Yearly Archives

2026

ଚିକିଟି ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତାର ବାଜିମାତ ।

ଚିକିଟି, ୧୫/୧୦(ପିପିପି): ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି । ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ବନ୍ଦି…
Read More...

ମା’ କାତ୍ୟାୟନୀ,ଯେଉଁଠି ଅନ୍ୟାୟ ସେଠି ଯୁଦ୍ଧ, ଯେଉଁଠି ନାରୀ ସେଠି ଶକ୍ତି।

ବୋଲଗଡ଼ ,୧୬/୧୦(ପିପିଟି): ନବରାତ୍ରୀର ଷଷ୍ଠ ଦିନରେ ପୂଜା ପାଆନ୍ତି ମା' କାତ୍ୟାୟନୀ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା' ଦୁର୍ଗା ତାଙ୍କ କନ୍ୟା ରୂପରେ ଜନ୍ମ ନେଇଥିଲେ, ତେଣୁ ନାମ ହେଲା କାତ୍ୟାୟନୀ। ଏହି…
Read More...

ଦୁର୍ଗାପୂଜା ୨୦୨୬ ପୂର୍ବରୁ ପୌରାଞ୍ଚଳର ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ।

ଭୁବନେଶ୍ୱର, ୧୫/୧୦(ପିପିଟି): ଆଗାମୀ ଦୁର୍ଗାପୂଜା ସମୟରେ ସହରଗୁଡ଼ିକୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ରଖିବା ସହ ଜନସାଧାରଣ ଯେପରି ସୁସ୍ଥ ଓ ଆନନ୍ଦମୟ ପରିବେଶରେ ପର୍ବ ପାଳନ କରିପାରିବେ ଏଥି ନିମନ୍ତେ ଉଚ୍ଛସ୍ତରୀୟ…
Read More...

ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।

ଭୁବନେଶ୍ୱର, ୧୫/୧୦(ପିପିଟି ):ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଗୁରୁବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଲୋକଭବନର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା…
Read More...

ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲା କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ବ୍ୟାଙ୍କ ।

ରାଜନଗର, ୧୫/୧୦ : ରାଜନଗର ବ୍ଲକ ମହିଷାସୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତରପଦା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ସର୍ବସ୍ବ ଜଳିଯାଇଥିଲା। ସନ୍ଧ୍ୟା ଦୀପରୁ ଲାଗିଥବା ନିଆଁରେ ଦୁଇଟି ଗ୍ୟାସ…
Read More...

ଲଷ୍ମୀନାରାୟଣ ଡିଗ୍ରୀ କଲେଜରେ ବିଜୁ ଛାତ୍ର ଜନତା ଦଳର ବାଜିମାତ ।

କୋଦଳା ,୧୫/୧୦(ପିପିଟି): ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଜି ଛାତ୍ର ସଂସଦ ନିର୍ବାଚନ ହେବାସହ ଫଳାଫଳ ଘୋଷଣା ହୋଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ଲଷ୍ମୀନାରାୟଣ…
Read More...

ନୂତନ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ପ୍ରବେଶ ତାଲିମ ।

ପୋଲସରା, ୧୫/୧୦(ପିପିଟି): ବୁଗୁଡ଼ା ବ୍ଲକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ରେଡକ୍ରସ ବିଷୟରେ ତାଲିମ ପ୍ରଦାନ ଅନୁଷ୍ଠିତ ହୋଇ ଯାଇଛି। ଯୁବ ରେଡକ୍ରସ…
Read More...

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ ।

ବାଲିଗୁଡ଼ା, ୧୫/୧୦(ପିପିଟି): ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ। ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ…
Read More...

ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ ।

ଯାଜପୁର,୧୫/୧୦(ପିପିଟି): ଯାଜପୁର ଜିଲ୍ଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା, ମୈତ୍ରୀ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ…
Read More...

ସୁରଭି ମହୋତ୍ସବରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା ।

ବେଲଗୁଣ୍ଠା,୧୫/୧୦, ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଲକ୍ଷ୍ୟରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…
Read More...