ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୬୧ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୯/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

ବେଆଇନ ବାଲି ଟ୍ରାକ୍ଟର ଧରି ମାଡ଼ ଖାଇଲେ ଅମିନ,ଥାନାରେ ଏତଲା ଦେଲା ରାଜସ୍ବ ବିଭାଗ ।

କୋଦଳା,୨୮/୦୬(ପିପିଟି): ରାଜସ୍ବ ବିଭାଗ ଏକ ବେଆଇନ ବାଲିବୋଝାଇ ଟ୍ରାକ୍ଟର ଅଟକାଇବାକୁ ନେଇ ବେଗୁନିଆପଡା ଫାଣ୍ଡିରେ ଗାଡ଼ିମାଲିକଙ୍କ ନାମରେ ମାମଲା ଦାୟର ହୋଇଥିବା ଜଣାପଡ଼ିଛି ।ଫାଣ୍ଡିରେ ଏତଲା ପ୍ରକାରେ ଆଜି ଅପରାହ୍ନ ୫ ଘଣ୍ଟ…
Read More...

ଖଲିକୋଟ ଓ ବେଗୁନିଆପଡା ସିଡିପିଓଙ୍କ ପ୍ରଚେଷ୍ଟାରେ ବନ୍ଦ ହେଲା ବାଲ୍ୟ ବିବାହ ।

କୋଦଳା,୨୮/୦୬(ପିପିଟି): ଆଜି ଏକ ନାବାଳିକା ମହିଳାଙ୍କ ବିବାହ କାର୍ଯ୍ୟକୁ ବନ୍ଦ କରି ନିଜ ଘରକୁ ଫେରାଇ ଆଣିବାରେ ସଫଳତା ହାସଲ କରିଛନ୍ତି ବେଗୁନିଆପଡା ଓ ଖଲିକୋଟ ବ୍ଲକ ବାଲ୍ୟ ବିବାହ ନିରୋଧ ଅଧିକାରିଣି । ସୂଚନା ପ୍ରକାରେ…
Read More...

ସାମାଜିକ ବାସନ୍ଦ ବିରୁଦ୍ଧରେ ସଚେତନତା ସୃଷ୍ଟି ପାଇଁ ବୈଠକ ଅନୁଷ୍ଠିତ।

ପୋଲସରା,୨୮/୦୬(ପିପିଟି): ଗଞ୍ଜାମ ଜିଲ୍ଲା ବିଶେଷ କରି ପୋଲସରା ଅଞ୍ଚଳରେ ନିର୍ଦ୍ଦିଷ୍ଟ କେତେକ ଜାତି ସଂଗଠନ ପକ୍ଷରୁ ସାମାଜିକ ବାସନ୍ଦ କରା ଯାଉଥିବା ରୁ ଏହା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ପୋଲସରା ଥାନା…
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ।

ଭଞ୍ଜନଗର,୨୮/୦୬(ପିପିଟି): ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ବୁଦୁଲି ଛକ ନିକଟରେ ମଙ୍ଗଳବାର ସକାଳ ସମୟରେ ଅଜଣା ଗାଡି ଧକ୍କାରେ ମୁଜାଗଡ଼ ଗ୍ରାମର ନିଶାକର ଗୌଡ଼ (୪୭)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ଭଞ୍ଜନଗର ଥାନାରେ କେସ ନଂ…
Read More...

ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ।

ଭୁବନେଶ୍ବର,୨୮/୦୬(ପିପିଟି): ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ବିଭିନ୍ନ ପ୍ରଚାର, ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ହୋଇଯାଇ ଥିଲା ।…
Read More...

ଆମ ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ; ୪୬୨ ୟୁନିଟ ରକ୍ତ ସଂଗୃହିତ ।

ସାନଖେମୁଣ୍ଡି,୨୮/୦୬(ପିପିଟି): ରକ୍ତ ଅଭାବରୁ କେହି ବି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ ଓ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତ ଅଭାବ ପୂରଣ ପାଇଁ ସମସ୍ତେ ଯତ୍ନବାନ ହେବା ନେଇ ଆଜି ପାଟପୁର ଥାନା ଆମପୋଲିସ ସମିତି ପକ୍ଷରୁ…
Read More...

ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ।

ଭଞ୍ଜନଗର,୨୭/୦୬(ପିପିଟି): ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ଠାରେ ମଙ୍ଗଳବାର ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ତିନି ଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା…
Read More...

ରଜ୍ଯରେ ଗତ ୨୪ ଘଣ୍ଟା ମଧ୍ଯରେ ୧୧୩ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୨୮/୦୬: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟ ରୁ ୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
Read More...

କନ୍ଧମାଳରେ ପଶିଲା ଧଳା ଜହର : ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ ।

କନ୍ଧମାଳ,୨୭/୦୬(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନସୁଗାର ପଶିବା ଆରମ୍ଭ ହୋଇ ଯାଇଛି । ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲାରେ ଜଣକୁ ଗିରଫ କରି କୋର୍ଟ…
Read More...