ଦିଗପହଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର;୬୬ଟି ବ୍ୟକ୍ତିଗତ, ୪୮ଟି ସାମୂହିକ ଅଭିଯୋଗର ଶୁଣାଣୀ ।

ଦିଗପହଣ୍ଡି,୩୧/୦୮(ପିପିଟି): ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ସରବଣା…
Read More...

ବିଶୁଦ୍ଧ ପାନୀୟ ଜଳ ପାଇଁ ମୁଖ୍ୟ ରାସ୍ତା ଅବରୋଧ ।

କଲ୍ୟାଣ ସିଂହପୁର ,୩୧/୦୮:  ରାୟଗଡା ଜିଲା କଲ୍ୟାଣ ସିଂହପୁର ବ୍ଲକର ନାରାୟଣପୁର ପଞ୍ଚାୟତର ଶୀତାପୁର  ଗାଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ମୁଖ୍ୟ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ୧୫ ଟି ଘର କୁ…
Read More...

ଅବସରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।

ପୋଲସରା,୩୧/୦୮(ପିପିଟି ):ପୋଲସରା ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ(ପିଷ୍ଟା) ଫକ୍ଷରୁ ଗତ ଜୁଲାଇ ମାସ ୩୧ ତାରିଖ ଦିନ ଏହି ବ୍ଲକର ମଧୁପଲ୍ଲୀ ଗ୍ରାମ ପଞ୍ଚାୟତ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜିଲୁଣ୍ଡାରୁ…
Read More...

ଇତିହାସ ବିଭାଗ ଯୁକ୍ତ-୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ।

ପୋଲସରା,୩୧/୦୮(ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଇତିହାସ ବିଭାଗ ଫକ୍ଷରୁ ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧ୍ୟାପିକା ଏନସିସି ଲେଫ୍ଟନାଣ୍ଟ ବିନତା କୁମାରୀ…
Read More...

ପାର୍କ ପରିସରରେ ସ୍ଵାୟତ ଶାସନ ଦିବସ ପାଳିତ।

ଭୁବନେଶ୍ୱର,୩୧/୦୮(ପିପିଟି):ଆଜି ସୋମବାର ସକାଳ ୭ ଘଟିକା ସମୟରେ "ଶ୍ରୀ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ" ଆନୂକୁଲ୍ଯରେ ସ୍ଵାୟତ ଶାସନ ଦିବସ ଭୀମେଶ୍ଵର ମନ୍ଦିର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି କମଳାକ୍ଷୀ…
Read More...

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ…

ଭୁବନେଶ୍ୱର, ୩୦/୦୮(ପିପିଟି):ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଉଷା ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲାର କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ପରିଦର୍ଶନ କରି ଭିତ୍ତିଭୂମି ବିକାଶର…
Read More...

କେଲୁଅନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର , ଗତକାଲି ପାଣିରେ ବୁଡ଼ିଯାଇ ନିଖୋଜ ଥିଲେ ।

ଯାଜପୁର,୩୦/୦୮(ପିପିଟି ): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ବାସୁଦେବପୁର ଗ୍ରାମସ୍ଥିତ କେଲୁଅ ନଦୀର ସନିଘାଟ ନିକଟରୁ ପୁଲିସ ଆଜି ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଜେନାପୁର ଥାନା ଜେନାପୁର…
Read More...