Yearly Archives

2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ ।

ଭୁବନେଶ୍ୱର, ୩୦/୦୯: ରାଜ୍ୟର ଦୁଗ୍ଧ ଚାଷୀଙ୍କ ଆର୍ଥିକ ସଶକ୍ତୀକରଣ ସହ ଓମ୍ଫେଡର ବ୍ୟବସାୟିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ବୁଧବାର ଭୁବନେଶ୍ୱର ସହିଦନଗରସ୍ଥିତ…
Read More...

ବରୀ ବିଜେପି ସଂଗଠନ ସୁଦୃଢ କରୁଛନ୍ତି ମନୋଜ ।

ଯାଜପୁର,୩୦/୦୯(ପିପିଟି ):ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ କରିବା ପାଇଁ ଦଳର ଓଡ଼ିଶା ମୁଖପାତ୍ର ମନୋଜ ମହାପାତ୍ର ତୃଣମୂଳସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ସହ…
Read More...

ମାଲକାନଗିରି ଜିଲ୍ଲାରେ ୭୩୭ ପରୀକ୍ଷାର୍ଥୀ ଦେଲେ ଓଏସଟିଇଟି ।

ମାଲକାନଗିରି ,୩୦/୦୯(ପିପିଟି): ମାଧ୍ୟମିକ ଶିକ୍ଷା ପରିଷଦ  ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଟିଇଟି)-୨୦୨୬ ଆଜି ୩ ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ପରୀକ୍ଷା ସକାଳ ୯ ଟାରୁ ଆରମ୍ଭ…
Read More...

ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ।

ମାଲକାନଗିରି,୩୦/୦୯(ପିପିଟି):ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ତରଫରୁ ଅକ୍ଟୋବର ୨ ତାରିଖରୁ ପ୍ରସ୍ତାବିତ ରାଜ୍ୟବ୍ୟାପୀ "ଜନସମ୍ପର୍କ ପଦଯାତ୍ରା ଅଭିଯାନ"ର ପ୍ରସ୍ତୁତି ଓ…
Read More...

IIT ଭୁବନେଶ୍ୱରରେ ‘ଓଡ଼ିଆପ୍ରେନ୍ୟୁର୍ ୩.୦’ ରାଜ୍ୟସ୍ତରୀୟ ହାକାଥନ୍ ଉଦ୍‌ଘାଟିତ ।

ଭୁବନେଶ୍ୱର, ୩୦ /୦୯(ପିପିଟି): ନିଜ ଅଞ୍ଚଳର ସମସ୍ୟାକୁ ଚିହ୍ନଟ କରି ନୂଆ ଚିନ୍ତାଧାରା ଓ ପ୍ରଯୁକ୍ତିର ସହାୟତାରେ ତାହାର ସମାଧାନ ଖୋଜିବେ ଓଡ଼ିଶାର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏହି ଲକ୍ଷ୍ୟ ନେଇ ଆୟୋଜିତ…
Read More...

ସେବାସଂକଳ୍ପ ଅଭିଯାନ ୨୦୨୬ ଅବସରରେ ୧୧୨ ୟୁନିଟ ରକ୍ତ ସଂଗ୍ରହ କଲା ଯୁବମୋର୍ଚ୍ଚା ଗେଟ୍ ବଜ଼ାର ଓ ଗାନ୍ଧୀ ନଗର ମଣ୍ଡଳ ।

ବ୍ରହ୍ମପୁର,୩୦/୦୯(ପିପିଟି): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ଓ ନିରନ୍ତର ଭାବେ ଦେଶ ସେବା କରିବା ସହ ଭାରତ ବର୍ଷକୁ ଯଶସ୍ବୀ କରିବାର ସ୍ୱପ୍ନକୁ ନେଇ ଭାତୀୟ ଜନତା ପାର୍ଟି ଦ୍ୱାରା ପାଳିତ…
Read More...

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ୫ ବର୍ଷ ପରେ ରୋଷେୟା ଗିରଫ ।

ଗଜପତି,୩୦/୦୯(ପିପିଟି): ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପ୍ରାୟ ପାଞ୍ଚ ବର୍ଷ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ। ମୃତ୍ୟୁ ଘଟଣା ସମୟରେ ସରକାରୀ ଆବାସରେ ରୋଷେୟା…
Read More...

‘କେବଳ ଆଇନ ପ୍ରୟୋଗ ନୁହେଁ, ଲୋକଙ୍କ ବିଶ୍ୱାସ ଜିତିବା ହେଉଛି ପୁଲିସିଂର ମୂଳ ଲକ୍ଷ୍ୟ’ ।

ଡ. ସତ୍ୟଜିତ ନାୟକ, IPS, ଆଇଜି, ସେଣ୍ଟ୍ରାଲ ରେଞ୍ଜଙ୍କ ସହ ବିଶେଷ ସାକ୍ଷାତକାର କଟକ,୩୦/୦୯(ପିପିଟି): ସମୟ ବଦଳିବା ସହିତ ପୁଲିସିଂର ଚ୍ୟାଲେଞ୍ଜ ମଧ୍ୟ ବଦଳୁଛି। ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ତଦନ୍ତ ସହିତ…
Read More...

ଛଅ ମାସ ହେଲା ଭୋକେସନାଲ ଶିକ୍ଷକଙ୍କ ଦରମା ବକେୟା, କେତେକ ଅଞ୍ଚଳରେ ବୟସ୍କଙ୍କ ଭତ୍ତା ବନ୍ଦ ।

ଭୁବନେଶ୍ୱର,୩୦/୦୯(ପିପିଟି ):ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଓ ଅନୁଦାନର ଅର୍ଥ ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ବଢ଼ିଛି। ଭୋକେସନାଲ ଶିକ୍ଷକମାନେ ଦୀର୍ଘ ଛଅ ମାସ ଧରି ଦରମା ପାଇନଥିବାବେଳେ ବିଭିନ୍ନ ଅଞ୍ଚଳରେ ବୟସ୍କ…
Read More...