ବେଗୁନିଆପଡା ପଞ୍ଚାୟତ ସଭାଗୃହରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତ ସମ୍ବନ୍ଧୀୟ ସଚେତନତା ବୈଠକ ।
କୋଦଳା,୦୧/୦୭(ପିପିଟି):ଜୁଲାଇ ଏକ ଠାରୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା । ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ । ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ…
Read More...
Read More...