ରାଜଦୀପ ହତ୍ୟା ଘଟଣାରେ, ଆଉଜଣେ ଗିରଫ।
ପୋଲସରା ,୨୮/୦୪(ପିପିଟି) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମର ରାଜଦୀପ ସାହୁଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଜଣକ ହେଲେ କେଉଁଝର ଜିଲ୍ଲା ଘସିପୁର…
Read More...
Read More...