ଧାନଫସଲ କ୍ଷୟକ୍ଷତିର ସହାୟତା ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ।

ପୋଲସରା,୩୧/୧୦ (ପିପିଟି): ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପୋଲସରା ଅଞ୍ଚଳର ୨୬ ଗୋଟି ପଂଚାୟତର ୧୩୬ ଗୋଟି ରାଜସ୍ବ ଗ୍ରାମରେ ପ୍ରାୟ ୯ ହଜାର ହେକ୍ଟର ଚାଷ ଜମିରେ ଧାନଫସଲ…
Read More...

‘ଅର୍ଣ୍ଣବ’ ଜନିତ ବନ୍ୟା ଓ ରିଲିଫ୍ ପରିଚାଳନା ପାଇଁ ଗଞ୍ଜାମରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିୟୋଜିତ ହେଲେ ୧୦…

ଭୁବନେଶ୍ୱର,୩୧/୧୦(ପିପିଟି): ‘ଅର୍ଣ୍ଣବ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ ଜଣ ସହକାରୀ କମିଶନର, ନିର୍ବାହୀ…
Read More...

ବୁରୁଖାଟ-ଗଞ୍ଜାମ ସୀମା ରାସ୍ତାରୁ ହଟିଲା ପାହାଡ଼ ଅଳିଆ; ଗାଡ଼ି ଚଳାଚଳ ସ୍ୱାଭାବିକ ।

ବ୍ରହ୍ମପୁର,୩୧/୧୦(ପିପିଟି): ବୁରୁଖାଟରୁ ଗଞ୍ଜାମ ସୀମାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଜମି ରହିଥିବା ପାହାଡ଼ିଆ ମାଟି ଓ ପଥର ଅଳିଆକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଛି । ଏହା ଫଳରେ ଏହି ରାସ୍ତାରେ…
Read More...

ବଡ଼ବଡୁଆଙ୍କୁ ଡାକିବାକୁ କାଉଁରିଆ କାଠିର ଅଭାବ,ହଜି ଯାଉଛି ନଳିତା ଚାଷ, ନିରବ କୃଷି ବିଭାଗ।

ବୋଲଗଡ଼, ୩୧/୧୦ (ପିପିଟି):ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି। ଓଡ଼ିଆ ପରମ୍ପରା ଅନୁସାରେ ଏହି ଦିନ ଗାଁ ଗଣ୍ଡାରେ ପିଠା ପଣା କରି ଘର ଆଗରେ ବଡ଼ବଡୁଆଙ୍କୁ ଡାକିଥାନ୍ତି "ବଡ଼ ବଡୁଆ ହୋ, ଅନ୍ଧାରରେ ଆସ, ଆଲୋକରେ…
Read More...

ଆତ୍ମସଚେତନତା ଦୁର୍ନୀତି ଦୂର କରିବ ।

ବ୍ରହ୍ମପୁର,୩୧/୧୦(ପିପିଟି): ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ କାର୍ଯ୍ୟାଳୟ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ କରାଯାଇଛି । ଏଥିନିମନ୍ତେ ମହାନଗର ନିଗମ ସମ୍ମିଳନୀ କକ୍ଷରେ ଏକ ଆଲୋଚନାଚକ୍ର…
Read More...

ଘନ କୁହୁଡ଼ିର ଧଳା ଚାଦର ତଳେ ଲୁଚିଲା ସ୍ମାର୍ଟ ସିଟି; ଶୀତର ପ୍ରଥମ ଆଭାସ ।

ଭୁବନେଶ୍ୱର, ୩୧/୧୦(ପିପିଟି) : ବର୍ଷାର ବିଦାୟ ପରେ ଧୀରେ ଧୀରେ ଅନୁଭୂତ ହେଲା ଶୀତର ପ୍ରଭାବ। ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଘନ କୁହୁଡ଼ିର ଏକ ଧଳା ଆସ୍ତରଣରେ ଆଚ୍ଛାଦିତ ହୋଇପଡ଼ିଥିଲା। ଚଳିତ ଋତୁର ପ୍ରଥମ ଘନ…
Read More...

ବାପା: ସନ୍ତାନର ସ୍ୱପ୍ନର ଶିଳ୍ପୀ ଓ ଜୀବନର ଅଦୃଶ୍ୟ ଶକ୍ତି ।

ଡଃ ସତ୍ୟଜିତ ନାୟକ, ଆଇପିଏସ୍, ଆଇଜିପି, ମଧ୍ୟାଞ୍ଚଳ, କଟକ ମଣିଷ ଜୀବନରେ କେତେକ ସମ୍ପର୍କ ଅମୂଲ୍ୟ, ଯାହାର ଗଭୀରତାକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। ସେହି ମହାନ ସମ୍ପର୍କ ମଧ୍ୟରେ ବାପାଙ୍କ ସ୍ଥାନ ସ୍ୱତନ୍ତ୍ର ଓ…
Read More...

କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ; ଶପଥ ନେଲେ ଡ. ସତ୍ୟଜିତ ନାୟକ ।

କଟକ,୩୧/୧୦(ପିପିଟି) : କଟକସ୍ଥିତ କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ ଅବସରରେ ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ଦେଶର…
Read More...

ଅର୍ଣ୍ଣବରେ ସାହସ ଦେଲେ ଭଞ୍ଜନଗର ବିଧାୟକ ।

ଭଞ୍ଜନଗର, ୩୦/୧୦(ପିପିଟି):ବାତ୍ୟା ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷତିପୂରଣ ସକାଶେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିଜେ…
Read More...