ଠେଲା ଗାଡ଼ିକୁ ଧକ୍କା ଦେଲା ବୁଲେଟ୍; ଜଣେ ଗୁରୁତର ।
ବେଲଗୁଣ୍ଠା, ୨୫/୦୨(ପିପିଟି):ଏକ ବୁଲେଟ୍ ଦ୍ରୁତ ଗତିରେ ଆସି ଏକ ଠେଲା ଗାଡିକୁ ପଛପଟୁ ଧକ୍କା ଦେବା ଫଳରେ ଠେଲା ଗାଡ଼ି ଧରି ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ…
Read More...
Read More...