Browsing Category

ଜିଲ୍ଲା

କୋରେଇ ବିଧାୟକଙ୍କ ଦ୍ୱାରା ରଣପୁର ଗ୍ରାମପଂଚାୟତରେ  ୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ।

କୋରେଇ, ୨୮/୦୪ (ପିପିଟି): ଆଜି କୋରେଇ ବ୍ଲକ୍ ଅନ୍ତର୍ଗତ ରଣପୁର ଗ୍ରାମପଂଚାୟତରେ ୪ ଗୋଟି ପ୍ରକଳ୍ପର ଶୁଭ ଭିତିପ୍ରସ୍ତର ସ୍ଥାପନ ଏବଂ ଗୋଟିଏ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ କୋରେଇର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା…
Read More...

ବାଲିଗୁଡାରେ ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ସ୍ଥାନୀୟ ବାସି ହନ୍ତସନ୍ତ  ।

ବାଲିଗୁଡା, ୨୮/୦୪ (ପିପିଟି):ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦିର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର୍ଯ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ…
Read More...

ପୋଲସରାରେ ୮ମ ପୋଷଣ ପକ୍ଷ କାର୍ଯ୍ୟକ୍ରମ।

ପୋଲସରା ,୨୮/୦୪(ପିପିଟି): ପୋଲସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ଶିଶୁର ମସ୍ତିଷ୍କ ବିକାଶ, ଶାରୀରିକ ବିକାଶ ସହିତ ସାମଗ୍ରିକ ସୁସ୍ଥତା ପାଇଁ ପ୍ରକଳ୍ପ ସ୍ତରୀୟ ୮ମ…
Read More...

ପୋଲସରା ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସ୍ଵାଭିମାନ ଦିବସ ପାଳନ।

ପୋଲସରା ,୨୮/୦୪(ପିପିଟି) : ଆଜି ସମଗ୍ର ଓଡ଼ିଶା ଜାତିର ସ୍ଵାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମଜୟନ୍ତୀ ଅବସରରେ ପୋଲସରା ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଇଂ ପ୍ରୀତିରଞ୍ଜନଙ୍କ ଚିଠି ।

ଯାଜପୁର ,୨୭/୦୪(ପିପିଟି): ରାଜ୍ୟ ସହିତ ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ସହିତ ଖଣିଜ ପଦାର୍ଥର ବ୍ୟାପକ ଚୋରି ହେଉଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ…
Read More...

ଧର୍ମଶାଳା ବିଜେପି ପକ୍ଷରୁ ଜନ ଅକ୍ରୋସ ମହିଳା ସମାବେଶ   ।

ଯାଜପୁର ,୨୭/୦୪(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ମହୋତ୍ସବ ପଡିଆରେ ମହିଳା ସଂରକ୍ଷଣ ବିଲ ପାସ ନହେବା ପ୍ରତିବାଦରେ ବିଜେପି ପକ୍ଷରୁ ଏକ ଜନ ଆକ୍ରୋସ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା…
Read More...

ବରୀ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର, ୨୭/୦୪(ପିପିଟି): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ବରୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି  ଜିଲ୍ଲାପାଳ ଅମ୍ବର…
Read More...

କୋଲ୍ଡଡ୍ରିଙ୍କ୍ସ ପରିବର୍ତ୍ତେ ପ୍ରାକୃତିକ ପାନୀୟ ଚାହିଦା ବହୁଳବୃଦ୍ଧି ପାଇଛି। 

ବୋଲଗଡ଼,୨୭/୦୪(ପିପିଟି): ତାତି ବଢିବା ସାଙ୍ଗକୁ ଲୋକମାନଙ୍କର ପାକୃତିକ ପାନୀୟ ଚାହିଦା ବହୁତ ବଢିଯାଇଛି।ତାପମାତ୍ରା ବୃଦ୍ଧି ପାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ସେଥିପାଇଁ ଶରୀରକୁ ଥଣ୍ଡା ରଖିବା ଏବଂ…
Read More...

କଇରାଝୁଲି ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ।

ସୁବର୍ଣ୍ଣପୁର,୨୭/୦୪(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇରାଝୁଳିରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ…
Read More...

ବାଲିଘାଇ ଆକାଶ ଜେନା ହତ୍ୟା ଘଟଣା, ଗ୍ରାମବାସୀଙ୍କ ପକ୍ଷରୁ ଶବ ରଖି ଟାୟାର ଜାଳି ପ୍ରତିବାଦ।

ପୋଲସରା ,୨୭/୦୪(ପିପିଟି): ପୋଲସରା ମୁନିସିପାଲଟିର ୫ ନଂ ୱାର୍ଡ ସ୍ଥିତ ବାଲିଘାଇ ଗ୍ରାମରେ ଗତ ୨୫ ତାରିଖ ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ଏକ ହତ୍ୟାଘଟଣା ଘଟିଥିଲା। ଉକ୍ତ ଗ୍ରାମର ବାସିନ୍ଦା ସନ୍ତୋଷ ଜେନାଙ୍କ ପୁତ୍ର ବଡ…
Read More...