Browsing Category

ଅପରାଧ

ସରକାରୀ ଅର୍ଥ ହଡ଼ପ ଅଭିଯୋଗ : ଭୂତପୂର୍ବ ମାର୍କଫେଡ ଆଞ୍ଚଳିକ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ ।

କନ୍ଧମାଳ,୩୧/୧୦(ପିପିଟି): ସରକାରୀ ଅର୍ଥ ହଡପ ଅଭିଯୋଗରେ ବୌଦ୍ଧ ଜିଲ୍ଲାର ତତ୍କାଳୀନ ମାର୍କଫେଡ ଏରିଆ ମ୍ୟାନେଜର ଭୂବନ ମୋହନ ଦାଶଙ୍କୁ ଫୁଲବାଣୀ ଭିଜିଲାନ୍ସ ଅଦାଲତ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥସହ…
Read More...

ଗଞ୍ଜେଇ ଚୋରା ଚାଲାଣ; ଜଣେ ଗିରଫ ।

ଭଞ୍ଜନଗର, ୨୦/୧୦(ପିପିଟି) : ଭଞ୍ଜନଗର ଥାନା ବାଗଦେବୀ ରୋଡ ଠାରେ ବାଇକରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର ରଞ୍ଜିତ…
Read More...

ଚୋରୀ ମୋବାଇଲ ବିକ୍ରି ଅଭିଯୋଗ ରେ ଜଣେ ଗିରଫ; ମୋବାଇଲ, ବନ୍ଧୁକ ଜବତ ।

ଭଞ୍ଜନଗର, ୧୪/୧୦(ପିପିଟି): ଚୋରୀ ମୋବାଇଲ ବିକ୍ରି କରିବା ଅଭିଯୋଗରେ ଆଜି ଭଞ୍ଜନଗର ପୁଲିସ୍ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ପ୍ରକାଶ କରିଛନ୍ତି। ଥାନା ଅଧୀନ ଜାମପଲ୍ଳୀ…
Read More...

ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ ।

ବାଲିଗୁଡା,୦୨୵୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଏକ ଅଭାବନୀୟ ଘଟଣାକ୍ରମରେ ପୁଅ ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଇଛି । ସୂଚନା ଅନୁସାରେ…
Read More...

ବହୁ ଲୋକଙ୍କ ନାମରେ ଫେକ୍ ଆଇଡ଼ି ଖୋଲି ଠକେଇ; ୨ଟିମୋବାଇଲ, ଗୋଟିଏ ଲାପଟପ ଜବତ ।

ଭଞ୍ଜନଗର, ୨୯/୦୯(ପିପିଟି):ନକଲି ଆଡି ଖୋଲି ସୋସିଆଲ୍ ମିଡିଆରେ ଅପ୍ରଚାର କରିବା ସହ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ୍ ଆଜି କଟକ ଜିଲ୍ଲା ନେମାଳ ଥାନା ଇଲାକାର  ପିକା ଭୂୟାଁ(୫୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା…
Read More...

ତୁଳସୀବିହାର-ରାଳବ ରାସ୍ତାରେ ନକଲି ଗୁଟ୍‌ଖା ଜବତ,୩ ଜଣ ଗିରଫ ।

୨୯/୦୯/୨୦୨୩ -:- ତୁଳସୀ ବିହାର-ରାଳବ ରାସ୍ତାରେ ଏକ ଘରେ ଚାଲିଥିବା ନକଲି ନକଲି ଗୁଟ୍‌ଖା କାରଖାନାରେ ପୁଲିସ ଚଢଉ କରିଛି। ଏଥିରୁ ୧୦ ଲକ୍ଷ ଟଙ୍କାର ନକଲି ଗୁଟ୍‌ଖା ଓ ଗୁଟ୍‌ଖା ତିଆରି ସାମଗ୍ରୀ ପୁଲିସ ଜବତ କରିଛି। ସେହିପରି…
Read More...

ଦୁର୍ଦାନ୍ତ ଅପରାଧୀ ସୁନୀଲ ନାହାକ ଙ୍କୁ ନିର୍ମମ ହତ୍ୟା; ପୋଲିସକୁ ସଫଳତା ଦୁଇ ଗିରଫ ।

କୋଦଳା,୨୯/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବର ଗାଁ ଗ୍ରାମର ସୁନୀଲ ନାହାକକୁ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ କାହିଁକି ହତ୍ୟା କରାଗଲା କାରଣ…
Read More...

ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟଣା,ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ ।

ବ୍ରହ୍ମପୁର, ୨୯/୦୯(ପିପିଟି):ସ୍ଥାନୀୟ ଆନନ୍ଦ ନଗର ଛକରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳର ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର…
Read More...

ଡ଼କାୟତ ଯୋଜନା ପଣ୍ଡ କଲେ ବେଲଗୁଣ୍ଠା ପୋଲିସ: ୪ ଗିରଫ ।

ବେଲଗୁଣ୍ଠା-୨୫/୯-ବେଲଗୁଣ୍ଠା ପୋଲିସକୁ ମିଳିଛି ବଡ ସଫଳତା ।ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରି ୪ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ କରିଛି । ପୋଲିସ ସୁତ୍ରରୁ ମିଳିଥିବା…
Read More...

ମହୁଲପଲ୍ଲୀ ସ୍ମଶାନ ନିକଟରୁ ଏକ ନର କଙ୍କାଳ ଜବତ କଲା ହିଞ୍ଜିଳି ପୋଲିସ ।

ହିଞ୍ଜିଳିକାଟୁ ,୨୪/୦୯ (ପିପିଟି) ହିଞ୍ଜିଳିକାଟୁ ଥାନା ଅଧୀନ ମହୁଲପଲ୍ଲୀ ଗ୍ରାମ ସ୍ମଶାନ ନିକଟ ପଡିଆରୁ ଜଣେ ଯୁବକଙ୍କ ନର କଙ୍କାଳ ହିଞ୍ଜିଳି ପୋଲିସ ଉଦ୍ଧାର କରିବା ସହ ଜବତ କରିଛି । ପୋଲିସ ସୂଚନା ପ୍ରକାରେ ଯୁବକ ଜଣଙ୍କ…
Read More...