ବୋଲଗଡ ବ୍ଲକ ମାଟ୍ରିକ ପିଲାଙ୍କ ସଫଳତା ।

0 185

ବୋଲଗଡ଼,୦୩/୦୫(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ମାଟ୍ରିକ ପରିକ୍ଷା ୧୫୭୯ଜଣ ଦେଇଥିଲେ ପାସ ୧୫୦୭ ପାସହାର ୯୫.୪୪%A1.୭, A2.୫୮, B1.୧୩୯, B2. ୨୬୩, C,୩୭୭, D,3୭୬, E,୨୮୪, ଜଣ ପିଲା ପାସ କରିଛନ୍ତି ଫେଲ୭୫ ଜଣ ହୋଇଛନ୍ତି ବ୍ଲକଟପର ଭାବରେ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚବିଦ୍ୟାଳୟ ବୋଲଗଡ଼ ସିପ୍ରା ରାଣି ଦ୍ଵାରୀ ୫୫୯, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ବୋଲଗଡ ପ୍ରଜ୍ଞା ପରମିତା ପ୍ରଧାନ ୫୫୪, ଚର୍ତୁଭୁଜ ସରକାରି ଉଚ୍ଚବିଦ୍ୟାଳୟ ସଂପୁର ଭବସ୍ମିତା ମଙ୍ଗରାଜ ୫୪୭, ପଞ୍ଚାୟତ ସରକାରି ଉଚ୍ଚବିଦ୍ୟାଳୟ ଆରିକିମାଜିତେନ ମହାରଣା ୫୪୦, RNMS ସରକାରୀ ଉଚ୍ଚବିଦ୍ୟାଳୟ ଟାଙ୍ଗୀ ସାହି ୫୪୦,ଦେବଗୁରୁ ଆଦର୍ଶ ବିଦ୍ୟାଳୟ ମୁଗମଣ୍ଡା ଓମନାରାୟଣ ପ୍ରଧାନ୫୪୦, ସ୍ମୃତିସ୍ମିତା ଗଣ୍ଠିଆ ୫୪୦ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସାଗରଗୁଆଁ ସରକାରୀ ଉଚ୍ଚବିଦ୍ୟାଳୟ ର ଶୁଭଶ୍ରୀ ପ୍ରଧାନ ୫୧୦ ରଖି କୃତକାର୍ଯ୍ୟ ହୋଇଛନ୍ତି।ସମୁଦାୟ ୨୯ଟି ବିଦ୍ୟାଳୟ ମଧ୍ୟରୁ ୨୨ ବିଦ୍ୟାଳୟର ଶତପ୍ରତିଶତପିଲା ପାସ ହୋଇଛନ୍ତି ବୋଲି ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧୀକାରୀ ପ୍ରମୋଦ କୁମାର ସ୍ଵାଇଁ କୃତକାର୍ଯ୍ୟ କରିଥିବା ସମସ୍ତ ପିଲା ଏବଂ ତାଙ୍କୁ ତଦାରଖକରିଥିବା ସମସ୍ତ ଗୁରୁ, ଗୁରୁମା ଓ ଅଭିଭାବକମାନଙ୍କୁ ସୁଭେଛା ଜଣାଇଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.