ଅଟ୍ରିର ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନା ନେଇ ରାଜ୍ୟପାଳଙ୍କୁ ଜଣାଇଲେ ଆଇଜିପି ଡ଼. ସତ୍ୟଜିତ ନାୟକ ।

ଖୋର୍ଦ୍ଧା,୦୪/୧୦(ପିପିଟି ): ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ରାଜ୍ୟପାଳଙ୍କୁ ଅତ୍ରିର ପ୍ରାକୃତିକ ବିଶେଷତା, ଐତିହାସିକ ପରମ୍ପରା, ଧାର୍ମିକ ଆସ୍ଥା ଓ ପର୍ଯ୍ୟଟନ ସମ୍ଭାବନା ସମ୍ପର୍କରେ ଅବଗତ କରାଇଛନ୍ତି ଡ଼. ସତ୍ୟଜିତ ନାୟକ,…
Read More...

ସାତନଳ ସାଇପ୍ରଭା ଗୁରୁକୁଳରେ ବିଜ୍ଞାନ ମେଳା ଅନୁଷ୍ଠିତ ।

ବେଗୁନିଆପଡ଼ା ,୦୩/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ସାତନଳ ସ୍ଥିତ ସାଇପ୍ରଭା ଗୁରୁକୁଳ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଏକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଏହି ବିଦ୍ୟାଳୟର ୫୦ ଜଣ…
Read More...

ଭୋଟର ତାଲିକାରେ ନାମ ସାମିଲ ପାଇଁ ୨୦୦୨ ମସିହା ତଥ୍ୟ ବାଧ୍ୟତାମୂଳକ ନୁହେଁ ।

ମାଲକାନଗିରି,୦୩/୧୦(ପିପିଟି): ମାଲକାନଗିରି ଜିଲ୍ଲାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ପୋଲସରାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ।

ପୋଲସରା,୦୩/୧୦ (ପିପିଟି) : ଆଜି ପୋଲସରାରେ ୧୧ଗୋଟି କ୍ଲଷ୍ଟରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭାବରଡ଼ା କ୍ଲଷ୍ଟରରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଭାବରଡ଼ା ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ…
Read More...

ପୋଲସରା ବ୍ଲକ ସ୍ତରୀୟ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷା।

ପୋଲସରା ,୦୩/୧୦(ପିପିଟି): ଆଜି ସମଗ୍ର ରାଜ୍ୟରେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ମେଧା ବୃତ୍ତି ପରୀକ୍ଷା -୨୦୨୬ ଅନୁଷ୍ଠିତ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ମଧ୍ୟ…
Read More...

ମରଣଯନ୍ତା ପାଲଟିଛି ତାଳଧାଡ଼ି ଛକ-କଳାମାଟିଆ ରାସ୍ତା ।

ବେଗୁନିଆପଡ଼ା,୦୩/୧୦(ପିପିଟି): ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ମାଳବେଲପଡ଼ା ତାଳଧାଡ଼ି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ ଥିବା ଗଞ୍ଜାମ ସୀମାବର୍ତ୍ତୀ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର…
Read More...

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ମୁଷ୍ଟିଯୁଦ୍ଧ (ବକ୍ସିଂ) ପ୍ରତିଯୋଗିତାରେ ସୁବର୍ଣ୍ଣପୁର ମାଟିର ଝିଅଙ୍କ ସଫଳତା ।

ସୁବର୍ଣ୍ଣପୁର ,୦୩/୧୦(ପିପିଟି ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ପଞ୍ଚାୟତ…
Read More...

ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ଗୁଳିମାଡ଼ରେ ଆହତ ।

ଭୁବନେଶ୍ୱର,୦୩/୧୦(ପିପିଟି ): ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ କମିଶନରେଟ୍ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଚନ୍ଦକା ଅଞ୍ଚଳରୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ,…
Read More...

ନିର୍ବାଚନ ପୂର୍ବରୁ ଭଞ୍ଜନଗର ଥାନାର ୪ଜଣ ଏଏସଆଇଙ୍କ ବଦଳି ।

ଭଞ୍ଜନଗର, ୦୩/୧୦(ପିପିଟି): ଆସନ୍ତା ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ପ୍ରାୟତଃ ଅଧିକାଂଶ ଥାନାରେ ଦୀର୍ଘଦିନ ଧରି ଅବସ୍ଥାପିତ କର୍ମଚାରୀ ମାନଙ୍କୁ ଏସ.ପିଙ୍କ ନିର୍ଦ୍ଦେଶ…
Read More...