Browsing Category

ଜିଲ୍ଲା

କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର କର୍ମଚାରୀଙ୍କ ମହାନତା ଯୋଗୁଁ ଶିଶୁର ଜୀବନ ବଞ୍ଚିଗଲା ।

କନ୍ଧମାଳ,୨୧/୦୭(ପିପିଟି): କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକରୁ ଆସିଥିବା ମୋତି ମାଝୀ ନାମକ ୧ବର୍ଷର ଶିଶୁକୁ ଜରୁରୀ  'ଏ' ପଜିଟିଭ ରକ୍ତର ଆବଶ୍ୟକତା ହେଉଥିବା ବେଳେ,…
Read More...

ରାୟଗଡା ବିଜେପି ନଗରମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ।

ରାୟଗଡା,୨୧/୦୭(ପିପିଟି); ରାୟଗଡା ଜିଲ୍ଲା ସଦର ମହକୁମାସ୍ଥିତ ଭେଙ୍କଟେଶ୍ବର କଲ୍ୟାଣ ମଣ୍ଡପଠାରେ ବିଜେପି ନଗର ମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି…
Read More...

ଆଭାସ ବୈଠକ, ଶିଶୁ ଶ୍ରମିକ ପ୍ରଥା ଶତ ପ୍ରତିଶତ ଉଛେଦ ସମ୍ଭବ କିପରି ?

ବୋଲଗଡ଼,୨୧/୦୭(ପିପିଟି): ଅନ୍ୱେଷଣ ଟ୍ରଷ୍ଟ ଆନୁକୂଲ୍ୟରେ ଇତ୍ୟବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ଶୀର୍ଷକ ଥିଲା ''ଶିଶୁ ଶ୍ରମିକପ୍ରଥା ଶତପ୍ରତିଶତ ଉଛେଦ ସମ୍ଭବ କିପରି'' ? ଏଥିରେ ରିସୋର୍ସ…
Read More...

ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ।

ବାଲିଗୁଡା,୨୦/୦୭(ପିପିଟି): ସମଗ୍ର କନ୍ଧମାଳ ଜିଲ୍ଲାରେ ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏହାର ପ୍ରତିକାର ଦାବିରେ ରାଜ୍ୟ ବିଜେପିର ଆହ୍ୱାନରେ ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ…
Read More...

ସ୍ୱାମୀ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚାରା ରୋପଣ ।

ବେଲଗୁଣ୍ଠା,୨୦/୦୭(ପିପିଟି), ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା କେନ୍ଦ୍ରର ୧୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ…
Read More...

ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ।

କୋଦଳା,୨୦/୦୭(ପିପିଟି); ମଙ୍ଗଳବାର ଅପରାହ୍ନ ରେ ବଜ୍ରଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ପ୍ରକାରେ ମଙ୍ଗଳବାର ଅପରାହ୍ନ ରେ ବେଗୁନିଆପଡା ବ୍ଲକ ବଡଖଇରିଖମା ପଞ୍ଚାୟତ ଗୁଞ୍ଜବାଳା ଗ୍ରାମର…
Read More...

ଜନତା ଦଳର ପୂର୍ବତନ ସଭାପତି ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନରେ ଶୋକସଭା ।

ବାଲିଗୁଡା,୨୦/୦୭(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଜନତା ଦଳର ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ସ୍ବର୍ଗତଃ ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନ ଅବସରରେ ଏକ ଶୋକସଭା ବାଲିଗୁଡା ନୂଆସାହି ସ୍ଥିତ ବାସଭବନରେ ଅନୁଷ୍ଠିତ…
Read More...

ପିପିଟି ନ୍ୟୁଜ୍ ର ଖବର ପ୍ରସାରଣ ପରେ ମରାମତି ହେଲା ନଳକୂପ।

ବୋଲଗଡ଼,୨୦/୦୭(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ପଞ୍ଚାୟତ ର ଜରିପଡା ଗ୍ରାମର ପ୍ରଧାନ ସାହିରେ ଥିବା ନଳକୂପଟି ରୁ ବହୁ ମାତ୍ରାରେ ଜଙ୍କ ମିଶ୍ରିତ ପାଣିବାହାରୁ ଥିଲା। ପ୍ରାୟ ଦଶରୁ ବାରଟି ପରିବାର ଏହି…
Read More...

ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପଞ୍ଜୀକରଣ ଆରମ୍ଭ ।

ଶେରଗଡ଼,୨୦/୦୭(ପିପିଟି); ସରକାରଙ୍କ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ଉତ୍ପାଦିତ ହେବାକୁ ଥିବା ଖରିଫ ଧାନ ଚାଷୀଙ୍କ ଠାରୁ କିଣିବାକୁ ଆଜି ଠାରୁ ଶେରଗଡ ବ୍ଳକରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ଚାଷୀମାନଙ୍କୁ ସଚେତନ କରିବା…
Read More...