ବନ ବିଭାଗ ନିଆଁ ଲିଭାଇବାରେ ବିଫଳ , କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପ୍ରତି ବିପଦ ।
କନ୍ଧମାଳ,୧୦/୦୩(ପିପିଟି): ମାର୍ଚ୍ଚ ମାସ ଆରମ୍ଭରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଦୁଇଦିନ ହେଲାଣି ଫୁଲବାଣୀ ରେଞ୍ଜ ଅନ୍ତର୍ଗତ କଟ୍ରିଙ୍ଗିଆ, ବେଲପଦର, ପାଙ୍ଗାପାଜୁ, ପାଲ୍ଚି, ତୁଡ଼ିପାଜୁ, ଦଡ଼କି,…
Read More...
Read More...