Browsing Category

ଅପରାଧ

୨୫୬ କେଜି ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ ।

କବିସୂର୍ଯ୍ଯ ନଗର,୦୫/୧୦(ପିପିଟି); କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ବୁଢାମ୍ବ ଠାରେ ରବିବାର ଦିନ ଗାଡି ଯାଞ୍ଚ ସମୟରେ ଏକ ଆମ୍ବୁଲାନ୍ସର ଗତିବିଧି ସନ୍ଦେହ ସୃଷ୍ଟି ହେବାରୁ ଆଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଭର୍ତ୍ତି
Read More...

ଗଞ୍ଜେଇ ସହ ସ୍କୂଟି ଜବତ, ଜଣେ ଗିରଫ ।

ରାଇରଙ୍ଗପୁର- ୦୨/୧୦(ପିପିଟି); କରୋନା ମହାମାରୀ ସମୟରେ ନିଶା ବେପାରୀଙ୍କ କଚେପୁଅ ବାର ।ସମସ୍ତଙ୍କ ଅର୍ଥନୀତି ଭୁଷୁଡି ଯାଇଥିବାବେଳେ ଚୋରା ନିଶା କାରବାରରେ ଲିପ୍ତ ଥିବା ଲୋକଙ୍କ ଅର୍ଥନୀତି ଦଶଗୁଣା ବୃଦ୍ଧି ପାଇଛି
Read More...

ଧଳା ଜହର ଜବତ, ଜଣେ ଗିରଫ ।

ପଟ୍ଟାମୁଣ୍ଡାଇ୦୨/୧୦(ପିପିଟି); ଅଳି ଥାନା ଅନ୍ତର୍ଗତ ପାତ୍ରପୁର ନିକଟରୁ ଗତ କାଲି ବିଳମ୍ବିତ ରାତିରେ ଏକ ସନ୍ଦିଗ୍ଧ ସ୍କୁଟି ଚାଳକକୁ ଅଟକାଇ ୦୨ ଗ୍ରାମଧଳା ଜହର ଜବତ କରିଛି ଅଳି ଥାନା ପୋଲିସ । ସ୍କୁଟି ଚାଳକ ଯୁବକ
Read More...

୨୪ କିଲୋ ଗଞ୍ଜେଇ ଜବତ,ଦୁଇ ଜଣ ଗିରଫ ।

ମାଲକାନଗିରି,ତା:୨୧/୦୯(ପିପିଟି); ଆଜି ବାଲିମେଳା ଅବକାରୀ କର୍ମଚାରୀଙ୍କ ଦ୍ବାରା ୨୪ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଦୁଇ ଜଣ ଆସାମୀଙ୍କୁ ଗିରଫ କରାଯାଛି । ପ୍ରାପ୍ତ ସୂଚନା ଅନୁସାରେ ୨ଟି ମୋଟର ସାଇକେଲ
Read More...

ବୋହୂଙ୍କୁ ଦୁଷ୍କର୍ମ ଘଟଣାରେ ଶ୍ବଶୁର ଗିରଫ ।

ଦିଗପହଣ୍ଡି,୨୦/୦୯(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ବୋହୂଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ଅଭିଯୁକ୍ତ ଶ୍ବଶୁରଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ମାମଲା ନଂ.୨୦୪/୨୦ ଅନୁଯାୟୀ ଜାମିନ
Read More...

ଗଞ୍ଜେଇ ସହିତ ଟ୍ରକ ଜବତ, ଡ୍ରାଇଭର ଗିରଫ ।

ଫୁଲବାଣୀ,୧୯/୦୯(ପିପିଟି); କନ୍ଧମାଳରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଞ୍ଜେଇ ସହ ଟ୍ରକକୁ ଜବତ କରିଛି ଫୁଲବାଣୀ ଅବକାରୀ ବିଭାଗ । ବିହାରରୁ ଏକ ଟ୍ରକ ଜିଲ୍ଲାକୁ ସିମେଣ୍ଟ ଆଣି ଅନଲୋଡ଼। ପରେ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ନେଇ
Read More...

ଚୋରା ଦେଶୀ ଓ ବିଦେଶୀ ମଦ ଜବତ,ଦୁଇ ଜଣ ଗିରଫ ।

କବିସୂର୍ଯ୍ଯ ନଗର,୧୮/୦୯(ପିପିଟି); କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ସୁନାରିଝୋଳା ପଞ୍ଚାୟତର ବେଲଶ୍ବର ଗ୍ରାମରେ ପୁଲିସ ଚଢାଉ କରି ଦେଶୀ ମଦ ୯୦ ଲିଟର ଓ ବିଦେଶୀ ମଦ ୫୦.୩ ଲିଟର ଜବତ କରାଯାଇଛି । ଥାନା କେଶ ନମ୍ବର ୨୫୩/୨୦
Read More...

୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ ।

ମୋହନା,୧୮/୦୯(ପିପିଟି);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍ ଗଞ୍ଜେଇ ଚାଲଣ ରୋକିବାକୁ ସ୍ପେଶାଲ ଡ୍ରାଇଭ ରେ ଆଜି ମୋହନା ପୁଲିସ ର ଆଉ ଏକ ସଫଳତା । ବୁଧବାର ରାତି ପ୍ରାୟ ୧୧ ଟା ସମୟରେ ଆଇଆଇସି
Read More...

୧୬୧୮ କେଜି ଗଞ୍ଜେଇ ଜବତ,ଡ୍ରାଇଭର ଗିରଫ ।

ରାୟଗଡା,୧୬/୦୯(ପିପିଟି); ଶନିବାର ଦିନ ଆନ୍ଧ୍ରପ୍ରଦେଶରୁ ବିହାର ଅଭିମୁଖେ ଯାଉଥିବା ଏକ ଟ୍ଯାଙ୍କର(ଏନଏଲ ୦୩ଏ ୫୬୯୫)କୁ ରାୟଗଡା ଲାଡା ନିକଟରେ ଆରଟିଓ ପକ୍ଷରୁ ଯାଞ୍ଚ ସମୟରେ ଗାଡିର କାଗଜପତ୍ର ନଥିବାରୁ ଅଟକ ରଖିଥିଲେ ।
Read More...

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର ।

ଭଞ୍ଜନଗର,୧୩/୦୯(ପିପିଟି); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସପଦର ଛକରେ ଗତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତା କାରଣରୁ ରାତି ୯ଟା ସମୟରେ ୨ଜଣ ଦୁର୍ବୃତ୍ତ ଘର ପଛ ପଟୁ ଆସି ଛାତ ଉପରେ
Read More...