ଓଡ଼ିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ମାଲକାନଗିରି, ୨୧/୦୩(ପିପିଟି) : ଓଡିଶା ଦିବସ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ସ୍ୱର୍ଣିମ ସ୍ୱାକ୍ଷର ବହନ କରେ। ଏଥି ସହିତ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଭାବାବେଗ ଏହି ଦିବସ ସହ ଗଭୀର ଭାବେ ଜଡ଼ିତ। ଚଳିତ ବର୍ଷ ଏହି…
Read More...

ତିନିଦିନ ରେ ଅନଶନ, ଭେଟିଲେ ବିଧାୟକ ଏବଂ ତହସିଲଦାର, ବିଗିଡ଼ିଲା ଅନଶନକାରୀ ଙ୍କ ସ୍ୱାସ୍ଥ୍ୟବସ୍ଥା ।

ରାଜସୁନାଖଳା ,୨୧/୦୩(ପିପିଟି) ତିନିଦିନ ରେ ଏନ ଏ ସି ଦାବିରେ ଅନଶନ। ଅନଶନକାରୀ ସମାଜ ସେବୀ ଆର୍ତତ୍ରାଣ ପ୍ରଧାନ ଙ୍କୁ ଭେଟିଲେ ରଣପୁର ବିଧାୟକ ଏବଂ ତହସିଲଦାର l ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା କୁ ବିଜ୍ଞାପିତ…
Read More...

ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା।

ଭୁବନେଶ୍ୱର,୨୧/୦୩(ପିପିଟି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ଆଜି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର…
Read More...

ଯୁବ ଗୋଷ୍ଠୀ ପାଳିଲେ ପଖାଳ ଦିବସ ।

ମାଲକାନଗିରି ,୨୦/୦୩(ପିପିଟି) : କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି- ୭୯ ଠାରେ କିଛି ଯୁବଗୋଷ୍ଠୀ ପାଳିଲେ ପଖାଳ ଦିବସ।ମାଲକାନଗିରି ଜିଲ୍ଲା ରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରିତ ହୋଇ…
Read More...

ଭଞ୍ଜନଗର ରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ।

ଭଞ୍ଜନଗର, ୨୦/୦୩(ପିପିଟି) : ଆସନ୍ତା ସାଧାରଣ ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ବିଜେଡି ପକ୍ଷରୁ ରଣନୀତି ଆରମ୍ଭ ହୋଇଛି। ଆଜି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ଓଡ଼ିଶା କାଜୁ…
Read More...

ଚୋରି ମାମଲା ରେ ୪ ସମେତ ୨ ନାବାଳକ ଗିରଫ ।

ମାଲକାନଗିରି,୧୯/୦୩(ପିପିଟି) :ଆଜି ମାଲକାନଗିରି ପୋଲିସ ଚୋରୀ କେସରେ ଚାରି ଜଣ ସମେତ ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି । ଗିରଫ ଆସାମୀଙ୍କ ଠାରୁ କିଛି ସାମଗ୍ରୀ ଓ ଟଙ୍କା ଜବତ କରିବାରେ ସଫଳ ହୋଇଛି। ମାଲକାନଗିରି ଥାନା କେସ…
Read More...

ସୁରେନ୍ଦ୍ର ନାଥ ହେଲେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର କାର୍ଯ୍ୟ ନିର୍ବାହୀ ସଂସ୍ଥା କମିଟି ସଦସ୍ୟ ।

ହିଞ୍ଜିଳିକାଟୁ ୧୯/୦୩(ପିପିଟି ): ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସରେ କିଛି ନୂଆ ମୁହଁ ଦେଖିବାକୁ ମିଳିଛି । ପ୍ରଦେଶ କିଷାନ କଂଗ୍ରେସକୁ ଏବଂ ଆଞ୍ଚଳିକ କୃଷି କର୍ମଣ୍ୟ ବ୍ୟକ୍ତି ଓ ସଦସ୍ୟଙ୍କୁ କ୍ରିୟା ଶିଳ କରାଇବା ପାଇଁ…
Read More...

ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ।

ରାଜସୁନାଖଳା,୧୯/୦୩(ପିପିଟି) ରାଜସୁନାଖଳା କୁ ଏନ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ ଜାରି l ସ୍ଥାନୀୟ ଯୁବସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ମଙ୍ଗଳବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାନୀୟ…
Read More...

ଆର ପାରିରେ ପିତୃଭକ୍ତ ଦେବହରି ।

ବେଲଗୁଣ୍ଠା,୧୯/୦୩(ପିପିଟି) : ଆଉ ନାହାନ୍ତି ପ୍ରତାପୁର ଗ୍ରାମର ଦେବହରି ଗୁରୁଜୀ । ନିଜ ଘରେ 78 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଯିଏକି ଏକଧାରରରେ ଜଣେ ଶିକ୍ଷକ, ଉତ୍ତମଚାଷୀ, ଓ ପିତୃଭକ୍ତ ଭାବରେ ଅଞ୍ଚଳରେ…
Read More...

କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ।ପିଇବାଳଳ ପାଣି ପାଇଁ ପୋଖରୀ ଭରଷା।

ବେଲଗୁଣ୍ଠା, ୧୯/୦୩(ପିପିଟି):ତାତି ଯେତିକି ବଢୁଛି ଜଳକଷ୍ଟ ସେତିକି ବଢୁଛି। ପାଣି ଟାଙ୍କି ଥାଇବି ପାଣି ଆସୁନି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବାଧ୍ୟ ହୋଇ ଗାଁ ପୋଖରୀର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର…
Read More...