Browsing Category

ଜିଲ୍ଲା

ଜିଲ୍ଲାର ଶିଶୁ ମାନଙ୍କ କରୋନା ଜନିତ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ।

ଛତ୍ରପୁର,ତା.୦୮/୦୬(ପିପିଟି); କରୋନା ସଂକ୍ରମଣ ଠାରୁ ଶିଶୁ ମାନଙ୍କର ସୁରକ୍ଷା କରିବା ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ…
Read More...

୧୦୫ ବଲା ସହ ଟ୍ରାକ୍ଟର ଜବତ,ଆସାମୀ ଫେରାର ।

ମାଲକାନଗିରି,ତା:୦୮/୦୬(ପିପିଟି); ବାଲିମେଳା ବନାଳାଞ୍ଚ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ସାରିଆ ପଲ୍ଲୀ ଗ୍ରାମରୁ ଏକ ବଲା ବୋଝେଇ ଟ୍ରାକ୍ଟର ବନ କର୍ମଚାରୀମାନେ ଜବତ କରିବାରେ ସଫଳ ହୋଇଛନ୍ତି । ତେବେ ଆସାମୀ…
Read More...

କାଦୋଦାର ମଣ୍ଡିରେ ତାଲା ପକାଇବା ଘଟଣା,ପ୍ରଶାସନର ପ୍ରତିଶୃତି ପରେ ମଣ୍ଡିରୁ ତାଲା ଖୋଲିଲେ ଚାଷୀ ।

ଉଲୁଣ୍ଡା,୦୮/୦୬(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ମଣ୍ଡିରେ ଧାନ କିନାରେ ଅବ୍ୟବସ୍ଥାକୁ ନେଇ ଶନିବାର ଅଂଚଳରକେତେକ ଚାଷୀ ତାଲା ପକାଇ ଦେଇଥିଲେ । ଫଳରେ ତିନିଦିନ ହେଲା ଧାନ ବିକ୍ରି ବନ୍ଦ ରହିଥିଲା ।…
Read More...

ମୁନିଗୁଡା ପୋଲିସକୁ ମିଳିଛି ବଡ ସଫଳତା ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜଵତ ସହ ୪ଗିରଫ।

ରାୟଗଡା,୦୮/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଏକ ଘରୁ ୫୫୩ କେଜି ଗଞ୍ଜେଇ ଜବତ କରିଛି। ଚନ୍ଦ୍ରପୁରୁ ବ୍ଲକ ଅଧିନସ୍ଥ ଡାଙ୍ଗସୋରଡା ପଞ୍ଚାୟତର କୁଟୁଡୁକୁପା ଓ ମୁଚିକିଗୁଡା ଛକର ଗୋଟିଏ ଘରେ ଏହି ଗଞ୍ଜେଇ ରଖି…
Read More...

ବୃଦ୍ଧାଶ୍ରମରେ ସମାରୁଙ୍କ ଦେହାନ୍ତ, ସମାଜସେବୀଙ୍କ ଦ୍ବାରା ଶବ ସଂସ୍କାର ।

ମାଲକାନଗିରି ,ତା:୦୮/୦୬(ପିପିଟି);ଆଜି ସକାଳ ୫ ଘଟିକା ସମୟରେ ମାଲକାନଗିରି ସଦର ମହାକୁମା ସ୍ଥିତ ସେତୁ ବୃଦ୍ଧାଶ୍ରମରେ ରହି ଆସୁଥିବା ସମାରୁ କୁମାର ବାଗ, (୬୮)ମୃତ୍ୟୁ ବରଣ କରିଛନ୍ତି । ତାଙ୍କର କେହି ଆତ୍ମୀୟ ସ୍ବଜନ…
Read More...

ଜିଲ୍ଲାପାଳଙ୍କ ଦ୍ବାରା ଟିକା କେନ୍ଦ୍ର ଉଦ୍‌ଘାଟନ,୧୮ ବର୍ଷରୁ ୪୪ ବର୍ଷ ବୟସର ବ୍ଯକ୍ତି ନେଇ ପାରିବେ ଟିକା ।

ମାଲକାନଗିରି,ତା:୦୮/୦୬(ପିପିଟି);ଆଜି ମାଲକାନଗିରି ପୌରାଞ୍ଚଳର ବୁଟିଗୁଡା ସ୍କୁଲ ପ୍ରକୋଷ୍ଠରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା କରୋନା ଟିକା କେନ୍ଦ୍ରକୁ ଉଦ୍‌ଘାଟନ କରାଯାଇଛି । ଏହି କରୋନା ଟିକା ୧୮ ରୁ…
Read More...

କମ୍ରେଡ ଶିବରାମଙ୍କ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା ।

ଆସିକା, ତା ୦୮/୦୬. ସାଲିସବିହୀନ ବିପ୍ଳବୀ କମ୍ୟୁନିଷ୍ଟ ନେତା କମ୍ରେଡ ଶିବରାମଙ୍କ ଆଜି ଆସିକା ଚିନିଶିଳ୍ପ ନୂଆଗାଁ ସ୍ଥିତ ବାସଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମାତା ଦେବକୀ ସାହୁ ଓ ପିତା ଶୁକଦେବ ସାହୁଙ୍କ…
Read More...

ମଥୁରା ଓ ବନ୍ଥପଲ୍ଲୀ ପଞ୍ଚାୟତରେ ବିଧାୟକଙ୍କ ସଚେତନତା କାର୍ଯ୍ୟକ୍ରମ।

ପୋଲସରା,୦୮/୦୬(ପିପିଟି);ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଓ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ପହଞ୍ଚି ଲୋକମାନଙ୍କୁ କରୋନା ର ଭୟାଭୟ ଉପରେ ସଚେତନତା କରାଇବା ସହ ମାସ୍କ ବଣ୍ଟନ…
Read More...

କାର ମୋଟରସାଇକଲ ମୁହାଁମୁହିଁ ଧକ୍କା , ଦୁଇ ଗୁରୁତର ଆହାତ ।

କୋଦଳା,୦୮/୦୬(ପିପିଟି) : ମଙ୍ଗଳବାର ସକାଳୁ ସକାଳୁ କୋଦଳା ଏନ୍ଏସି ଲୁହାଶଙ୍ଖ ବାଲି ଢ଼ାବା ନିକଟରେ ଏକ ମୋଟରସାଇକଲ ସହିତ ଏକ କାର ର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲ ରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୮୯୬।

ଭୁବନେଶ୍ବର ୦୮/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮୫୧। ପଜିଟିଭ ସଂଖ୍ୟା ୮,୨୫,୧୧୦ ଚିହ୍ନଟ ହୋଇଛନ୍ତି ୭,୪୭,୮୦୫ ଜଣ ସୁସ୍ଥ ହୋଇଥିବା ବେଳେ ୭୪,୧୭୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୦୮୦ ଜଣଙ୍କର ମୃତ୍ୟୁ…
Read More...