ହିତାଧିକାରୀଙ୍କୁ ଆବାସ ଯୋଜନାରେ ପଟ୍ଟା ଓ ବିଭିନ୍ନ ଭତ୍ତା ବଣ୍ଟନ ।

ଭଞ୍ଜନଗର,୦୫/୦୭(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଆବାସ ଯୋଜନା ଅନ୍ତର୍ଗତ ଘର ପଟ୍ଟା ଓ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ…
Read More...

ବିଦ୍ୟୁତ ଆଘାତରେ ଅର୍ଦ୍ଧ ଦଗ୍ଧ ମାଙ୍କଡ଼ର ସଫଳ ଚିକିତ୍ସା ।

ମାଲକାନଗିରି,୦୫/୦୭(ପିପିଟି): ଆଜି ଦିନ ପ୍ରାୟ ଦଶ ଘଟିକା ସମୟରେ ଓଡିଶା ଜଳ ବିଦ୍ୟୁତ ନିଗମର ବିଦ୍ୟୁତ ସମ୍ପ୍ରସାରଣ ୟୁନିଟ ଠାରେ ଏକ ମାଙ୍କଡ଼ ବିଦ୍ୟୁତ ଆଘାତ ରେ ପଡି ଯାଇଥିଲା । ଏହା ଦେଖି ନିଗମର କର୍ମଚାରୀ ତାକୁ ପ୍ରାଣୀ…
Read More...

ଅର୍ଧେନ୍ଦୁ ଦାସଙ୍କୁ ଅନ୍ୟାୟ ଗିରଫଦାରୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ : ଉପ ଜ଼ିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ।

ବାଲିଗୁଡା,୦୪/୦୭(ପିପିଟି): ସତ୍ୟ ନିର୍ଭିକ ନିରପେକ୍ଷ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ରାଜ୍ୟ ସରକାର ଇଓଡବ୍ଲୁ ଲଗାଇ ଆକ୍ରୋଶ ମୂଳକ ଭାବେ କଣ୍ଠରୋଧ କରିବା…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୦୪/୦୭ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୧୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ମହାନ ବିପ୍ଲବୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ୭୮ତମ ଜନ୍ମ ଜୟନ୍ତୀ ପାଳିତ।

ରଣପୁର,୦୩/୦୭(ପିପିଟି):ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ସ୍ମୃତି କମିଟି ତରଫରୁ ଆଜି ରଣପୁର ମାଟିର ଯୋଗ୍ୟ ସନ୍ତାନ,ମହାନ ବିପ୍ଲବୀ, ଜନମାନସର ଦରଦୀ ବନ୍ଧୁ ,ବିପ୍ଲବୀ କବି ତଥା ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସାଥୀ ପୂର୍ଣ୍ଣ…
Read More...

ବାଇକ୍ ଦୁର୍ଘଟଣା, ୧ ମୃତ ୧ ଆହତ ।

ପୋଲସରା,୦୩/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି । ମୃତକ ଜଣକ କବିସୂର୍ଯ୍ୟନଗର ଥାନା…
Read More...

ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ କନ୍ଧମାଳର ବିଭିନ୍ନ ଦଣ୍ଡନାଟ ଦଳର କୃତିତ୍ୱ ।

ବାଲିଗୁଡା,୦୩/୦୭(ପିପିଟି): ଗଞ୍ଜାମ ଜ଼ିଲ୍ଲା ବରିଷ୍ଠ କଳାକାର ସଂଘ ର ତୃତୀୟ ବାର୍ଷିକ ଉତ୍ସଵରେ ଆୟୋଜିତ ରାଜ୍ୟ ସ୍ତରୀୟ ଦଣ୍ଡନାଟ ସମ୍ମିଳନୀ ରେ କନ୍ଧମାଳ ଦଣ୍ଡନାଟ କୃତିତ୍ୱ ହାସଲ କରିପାରିଛି । ବାଲିଗୁଡା ବ୍ଲକ ବାରଖମାର…
Read More...

ଟ୍ରକ ଧକ୍କାରେ ଯୁବକ ଗୁରୁତର ।

ଭଞ୍ଜନଗର,୦୩/୦୭(ପିପିଟି) : ତାରସିଂ ଥାନା ଅଧୀନ ତିଳିସିଙ୍ଗି ବ୍ରିଜ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ନୂଆ ଲେମ୍ଭେଇ ଗ୍ରାମର ଚିତ୍ତ ରଞ୍ଜନ ତ୍ରିପାଠୀ (୩୫) । ସେ ଉକ୍ତ ରାସ୍ତା ଦେଇ…
Read More...

ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ :୨୦ ହଜାର ବିଭିନ୍ନ କିଷମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ ।

କନ୍ଧମାଳ,୦୩/୦୭(ପିପିଟି): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ସାହାଣୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟ…
Read More...

ପୋଲିସ ହାବିଲଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

କନ୍ଧମାଳ,୦୩/୦୭(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ପୋଲିସ ହାବିଲଦାର କେଶବ ଚନ୍ଦ୍ର ନାଏକଙ୍କୁ ଥାନା ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ନାୟକଙ୍କ ନିଜ ଘର ଅନୁଗୁଳ…
Read More...