ବର୍ତ୍ତିନୀ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” – ୨୦୨୬।

ପୋଲସରା,୧୩/୧୦ (ପିପିଟି) : ପୋଲସରା ବ୍ଲକ୍ ସ୍ଥିତ ବର୍ତ୍ତିନୀ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" - ୨୦୨୬ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତିନୀ କ୍ଲଷ୍ଟର ସିଆରସିସି ସୁନିଲ କୁମାର ବେହେରାଙ୍କ…
Read More...

ବାଙ୍କୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ, ସାଇନ୍ ଡାଏ ଘୋଷଣା ।

ବାଙ୍କୀ,୧୩/୧୦: ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବାଙ୍କୀ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଏଥିସହ କଲେଜ କର୍ତ୍ତୃପକ୍ଷ ଅନୁଷ୍ଠାନକୁ ସାଇନ୍ ଡାଏ ଘୋଷଣା କରିଛନ୍ତି। ଏହି…
Read More...

ଚାକିରି ଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ, ପ୍ରଧାନଶିକ୍ଷକ ଗିରଫ ।

କେନ୍ଦୁଝର,୧୩/୧୦ : ଚାକିରି କରାଇଦେବାର ପ୍ରଲୋଭନ ଦେଇ ଜଣେ ବି.ଏଡ୍ ଡିଗ୍ରିଧାରୀ ଯୁବତୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ପୁଲିସ ସାହାରପଡ଼ା ବ୍ଲକ ଦିଗିପଶି ଉଚ୍ଚ ବିଦ୍ୟାଳୟର…
Read More...

ହଜିଯାଉଛି ଘରଚଟିଆ, ହଜୁଛି ପ୍ରକୃତିର ମଧୁର ସ୍ୱର ।

ଡ. ସତ୍ୟଜିତ ନାୟକ, ଆଇପିଏସ କେବେ ଆମେ ଭାବିଛେ କି, ଆମ ଘର ଅଗଣାରୁ ଗୋଟିଏ ଛୋଟ ଚଢ଼େଇ ହଜିଗଲେ ଆମ ଜୀବନରେ କ'ଣ ବଦଳିଯିବ? ଘରର ଛାତ ରହିବ, କାନ୍ଥ ରହିବ, ସକାଳ ହେବ, ସୂର୍ଯ୍ୟ ଉଇଁବ। ହେଲେ ଏସବୁ ଭିତରେ କିଛି ଗୋଟିଏ…
Read More...

ପୋଷ୍ଟରରୁ ଡିଜିଟାଲ୍ ଲଢ଼େଇ, ଛାତ୍ର ନିର୍ବାଚନରେ ହାଇଟେକ୍ ପ୍ରଚାର ।

ଭୁବନେଶ୍ୱର, ୧୩/୧୦(ପିପିଟି): ପୋଷ୍ଟର ରାଜନୀତି ସାଙ୍ଗକୁ ପୋଷ୍ଟର ଲଗାଇବାକୁ ନେଇ କଳି। ସୋସିଆଲ୍ ମିଡିଆରେ ପ୍ରଚାର ଲଢ଼େଇ ସାଙ୍ଗକୁ ହାଇଟେକ୍ କ୍ୟାମ୍ପେନ୍। ଏଭଳି ନୂଆ ଢଙ୍ଗର ପ୍ରଚାରକୁ ନେଇ ଚଳିତବର୍ଷ ଛାତ୍ର ସଂସଦ…
Read More...

ମହଙ୍ଗା ମାଡ଼ରେ ଓଡ଼ିଶା ଦେଶର ଦ୍ୱିତୀୟ, ଗାଁରେ ଦରବୃଦ୍ଧି ଅଧିକ ।

ଭୁବନେଶ୍ୱର, ୧୩/୧୦(ପିପିଟି): ଦରଦାମ୍ ବୃଦ୍ଧିରେ ଅଣନିଃଶ୍ୱାସୀ ହେଉଛନ୍ତି ଓଡ଼ିଶାର ଖାଉଟି। ଦେଶର ସବୁଠୁ ମହଙ୍ଗା ରାଜ୍ୟ ତାଲିକାରେ ତାମିଲନାଡୁ ପଛକୁ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା…
Read More...

ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ।

ଭୁବନେଶ୍ୱର,୧୨/୧୦(ପିପିଟି): ବଦଳିଲେ ଓଡ଼ିଶାର ରାଜ୍ଯପାଳ । ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ  ନିଯୁକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ସମେତ ୬ ରାଜ୍ୟରେ ବଦଳିଲେ ରାଜ୍ୟପାଳ । ଓଡ଼ିଶାର ନୂତନ…
Read More...

କୋରେଇ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଯାଜପୁର, ୧୨/୧୦(ପିପିଟି ): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୋରେଇ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି  ଜିଲ୍ଲାପାଳ ଅମ୍ବର କୁମାର କର…
Read More...

ମାଣିତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – ୨୦୨୬ ।

ପୋଲସରା ,୧୨/୧୦(ପିପିଟି) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ମାଣିତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୬ " କାର୍ଯ୍ୟକ୍ରମ କ୍ଲଷ୍ଟର ଅନ୍ତର୍ଗତ ୧୪ ଟି ବିଦ୍ୟାଳୟର…
Read More...

ନବରାତ୍ରିର ବାର୍ତ୍ତା: ଶକ୍ତି, ଶ୍ରଦ୍ଧା ଓ ମାନବିକତାର ପଥେ ଆଗେଇବା ।

ଡ. ସତ୍ୟଜିତ ନାୟକ, ଆଇଜିପି, ସେଣ୍ଟ୍ରାଲ ରେଞ୍ଜ, କଟକ ନବରାତ୍ରି ହେଉଛି ଭକ୍ତି, ଶକ୍ତି ଓ ଆତ୍ମଶୁଦ୍ଧିର ଏକ ପବିତ୍ର ପର୍ବ। ମା’ ଦୁର୍ଗାଙ୍କଆରାଧନା ଆମକୁ ସତ୍ୟର ପଥରେ ଚାଲିବା, ଅନ୍ୟାୟ ବିରୋଧରେ ଲଢ଼ିବାଏବଂ ମନରୁ…
Read More...