ସାମାଜିକ ବାସନ୍ଦ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା ।

ମାଲକାନଗିରି,୩୦/୦୬(ପିପିଟି): ମାନବବାଦୀ ହେତୁବାଦୀ ସଂଗଠନର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଟାଉନହଲ୍ ଠାରେ ସାମାଜିକ ବାସନ୍ଦ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ସଂଗଠନର କର୍ମକର୍ତ୍ତା ଲକ୍ଷ୍ମଣ…
Read More...

ମହିଳା ଗ୍ରୁପ ଗୁଡିକ ତରଫରୁ ବାଦିଲ ଓ ଆଡ଼ିପଡା ରେ ବାଲ୍ୟବିବାହ ପ୍ରତିରୋଧ ପାଇଁ ସଚେତନ ଶିବିର।

ଭାପୁରୁ,୩୦/୦୬(ପିପିଟି):ଆକ୍ସନ ଏଡ଼ ଇଣ୍ଡିଆ ତରଫରୁ ଭାପୁର ବ୍ଲକ ରାକମା ଗ୍ରାମ ପଞ୍ଚାୟତର ବାଦିଲ ଓ ଆଡ଼ିପଡା ଦୁଇଟି ଗ୍ରାମରେ ପୃଥକ ପୃଥକ ଭାବେ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ସଚେତନ ଶିବିର ମାନ ଅନୁଷ୍ଠିତ ହୋଇ ଯାଇଛି।…
Read More...

କାଳିମେଘି ଠାରେ ଲଗାତାର ତୃତୀୟ ବାର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ।

କୋଦଳା,୩୦/୦୬(ପିପିଟି) :ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ତୃତୀୟ ଥର ପାଇଁ ସ୍ଥାନୀୟ ସରପଞ୍ଚ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷ୍ୟୁ ଚିକିତ୍ସାଳୟର ମିଳିତ ଉଦ୍ୟମ ରେ…
Read More...

ସୋରାଦେବୀ ମନ୍ଦିର ନିକଟରୁ ଗଞ୍ଜେଇ ସହ ଜଣେ ଗିରଫ ।

ଭଞ୍ଜନଗର,୩୦/୦୬(ପିପିଟି): ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରୁ ବୁଧବାର ସକାଳେ ଜଣେ ଯୁବକ କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗିରଫ କରିଛି। ଏସ.ଆଇ ମୋହନ କହଁର ଅନ୍ୟ ପୋଲିସ କର୍ମଚାରୀ ସହ ପେଟ୍ରୋଲିଂ କରୁଥିବା…
Read More...

ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା ।

ବ୍ରହ୍ମପୁର,୩୦/୦୬(ପିପିଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ହଡ଼ପ କରୁଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ ହେଣ୍ଡରେ ଧରିଲା ତୁରୁବୁଡି ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କୁ…
Read More...

ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ।

ବାଲିଗୁଡା,୩୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ପାରମ୍ପରିକ କଳା ଓ ସଂସ୍କୃତି ସଂଘ ଓ ରାଧେ ଗୋବିନ୍ଦ ମଠ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ…
Read More...

ଯୋଗୀମାରି ନଦୀରୁ ବାଲି ଚୋରା ଚାଲାଣ ବନ୍ଦ କରିବାକୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ।

ଭଞ୍ଜନଗର,୩୦/୦୬(ପିପିଟି) : ଭଞ୍ଜନଗର ତହସିଲ ଅନ୍ତର୍ଗତ ବାହାଡ଼ାପଦର ରାଜସ୍ୱ ସର୍କଲର ଯୋଗୀମାରି ଗ୍ରାମର ଲୋହରାଖଣ୍ଡି ନଦୀ ପଠା ରୁ ବେଆଇନ ଭାବେ ଆଜକୁ ଦୀର୍ଘ ୪ମାସ ହେବ କିଛି ବାଲି ଦଲାଲ ରାଜନୈତିକ ହସ୍ତକ୍ଷେପ କରି ଜେସିବି…
Read More...

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ବାଚସ୍ପତି ।

ଭଞ୍ଜନଗର,୩୦/୦୬(ପିପିଟି): ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୁରୁବାର ଭଞ୍ଜନଗର ସହରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ପ୍ରଥମେ କବିସମ୍ରାଟ…
Read More...

ଡହ ଠାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ।

ଭଞ୍ଜନଗର,୨୯/୦୬(ପିପିଟି): ଭଞ୍ଜନଗର ଆମ ପୋଲିସ ସମିତି ତରଫରୁ ବୁଧବାର ଡହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି…
Read More...

ଉପଜିଲ୍ଲାପାଳଙ୍କ ମେଡ଼ିକାଲ ପରିଦର୍ଶନ ।

ଭଞ୍ଜନଗର,୨୯/୦୬(ପିପିଟି): ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ବୁଧବାର ସକାଳ ସମୟରେ ଅଚାନକ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି।ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥିଙ୍କ ସହ ଡାକ୍ତରଖାନାରେ…
Read More...