Yearly Archives

2026

ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ ।

ଯାଜପୁର, ୧୫/୦୮(ପିପିଟି): ସ୍ଥାନୀୟ ପ୍ରଶାସନିକ ଭବନ ପଡ଼ିଆରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସଙ୍ଗୀତ ଏବଂ ବନ୍ଦେ ମାତରଂ ଗାନ କରାଯାଇଥିଲା। ଜିଲ୍ଲାପାଳଙ୍କ ସହ ଆରକ୍ଷୀ…
Read More...

୮୦ ତମ ସ୍ଵାଧୀନତା ଦିବସ ରେ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମ ର ପୁରସ୍କାର ବିତରଣ ସଭା ।

କୋଦଳା ,୧୫/୦୮(ପିପିପି):ଶନିବାର କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ! ଏହି ଅବସର ରେ ସମସ୍ତ ସ୍ଵେଚ୍ଛାସେବୀ , ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭା ଆୟୋଜନ…
Read More...

ସ୍ୱାଧୀନତା ଦିବସ ଅବସରରେ ବିଧାୟକ ହିମାଂଶୁ ଶତାଧିକ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର ପ୍ରଦାନ ।

ଯାଜପୁର,୧୫/୦୮(ପିପିଟି): ଯାଜପୁର ଜିଲ୍ଲା ଜାରକା ଠାରେ ଆୟୋଜିତ ୮୦ ତମ ସ୍ୱାଧୀନତା ଦିବସ ଏହି ପବିତ୍ର ଅବସରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଶତାଧିକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ବ୍ୟାଟେରୀ ଚାଳିତ ଇ-ସ୍କୁଟର…
Read More...

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ୮୦ ତମ ସ୍ବାଧିନତା ଦିବସ ପାଳିତ ।

ବେଲଗୁଣ୍ଠା , ୧୫/୦୮ (ପିପିଟି):ଆଜି ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର ଉପଦେଷ୍ଟା ତଥା ବଶିଷ୍ଠ ଆଇନ ଜିବୀ ସନ୍ତୋଷ କୁମାର…
Read More...

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ।

ବାଲିଗୁଡା,୧୫/୦୮(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ…
Read More...

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ ।

ସ୍ଥାନୀୟ ଏଜି ଛକ ସ୍ଥିତ ‘ନିଚ୍ଛକ୍‌’ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦୈନିକ ‘ଆମ ରାଜଧାନୀ’ ସମ୍ବାଦପତ୍ରର ସମ୍ପାଦକ ତଥା ରାଜ୍ୟର ଜଣାଶୁଣା ବର୍ଷିୟାନ୍ ସାମ୍ବାଦିକ ଶ୍ରୀ ରବି ଦାସ ଅତିଥି ଭାବେ ଯୋଗ ଦେଇ…
Read More...

ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।

ମାଲକାନଗିରି, ୧୫/୦୮(ପିପିଟି):ମାଲକାନଗିରି ଡିଏନ୍‌କେ ପଡ଼ିଆଠାରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି…
Read More...