ଦୁର୍ଗମ ଅଞ୍ଚଳରେ ୨୦ ଟି ମାଓ ଶହୀଦ ସ୍ମୃତି ସମ୍ଭ ଧ୍ୱଂସ ।
ମାଲକାନଗିରି,୨୭/୦୨(ପିପିଟି):ମାଲକାନଗିରି ଜିଲ୍ଲାର ମାଓ ଅଞ୍ଚଳରେ ରହିଥିବା ୨୦ ଗୋଟି ମାଓବାଦୀଙ୍କ ଶହୀଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗି ଧୂଳିସାତ୍ କରିଛନ୍ତି ଗ୍ରାମବାସୀମାନେ । ବର୍ତ୍ତମାନ ଦୁର୍ଗମ ଗ୍ରାମାଞ୍ଚଳରେ ଶାନ୍ତି ଏବଂ…
Read More...
Read More...