Browsing Category

ଜିଲ୍ଲା

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ।

ମାଲକାନଗିରି,୨୫/୦୪(ପିପିଟି):ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ…
Read More...

ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ପାଳନ, ମନ୍ତ୍ରୀଙ୍କ ଦ୍ଵାରା ଅନ୍ତୋଦୟ ଗୃହ ବଣ୍ଟନ।

ପୋଲସରା,୨୫/୦୪ (ପିପିଟି): ପୋଲସରା ବ୍ଲକ ପରିସରରେ ଗତକାଲି ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬ ଅତି ଧୁମଧାମରେ ପାଳିତ ହୋଇଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ…
Read More...

ଶିଶୁମାନଙ୍କ ପାଇଁ ଅନଲାଇନ ସୁରକ୍ଷା ସମ୍ପର୍କିତ କର୍ମଶାଳା ଆୟୋଜିତ ।

ଭୁବନେଶ୍ୱର : ୨୪/୦୪(ପିପିଟି):  “ଶିଶୁମାନଙ୍କ ପାଇଁ ଅନଲାଇନ ସୁରକ୍ଷା” ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର…
Read More...

ସୁବର୍ଣ୍ଣପୁରରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ପାଳିତ ।

ସୁବର୍ଣ୍ଣପୁର ,୨୪/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲାର ଟାଉନ ହଲ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ଅବସରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସମାରୋହ ଆୟୋଜିତ ଅନୁଷ୍ଠିତ ହୋଇଯାଇଛି । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ପୁରୀରେ ରଥ ନିର୍ମାଣ ପାଇଁ ଗଲା ୫୫ ଖଣ୍ଡ କାଠ ।

ଭଞ୍ଜନଗର, ୨୪/୦୪(ପିପିଟି):ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ସକାଶେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରୁ ଅନେକ ସମୟରେ ବହୁ ଉପଯୋଗୀ କାଠ ଯୋଗାଇ ଦିଆଯାଉଛି।ଏଥର ମଧ୍ୟ ଅକ୍ଷୟ ତୃତୀୟା…
Read More...

ବେଲଗୁଣ୍ଠାରେ ଗ୍ୟାସ୍ ଯୋଗାଣରେ ଅନିୟମିତତା: ଉପ-ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବଣିକ ସଂଘ ।

ବେଲଗୁଣ୍ଠା,୨୪/୦୪(ପିପିଟି );ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ରନ୍ଧନ ଗ୍ୟାସ୍ ବିତରଣରେ ଦେଖାଦେଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଆଜି ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କୁ…
Read More...

ପଦାର୍ଥ ବିଜ୍ଞାନ ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ୧୫ ଦିବସିୟ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ସମାପ୍ତ।

ପୋଲସରା ,୨୪/୦୪(ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ଚତୁର୍ଥ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ୧୫ ଦିବସିୟ ଇଣ୍ଟର୍ନସିପ୍ ପ୍ରୋଗ୍ରାମ ଭାମଶ୍ୟାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ…
Read More...

ବେଲଗୁଣ୍ଠାରେ ସରକାରୀ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୨୪/୦୪(ପିପିଟି ):ବେଲଗୁଣ୍ଠା ବ୍ଳକ୍ ନିକଟସ୍ଥ ନୋଡାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ…
Read More...

ନିଖୋଜ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ସକାଳୁ ନଦୀରୁ ଠାବ  ।

ଭଞ୍ଜନଗର, ୨୪/୦୪(ପିପିଟି):ଭଞ୍ଜନଗର ସହର ଦେଇ ଯାଇଥିବା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଭଞ୍ଜନଗର ସହର ରେଡକ୍ରସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ,…
Read More...

ଯାଞ୍ଚ ହେଉନି ଖାଦ୍ୟର ମାନ, କୁମ୍ଭକର୍ଣ୍ଣ ନିଦ୍ରାରେ ଖାଦ୍ୟ ନିରାପତ୍ତା ବିଭାଗ।

ବୋଲଗଡ଼,୨୪/୦୪(ପିପିଟି): ଖୋର୍ଦ୍ଧା ସମେତ ବିଭିନ୍ନ ସ୍ଥାନରେ ଅପମିଶ୍ରିତ ଖାଦ୍ୟର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ଯାହା କି ଖାଦ୍ୟର ମାନ ଯାଞ୍ଚ ନହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନିକ ଉଦାସୀନତା ଚଢାଉର…
Read More...