Browsing Category

ଜିଲ୍ଲା

ବେଲଗୁଣ୍ଠାରେ ନୂତନ ବିଡ଼ିଓଙ୍କ ଦାୟିତ୍ୱ ଗ୍ରହଣ।

ବେଲଗୁଣ୍ଠା, ୧୭/୦୧‍ (ପିପିଟି),ଶୁକ୍ରବାର ଦିନ ବେଲଗୁଣ୍ଠା ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ସିଙ୍ଗାପୁରମ ହରି ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ ଦାୟିତ୍ୱତେ ଥିବା କଳାକୃଷ୍ଣ ପ୍ରଧାନ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି…
Read More...

କୋଦଳା ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ଅନୁଷ୍ଠିତ ।

କୋଦଳା,୧୭/୦୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି।…
Read More...

ପୋଲସରାରେ ‘ବେଟି ବଚାଓ, ବେଟି ପଢାଓ’ ତାଲିମ ଏବଂ ଶପଥ ପାଠ।

ପୋଲସରା,୧୭/୦୧ (ପିପିଟି): ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଦିପିଓ ତିଳୋତ୍ତମା ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 'ବେଟି ବଚାଓ, ବେଟି ପଢାଓ' ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବାଲ୍ୟ ବିବାହ ଭାରତ ମୁକ୍ତ ଯୋଜନା ସଚେତନତା ।

ଭଞ୍ଜନଗର,୧୬/୦୧(ପିପିଟି ):ଭଞ୍ଜନଗର ସିଡ଼ିପିଓ କାର୍ଯ୍ୟାଳୟ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ବାଲ୍ୟ ବିବାହ ଏବଂ ମହିଳା ଓ ଶିଶୁ…
Read More...

ମାଟି ଖୋଳୁଥିବା ବେଳେ ପଥର ପଡି ୨ ଶ୍ରମିକ ମୃତ ।

ମାଲକାନଗିରି, ୧୬/୦୧(ପିପିଟି):ବେଆଇନ ଭାବେ ପଥର ଖାଦାନରୁ ମୋରମ ମାଟି ଖୋଳିବା ସମୟରେ ଉପରେ ଥିବା ପଥର ଅଚାନକ ଗର୍ତ୍ତ ମଧ୍ୟକୁ ଖସି ପଡିବା ଯୋଗୁଁ ୨ ଶ୍ରମିକଙ୍କ ଆଜି ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଥିଲେ ଜଣା ପଡ଼ିଛି।…
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ।

ମାଲକାନଗିରି, ୧୬/୦୧(ପିପିଟି):ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ…
Read More...

ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ୬୯ ତମ ବାର୍ଷିକୋତ୍ସବ।

ପୋଲସରା ,୧୫/୦୧(ପିପିଟି) :ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ୬୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ଅମିୟ ପ୍ରସାଦ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ…
Read More...

୭୭ ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ।

ଛତ୍ରପୁର,୧୫/୦୧(ପିପିଟି):ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେବା ନେଇ ଏକ ବୈଠକ ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ୍ବି.…
Read More...

ଜୁନିଅର ରେଡକ୍ରସ ଶିବିର ଉଦଘାଟିତ ।

ମାଲକାନଗିରି, ୧୫/୦୧(ପିପିଟି):କାଲିମେଲା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ୩ ଦିନିଆ ଜୁନିୟର ରେଡ କ୍ରସ (ଜେଆରସି) ଶିବିର ଅନୁଷ୍ଠିତ ହୋଇଯାଇଛି । ଯାହାର ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ,…
Read More...