Browsing Category

ଜିଲ୍ଲା

ବଡ଼ କୋଦଣ୍ଡା ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କଲେ ମନ୍ତ୍ରୀ ।

ଭଞ୍ଜନଗର,୨୩/୦୭(ପିପିଟି); ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗ୍ରାମରେ ଶୁକ୍ରବାର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର ଭୂମି ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର…
Read More...

ବଳଭଦ୍ର ଆରୁଖ କୃଷକ ବଜାର ଉଦଘାଟିତ;ଗୋଟିଏ ଜାଗାରେ ମିଳିବ ସମସ୍ତ ସୁବିଧା ।

ଭଞ୍ଜନଗର,୨୩/୦୭(ପିପିଟି); ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ତରଫରୁ ୫ଏକର ଜାଗାରେ ପ୍ରାୟ ୧୦କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବଳଭଦ୍ର କୃଷକ ବଜାର ଶୁକ୍ରବାର ଉଦଘାଟିତ ହୋଇଯାଇଛି।ଏଥିରେ ଉଦ୍‌ଘାଟକ ଭାବେ ଖାଦ୍ୟ…
Read More...

ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସିର ଯୁବ ଓ ଛାତ୍ର ବିଜେଡ଼ି ଡ଼ିଜିଟାଲ ସେକ୍ରେଟେରୀ ମନୋନୀତ ।

ବେଲଗୁଣ୍ଠା,୨୩/୦୭(ପିପିଟି); ଛାତ୍ର ବିଜୁଜନତା ଦଳ ଡ଼ିଜିଟାଲ ସେକ୍ରେଟେରୀ ପଦବୀ ନିମନ୍ତେ ବେଲଗୁଣ୍ଠା ସହର ପାଇଁ ଯୁବ ସଂଗଠକ ଶିବ ପ୍ରସାଦ ମହାପାତ୍ର (ମଣ୍ଟୁ) ଓ ବ୍ଳକ୍ ପାଇଁ ଯୁବ ସଂଗଠକ ବିଭୁପାଦ ଜେନା (ଲିଟୂ )ଙ୍କୁ…
Read More...

ନୋଡାଲ ବାଳିକା ବିଦ୍ୟାଳୟ ପରିସରରେ ୭୨ତମ ବନମହୋତ୍ସବ ପାଳିତ ।

କୋଦଳା,୨୩/୦୭(ପିପିଟି) : ଗଞ୍ଜାମ ଜିଲ୍ଲା କୋଦଳା ନୋଡାଲ ବାଳିକା ବିଦ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ଓ ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ତତ୍ୱାବଧାନରେ…
Read More...

ଦଣ୍ଡିଶ୍ୱର ଛକରେ ସମ୍ପୂର୍ଣ ମଦ ବନ୍ଦ ପାଇଁ ଅଣ୍ଟାଭିଡ଼ିଲେ ସ୍ଥାନୀୟ ମହିଳା ।

କୋଦଳା,୨୩/୦୭(ପିପିଟି); ଅଞ୍ଚଳର ଆରାଧ୍ୟ୍ୟ ଦେବତା ବାବା ଦଣ୍ଡିଶ୍ୱର ମନ୍ଦିର ଦର୍ଶନ ପାଇଁ ପ୍ରତ୍ୟକ ଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସୁଥିବା ବେଳେ ମନ୍ଦିର ମୁଖଶାଳା ରେ ହିଁ ମଦ ବ୍ୟବସାୟ ସହିତ ଅସାମାଜିକ ବ୍ୟକ୍ତିଙ୍କ…
Read More...

ଗାଁ ରେ ପହଞ୍ଚି ପାରୁନି ଯୋଜନା, ହୋଇ ପାରୁନି ଉନ୍ନୟନ ମୂଳକ କାର୍ଯ୍ୟ ।

ଶେରଗଡ,୨୩/୦୭(ପିପିଟି);କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳ ମାଳ ଉନ୍ନତି ମୂଳକ ଯୋଜନା କରିଥିଲେ।ମଧ୍ୟ ଦୀପ ତଳ ଅନ୍ଧାର ଭଳି ଏଠି ପହଞ୍ଚି ପାରୁନି ଯୋଜନା ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ…
Read More...

ଶ୍ରମିକ,କୃଷକ ଓ କ୍ଷେତ ମଜଦୁର ମାନଙ୍କର ଜିଲ୍ଲା ସ୍ତରୀୟ ମିଳିତ କନଭେନସନ।

ବୋଲଗଡ଼,୨୩/୦୭(ପିପିଟି):ସିଆଇଟିୟୁ,ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ଇୟୁନିଅନ ତରଫରୁ ୨୫ ଜୁଲାଇରୁ ୯ଅଗଷ୍ଟ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଦେଶ ବଞ୍ଚାଅ ଅଭିଯାନ ଉପଲକ୍ଷେ ଆଜି ଏକ ଜିଲ୍ଲା ସ୍ତରୀୟ ମିଳିତ କନଭେନସନ ରଘୁ ଦିବାକର…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଆବାସ ଯୋଜନାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ

ଶେରଗଡ ,୨୩/୦୭(ପିପିଟି);ଶେରଗଡ଼ ଗରିବଙ୍କୁ ପକ୍କା ଘର ଯୋଗେଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର,ବିଭିନ୍ନ ଆବାସ ଯୋଜନା କାର୍ଯ୍ୟ କରୁଥିଲେ ମଧ୍ୟ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ …
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୯୧୭ ।

ଭୁବନେଶ୍ବର ୨୩/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୧୭ । ପଜିଟିଭ ସଂଖ୍ୟା ୯,୬୩,୮୫୧ ଚିହ୍ନଟ ହୋଇଛନ୍ତି ୯,୩୯,୧୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୯,୨୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୩୭୭ ଜଣଙ୍କର ମୃତ୍ୟୁ…
Read More...

ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ ।

ବାଲିଗୁଡା,୨୨/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍‌.ରାଜେଶ ପାତ୍ର ଓ ମା’…
Read More...