତ,ବ୍ୟବସାୟ ସବୁ କ୍ଷେତ୍ର ରେ ନିଜର ପାରି ଦର୍ଶିତା ପ୍ରଦର୍ଶନ…
Read More...
Read More...
ସାମ୍ବାଦିକଙ୍କ ଧର୍ମପତ୍ନୀ ଭାଗ୍ୟଲତା ପାଣିଗ୍ରାହୀଙ୍କ ବିୟୋଗ ।
ପୋଲସରା ,୦୫/୦୧(ପିପିଟି) :ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭାଗ୍ୟଲତା ପାଣିଗ୍ରାହୀ ଡିସେମ୍ବର ୩୦ ତାରିଖରେ ପରଲୋକ ହୋଇଯାଇଛି । ସେ ସକାଳୁ ହଠାତ କିଛି ଅସୁସ୍ଥତା…
Read More...
Read More...
ରେଆର ତରଫରୁ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ମହୋତ୍ସବ କସ୍ତୁରୀ-୨୦୨୫ ଅନୁଷ୍ଠିତ ।
ସୁବର୍ଣ୍ଣପୁର ,୦୪/୦୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ରେଆର ତରଫରୁ ଭିନ୍ନକ୍ଷମ ଶିଶୁ ଙ୍କ ମହୋତ୍ସବ କସ୍ତୁରୀ-୨୦୨୫ ଅନୁଷ୍ଠିତ…
Read More...
Read More...
ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ ।
ପାଣିକୋଇଲି,୦୪/୦୧(ପିପିଟି): ସୁନା ଦୋକାନକୁ ଲୁଟ୍ କରିବାକୁ ଆସି ୨ କର୍ମଚାରୀଙ୍କୁ ଗୁଳିମାଡ଼ କରିଛନ୍ତି। ଫାୟାରିଂରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ନେଇ ପୁଲିସର ତନାଘନା ଜାରି ରହିଛି। ଜଣଙ୍କ ପେଟରେ ଓ…
Read More...
Read More...
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ।
ଯାଜପୁର,୦୪.୦୧(ପିପିଟି): ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଜିଲ୍ଲାପାଳ ପି.…
Read More...
Read More...
ସିରିଡ଼ି ସାଇ ମନ୍ଦିରରୁ ବଡ଼ ଧରଣର ଚୋରୀ ।
ଭଞ୍ଜନଗର, ୪/୧(ପିପିଟି):ଭଞ୍ଜନଗର ସହରର ବାଇପାସ ରୋଡ଼ରେ ଥିବା ପ୍ରସିଦ୍ଧ ସିରିଡ଼ି ସାଇ ମନ୍ଦିରରୁ ବଡ ଧରଣର ଚୋରୀ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ୩ଜଣ ପୁରୁଷ ମନ୍ଦିର ପଛ ଗେଟର ତାଲା…
Read More...
Read More...
ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାର ଦୁଇଟି ସ୍ଥାନରେ ଧାନମଣ୍ଡି ଉଦ୍ଘାଟିତ ।
ବେଲଗୁଣ୍ଠା,୦୪/୦୧(ପିପିଟି) : ଆଜି ବେଲଗୁଣ୍ଠା ବ୍ଲକ୍ ର ଦୁଇଟି ସ୍ଥାନରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ୱାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପ୍ରଥମେ ବେଲଗୁଣ୍ଠା ସେବା ସମବାୟ ସମିତି ଆନୁକୂଲ୍ୟରେ ଧାନ ମଣ୍ଡିକୁ…
Read More...
Read More...
ମୃତାହତଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।
ଯାଜପୁର,୦୪/୦୧(ପିପିଟି): ଯାଜପୁର ଜିଲ୍ଲାର ପାଣିକୋଇଲିରେ ଥିବା ସୁନା ଦୋକନାରେ ଲୁଟ ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟଣା । ମୃତାହତଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ହସ୍ପିଟାଲକୁ ଯାଇ ମୃତ ବିଦ୍ୟୁତ…
Read More...
Read More...
ଅଷ୍ଟମ ଚାନ୍ଦଳୀ ପାହାଡ଼ ମହୋତ୍ସବର ୨ୟ ସନ୍ଧ୍ୟା;ଅକୃର ଗମନ ଓ ଦେବର୍ଷି ନାରଦଙ୍କ ପରାମର୍ଶରେ ଧନୁଯାତ୍ରା ଆୟୋଜନ ।
ଦେଓଗାଁ,୦୪/୦୧: ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦଳୀ ପାହାଡ଼ରେ ଗୁରୁବାର ଦିନ ଆରମ୍ଭ ହୋଇଥିବା ଅଷ୍ଟମ ଚାନ୍ଦଳୀ ପାହାଡ଼ ମହୋତ୍ସବ ଶୁକ୍ରବାର ଥିଲା ଦ୍ବିତୀୟ ସନ୍ଧ୍ୟା । ୨ୟ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି…
Read More...
Read More...