ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଆୟୋଜନ ପ୍ରଶିକ୍ଷଣ ନେବେ ଇତିହାସର ୧୨୦ ଜଣ ପିଜିଟି।

ଭୁବନେଶ୍ୱର, ୦୭/୦୯(ପିପିଟି):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି…
Read More...

୧୫ରେ ସଂପୁର ନୂଆଖାଇ ମହୋତ୍ସବ ପାଇଁ ଦାଇତ୍ଵ ବଣ୍ଟନ।

ବୋଲଗଡ଼ ୦୭/୦୯(ପିପିଟି): ପଶ୍ଚିମ ଓଡ଼ିଶାର ଗଣପର୍ବକୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମରେ ଦୁଇଶତାବ୍ଦୀ ଧରି ପାଳିତ ହୋଇଆସୁଅଛି I ଏବେ ବିଗତ କିଛିବର୍ଷ - ଧରି ଏହି ପର୍ବକୁ ମହୋତ୍ସବ ମଧ୍ୟମରେ ଖୁବ…
Read More...

ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ ।

ନୂଆଦିଲ୍ଲୀ/ଭୁବନେଶ୍ୱର,୦୭/୦୯(ପିପିଟି):ଆଜି ନୂଆଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ସ୍ତରରେ କାପାସିଟି ବିଲ୍‌ଡିଂ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ଯେ ଆମେ ବଜେଟ୍‌ ପ୍ରସ୍ତୁତିଠାରୁ ଆରମ୍ଭ କରି…
Read More...

ଅଙ୍କୁର: ସହଯୋଗୀ ଶାସନ ବ୍ୟବସ୍ଥାର ଏକ ପ୍ରଭାବୀ ପଦକ୍ଷେପ ।

ଭୁବନେଶ୍ୱର, ୦୭/୦୯(ପିପିଟି): ଓଡ଼ିଶା ସରକାର 'ଅଟଳ ନେଟୱାର୍କ ଫର ନଲେଜ, ଅର୍ବାନାଇଜେସନ ଆଣ୍ଡ ରିଫର୍ମ' (ଅଙ୍କୁର) ମାଧ୍ୟମରେ ପୌର ସଂସ୍ଥା କୁ ଆହୁରି ଅଧିକ ସୁଦୃଢ଼ କରୁଛନ୍ତି । ଏହା ଏପରି ଏକ ସହଯୋଗୀ ବ୍ୟବସ୍ଥା, ଯାହା…
Read More...

ସିଲେରୁ ନଦୀ କୂଳରୁ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ।

​ମାଲକାନଗିରି:୦୭/୦୯(ପିପିଟି):ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀ କୂଳରୁ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ​ମିଳିଥିବା…
Read More...

ଚାକିରି ଦେବା ନାଁରେ ୮.୫ ଲକ୍ଷ ଠକେଇ ଅଭିଯୋଗ ।

ମାଲକାନଗିରି ,୦୭/୦୯(ପିପିଟି):କଳିଙ୍ଗନଗରସ୍ଥିତ ଟାଟା ଗ୍ରୁପ୍‌ର ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ୮ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରାଯାଇଥିବା ନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ଏନେଇ ବାଲିମେଳା…
Read More...

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ ।

ବାଲିଗୁଡ଼ା,୦୭/୦୯ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡା ଥାନା ଅଞ୍ଚଳରେ ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ କରିବା…
Read More...

ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ।

ପୋଲସରା ,୦୭/୦୯(ପିପିଟି): ବୁଧବାର ଦିନ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ +୩ କଳା ଏଵଂ ବିଜ୍ଞାନ ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏ ନେଇ ପୋଲସରା ବିଜ୍ଞାନ…
Read More...

ବ୍ଲକ୍ ପ୍ରାଥମିକ ଶିକ୍ଷକ ମହାସଂଘର ଗୁରୁ-ସମ୍ବର୍ଦ୍ଧନା ଉତ୍ସବ।

ପୋଲସରା,୦୭/୦୯ (ପିପିଟି): ପୋଲସରା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା ଉତ୍ସବ (ଗୁରୁଦିବସ) ବହୁ ଉତ୍ସାହ ଏବଂ ଉଦ୍ଧୀପନା ମଧ୍ୟରେ ପାଳିତ ହୋଇଯାଇଛି। ସ୍ଥାନୀୟ ଏକ୍ସ - ବୋର୍ଡ ପ୍ରାଥମିକ ବାଳକ ଓ…
Read More...

ମୁକୁଳା ପୋଖରୀ ନେଲା ନିଷ୍ପାପ ଜୀବନ ।

କୋଦଳା ,୦୭/୦୯(ପିପିଟି ):ମୃତ୍ୟୁ ଏମିତି ବି ଆସେ ,ନିଷ୍ପାପ ଜୀବନ ବୟସ ମାତ୍ର ପାଞ୍ଚ ବର୍ଷ, ଜୀବନର ପ୍ରଥମ ସୋପାନରେ ଥାଇ କିଛି ବୁଝିବା ଆଗରୁ ଚାଲିଗଲା ନିରୀହ ଜୀବନ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋଦଳା ଥାନା…
Read More...