Browsing Category

ଜିଲ୍ଲା

ମର୍ଦ୍ଦମେଖ ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ।

ବେଗୁନିଆପଡା,୧୭/୧୧(ପିପିଟି): କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଅଭିଯୋଗ ଶୁଣିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା…
Read More...

କୋଦଳା କଲେଜରେ ଖୋଲିଲା NCC,ଚୟନ ହେଲେ ୧୮ ଛାତ୍ରଛାତ୍ରୀ ।

କୋଦଳା,୧୭/୧୧(ପିପିଟି): ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳାରେ ଆଜି ଖୁସିର ମୁହୂର୍ତ୍ତ, ୧୯୮୪ ରୁ ଏହି ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ NCC ନଥିଲା । କିନ୍ତୁ ପ୍ରଚେଷ୍ଟା ଜାରି…
Read More...

ଜୁନାଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଉତ୍ତେଜିତ ହେଲେ ଅଭିଭାବକ: ପରିଦର୍ଶନ ରେ ଆସିଥିବା ସିଆରସିସିଙ୍କୁ ୪ ଘଣ୍ଟା ଅଟକ…

ବାଲିଗୁଡ଼ା,୧୫/୧୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନ ରେ ରହିଥିବା ଜୁନାଗାଁ ସରକାରୀ ଉ.ପ୍ରା.ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ।

ପୋଲସରା ,୧୫/୧୧(ପିପିଟି): ପୋଲସରା ବ୍ଲକ ପରିସରରେ ଶନିବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ୨୬ଟି ପଞ୍ଚାୟତ ରୁ…
Read More...

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା…

ଯାଜପୁର,୧୫/୧୧(ପିପିଟି): ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଏକ ମାସ ବ୍ୟାପି ଚାଲୁଥିବା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଓ ଅନୁଷ୍ଠିତ ହେବାକୁ ଥିବା ପଦଯାତ୍ରା ଅବସରରେ ଲୋକସଭା…
Read More...

ମାଲକାନଗିରିରେ ଜନ ଜାତୀୟ ଗୌରବ ଦିବସ ପାଳିତ ।

ମାଲକାନଗିରି, ୧୫/୧୧(ପିପିଟି):ଧରତୀ ଆବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମାଲ୍ୟବନ୍ତ ହଷ୍ଟେଲ ପରିସର ଠାରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଉସ୍ତାଳୀରେ ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ।

ବେଗୁନିଆପଡା,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୋଦଳା ଥାନା ଉସ୍ତାଳୀ ଗ୍ରାମ ପୋଖରୀରେ ବୁଡି ଯାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବିଲରୁ କାମ ସାରି ପୋଖରୀକୁ ଗୋଧୋଇବା ପାଇଁ ଯାଉଥିଲେ।…
Read More...

ଯାଜପୁର ବ୍ଲକରେ ପ୍ରଥମ ଥର ଆୟୋଜିତ ହୋଇଛି ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା- ୨୦୨୫ ।

ଯାଜପୁର ୧୫/୧୧(ପିପିଟି): ଆଜି ଯାଜପୁର ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ଏନ. ସି କଲେଜ ଠାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୨୬ଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଓ ଭଉଣୀମାନେ…
Read More...

ଚୋରଙ୍କ ଟାର୍ଗେଟରେ ମନ୍ଦିର; ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ୧୦ଟି ଅଷ୍ଟଧାତୁ ପ୍ରତିମା ।

ଭଞ୍ଜନଗର, ୧୫/୧୧(ପିପିଟି):ପୁରାତନ ମନ୍ଦିର ଗୁଡିକୁ ଟାର୍ଗେଟ କରିଛନ୍ତି ଲୁଟେରା। ନିଛାଟିଆ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ଥିବା ମନ୍ଦିର ଗୁଡିକ ଚୋରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ତାରସିଙ୍ଗି ଥାନା ଅନ୍ତର୍ଗତ କୁଲାଡ଼…
Read More...

ଆଇନଜୀବି କୃଷ୍ଣ ଚରଣ ପୃଷ୍ଟିଙ୍କ ଦ୍ବାଦଶାଃହ ପୁଣ୍ୟ ତିଥି ଦିବସ ପାଳିତ।

ପୋଲସରା ,୧୫/୧୧(ପିପିଟି) : ପୋଲସରା ଅଞ୍ଚଳର ପ୍ରତିଷ୍ଠିତ ବରିଷ୍ଠ ଆଇନଜୀବୀ କୃଷ୍ଣ ଚରଣ ପୃଷ୍ଟିଙ୍କ ଦ୍ବାଦଶାଃ ପୁଣ୍ୟ ତିଥି ଦିବସ ପାଳିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ,କୃଷ୍ଣ ଚରଣ ପୃଷ୍ଟିଙ୍କ ଗତ ୩ ତାରିଖ ପରଲୋକ ଘଟିଥିଲା।…
Read More...