Browsing Category

ଅପରାଧ

୯୫୦କେଜି ଅରଗୁଣା ଛାଲି ଓ ଭ୍ୟାନ ଜବତ: ୩ଗିରଫ ।

ଭଞ୍ଜନଗର, ୧୮/୦୨(ପିପିଟି) : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ବାଇବାଲି ଠାରୁ ନିଧିଆ ପଲି ପୂର୍ତ୍ତ ବିଭାଗ ରାସ୍ତାର ବିଣା ଗାଁ ଠାରେ ଏକ ପିକ୍ଅପ ଭ୍ୟାନରେ ଆରଗୁଣା ଛାଲି ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ…
Read More...

ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ: ଜଣେ ଗିରଫ ।

ଭଞ୍ଜନଗର, ୧୮/୦୨(ପିପିଟି) : ଭଞ୍ଜନଗର ଥାନା ଅଧୀନ ନନ୍ଦିନୀପଲ୍ଲୀ ଗ୍ରାମରେ ଚୋରା ମଦ କାରବାର ହେଉଥିବା ଖବର ପାଇ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପକ୍ଷରୁ ଗତକାଲି ଅତର୍କିତ ଚଢଉ…
Read More...

ଦେଶି ବିଦେଶୀ ମଦ ଜବତ; ଜଣେ କୋର୍ଟଚାଲାଣ ।

ବେଲଗୁଣ୍ଠା, ୧୭/୦୨(ପିପିଟି) : ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମର ସନାତନ ପ୍ରଧାନ କେନ୍ଦୁପଦର କଲେଜ୍ ନିକଟସ୍ଥ ପାଣି ଟାଙ୍କି ନିକଟରେ ମଦ ବିକୁଥିବା ନେଇ ଗାଙ୍ଗପୁର ପୋଲିସ୍ କୁ ଖବର ମିଳିଥିଲା । ଖବର ପାଇ ଆଜି…
Read More...

ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ

ଭଞ୍ଜନଗର, ୧୫/୦୨(ପିପିଟି):ଆଜି ତାରସିଂ ପୋଲିସ୍ ପକ୍ଷରୁ ଚଢ଼ାଉ କରି କୁଡୁତେଇ ପଞ୍ଚାୟତ ସୁତୁମୁସର ଗ୍ରାମର ନାରାୟଣ ଦଳେଇ ଠାରୁ ଛୋଟ ବଡ଼ ବିଭିନ୍ନ ପ୍ରକାର ୧୦ଟି ଜାର୍କିନ୍ ରେ ଥିବା ୩୧୫ଲିଟର ଦେଶୀ ମଦ, ୭ଟି ବୋତଲ ବିଭିନ୍ନ…
Read More...

ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ୨ଗିରଫ ।

ଭଞ୍ଜନଗର, ୧୪/୦୨(ପିପିଟି):ଗତ ୧୩ତାରିଖରେ ବଦାଙ୍ଗୀ ଗ୍ରାମର ବିଶ୍ୱନାଥ ବେହେରାଙ୍କ ପତ୍ନୀ ମାଳତୀ ବେହେରା (୫୦) ତାରସିଂ ଥାନାରେ ଏକ ଅଭିଯୋଗ କରିଥିଲେ।ସେଥିରେ ସେ ଉଲ୍ଲେଖ କରିଥିବା ବିଷୟ ହେଲା ପୈତୃକ ସମ୍ପତ୍ତିକୁ ନେଇ…
Read More...

ଭଞ୍ଜନଗର ପୋଲିସ ପେଟ୍ରୋଲିଂ ବେଳେ ଧରିଲା ଗଞ୍ଜେଇ ।

ଭଞ୍ଜନଗର, ୧୪/୦୧(ପିପିଟି):ଗତକାଲି ମଧ୍ୟରାତ୍ରୀରେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି,ଏଏସଆଇ ରୁଦ୍ର ପ୍ରସାଦ କହ୍ନର ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ମୁଜାଗଡ଼ ପାଖରେ ପେଟ୍ରୋଲିଂ ଏବଂ ଗାଡି ଚେକିଂ କରୁଥିବାବେଳେ…
Read More...

ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ।

ଦିଗପହଣ୍ଡି , ୨୮/୧୧(ପିପିଟି):ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୋହିଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରି ଜଣଙ୍କ ମୃତ…
Read More...

ତିନି ରାଉଣ୍ଡ ଫାଙ୍କା ଗୁଳିଚାଳନା;ଝାମ୍ପି ନେଇଗଲେ ୮ ଲକ୍ଷ ୩୦ ହଜାର ଟଙ୍କା ।

ବାଣପୁର,୧୯/୧୧: ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଛି ବାଣପୁର । ଗୋଟିଏ ମାସ ମଧ୍ୟରେ ସାତୋଟି ଘର ତାଲାଭାଙ୍ଗି ଚୋରି ସମେତ ଦୁଇ ଦୁଇଟି ବନ୍ଧୁକ ମୁନରେ ଲୁଟ ପୁଲିସର ନିଦ ହଜାଇ ଦେଇଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଜନ ସାଧାରଣ ।…
Read More...

ବାଘଛାଲ ଜବତ୍,୩ ଅଟକ ଓ ଜଣେ ଫେରାର।

ବାଙ୍ଗିରିପୋଷି,୧୮/୧୧: ବାଙ୍ଗିରିପୋଷି ରେଞ୍ଜ ବାଲିଖୋଣି ଗ୍ରାମରେ କଲରାପତରିଆ ବାଘ ଚମଡ଼ା ଜବତ ସହ ୩ ଅଟକ ଓ ଅନ୍ୟ ଜଣେ ଫେରାର। ବାଘଛାଲ ବିକ୍ରି ନେଇ ବିଶ୍ଵସ୍ତ ସୁତ୍ରରୁ ବନ ବିଭାଗ ଖବର ପାଇଥିଲା , ବାରିପଦା ବନଖଣ୍ଡ…
Read More...

ସାମାନ୍ଯ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ବାମୀ ।

ବାଙ୍ଗିରିପୋଷି,୧୪/୧୧:ସାମାନ୍ୟ ଟଙ୍କା ପାଇଁ ସ୍ତ୍ରୀ କୁ ମାରିଲା ସ୍ବାମୀ। କୁରାଢି ରେ ନିର୍ଘାତ ପିଟିବାରୁ ଘଟଣା ସ୍ଥଳରେ ମୃତ୍ୟୁ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଞ୍ଚାୟତର…
Read More...