Browsing Category

ଜିଲ୍ଲା

ଭଙ୍ଗା ଆଜବେଷ୍ଟ ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସା, ନୂଆ କୋଠା ପାଇଁ ଦାବି ।

ବେଗୁନିଆପଡା,୩୦/୦୯(ପିପିଟି):“ସ୍ୱାସ୍ଥ୍ୟ ହିଁ ସମ୍ପଦ”, ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ତାଳସରରେ ଏହାର ଚିତ୍ର…
Read More...

ପଥପ୍ରାନ୍ତ ନାଟକ ଅନୁଷ୍ଠିତ ।

କୋଦଳା ,୩୦/୦୯(ପିପିଟି ):ବୁଧବାର ଦିବା ୧ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ତରଫରୁ ସେବା ପକ୍ଷ ଅଭିଯାନ୨୦୨୬ ନିମନ୍ତେ ଏକ ପଥପ୍ରାନ୍ତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାନୀୟ…
Read More...

ବାହାଡାପଦର ହାଇସ୍କୁଲରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ।

ଭଞ୍ଜନଗର, ୨୯/୦୯(ପିପିଟି ):ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୋଡାଲ ହାଇସ୍କୁଲ ବାହlଡ଼lପଦର ଠାରେ ରୋଟାରୀ କ୍ଲବର ସହଯୋଗୀ ଇନେର ହୁଇଲ କ୍ଳବ, ଭଞ୍ଜନଗର ତରଫରୁ ସଭାପତି ରୂପlରlଣୀ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସ୍ୱାସ୍ଥ୍ୟ ସଚେତନତା…
Read More...

ଭଞ୍ଜନଗର ଅଞ୍ଚଳରେ ପର୍ଯ୍ୟଟନ ବିକାଶ ନେଇ ସମୀକ୍ଷା ବୈଠକ ।

ଭଞ୍ଜନଗର,ତା.୨୯/୦୯(ପିପିଟି):ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ଭଞ୍ଜନଗର ଉପ ଜିଲ୍ଲାପପାଳ…
Read More...

ମାଣିତରା ମା ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ।

ପୋଲସରା ,୨୯/୦୯(ପିପିଟି) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ମା ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପରିଚାଳନା କମିଟିର ସଭାପତି ଜୟଦେବ ରାଉତ ସଂପାଦକ…
Read More...

ଭଞ୍ଜନଗର ରେ ଗର୍ଜିଲା କଂଗ୍ରେସ:  ବିଭିନ୍ନ ଦାବି ନେଇ ସ୍ମାରକପତ୍ର ପ୍ରଦାନ ।

ଭଞ୍ଜନଗର, ୨୯/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଘୁମୁସର ଅଞ୍ଚଳର ପ୍ରଶାସନିକ ମୂଖ୍ୟ ଉପଜିଲ୍ଲାପାଳଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ ସ୍ଥାନୀୟ ଟାଉନ୍ କଂଗ୍ରେସ କମିଟି ସମ୍ପାଦକ ତଥା ଯୁବ ନେତା ବିଷ୍ଣୁ…
Read More...

ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ।

ବ୍ରହ୍ମପୁର,୨୯/୦୯(ପିପିଟି): ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ କରାଯାଉଛି । ବନ୍ୟପ୍ରାଣୀ ସଂରକ୍ଷଣ ପୂର୍ବକ ଜଙ୍ଗଲ ସୁରକ୍ଷା, ବୃଦ୍ଧି ଏବଂ ମଣିଷ ଓ ବନ୍ୟପ୍ରାଣୀଙ୍କ…
Read More...

ମା’ ତାରାତାରିଣୀ ପୀଠରେ ଷୋଡଶ ପୂଜା ନେଇ ଟ୍ରଷ୍ଟ ବୋର୍ଡ ବୈଠକ ।

ଛତ୍ରପୁର,୨୯/୦୯(ପିପିଟି): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର…
Read More...

ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ହିଁ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହେବ : ବବିତା ପାତ୍ର ।

ଛତ୍ରପୁର,୨୯/୦୯(ପିପିଟି): “ଶିଶୁ ହସିଲେ ଦେଶ ହସିବ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ।” ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ,ପୋଷଣ ଓ ସାମଗ୍ରିକ ବିକାଶକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନାରେ ପ୍ରାଥମିକତା ଦେଇ…
Read More...