ଭଦ୍ରକ ରାଜନୀତିରେ ବଡ଼ ବିସ୍ଫୋରଣ: ବିଜେଡିରୁ ନିଲମ୍ବିତ ମଣ୍ଡଳ ଦମ୍ପତି ।

ଦୋବଲ,୦୬/୦୪: ଭଦ୍ରକ ଜିଲ୍ଲାର ରାଜନୀତିକ ମଞ୍ଚରେ ଆଜି ଏକ ବଡ଼ ପରିବର୍ତ୍ତନର ସୃଷ୍ଟି ହୋଇଛି। ବିଜୁ ଜନତା ଦଳ  ତରଫରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ, ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଧାମନଗରର…
Read More...

ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର ,୦୬/୦୪(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଅମ୍ବର କୁମାର…
Read More...

ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ।

ଯାଜପୁର,୦୬/୦୪(ପିପିଟି ):ଓଡ଼ିଶା ଦିବସ ଠାରୁ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି 'ଓଡ଼ିଆ ପକ୍ଷ' କୁ ଆଧାର କରି ଷଷ୍ଠ ଦିବସ ତଥା…
Read More...

ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହେଲେ ନୀଳ ମାଧବ ।

ଭଞ୍ଜନଗର, ୦୬/୦୪(ପିପିଟି ):ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ପାଇଁ ଖୁସି ଖବର ଭେଟି ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ  ଭାବେ ଭଞ୍ଜନଗର ନିବାସୀ ବିଜେପି ଘୁମୁସର…
Read More...

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ।

ଭୁବନେଶ୍ୱର,୦୬/୦୪(ପିପିଟି ):ଆଜି ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ନବମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ…
Read More...

କଳମ୍ବ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି।

ପୋଲସରା,୦୬/୦୪ (ପିପିଟି):ପୋଲସରା ବ୍ଲକର କଳମ୍ବ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ…
Read More...

ବିଜେପିର ୪୭ ତମ ପ୍ରତିଷ୍ଠା ଦିବସରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ।

ପୋଲସରା ,୦୬/୦୪(ପିପିଟି): ଆଜି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତାପାର୍ଟିର ୪୭ ତମ ସ୍ଥାପନା ଦିବସ ସମଗ୍ର ଦେଶରେ ଦଳ ପକ୍ଷରୁ ପାଳନ କରାଯାଉଥିବା ବେଳେ ରାଜ୍ୟର ଘୁମୁସର ଜିଲ୍ଲା ପୋଲସରା ନିର୍ବାଚନମଣ୍ଡଳୀର…
Read More...

ସତୀଗୁଡ଼ାରେ ଦୂର ହେଲା ପାନୀୟ ଜଳ ସମସ୍ୟା ।

ମାଲକାନଗିରି,୦୬/୦୪(ପିପିଟି):ଜନସାଧାରଣଙ୍କ ସମସ୍ୟା ପ୍ରତି ପ୍ରଶାସନର ସମ୍ବେଦନଶୀଳତା ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି। ସତୀଗୁଡ଼ା ଅଞ୍ଚଳରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲାପାଳ…
Read More...

ବୋମା ବିସ୍ଫୋରଣରେ ୨ ନାବାଳକ ଆହତ ।

କୋଦଳା ,୦୬/୦୪(ପିପିଟି):ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଜାପଲ୍ଲୀ ଠାରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ନରେ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି। ଉଭୟ ନାବାଳକକୁଂ କୋଦଳା ଗୋଷ୍ଠୀ…
Read More...

ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ ।

କୋଦଳା,୦୬/୦୪(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମର୍ଦ୍ଦକୋଟ ପଞ୍ଚାୟତ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବେଗୁନିଆପଡ଼ା ବ୍ଲକ ଏବିଡିଓ ନିରଞ୍ଜନ ବେହେରା,…
Read More...