Yearly Archives

2024

ଓଡ଼ିଶା ସ୍ୱାସ୍ଥ୍ୟ ମିତ୍ର ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ କାର୍ଯ୍ୟ କାରିଣୀ ବୈଠକ।

ଖୋର୍ଦ୍ଧା, ୦୨/୦୭(ପିପିଟି) :ଆଜି ୧୦ ଘଟିକା ସମୟରେ ଓଡ଼ିଶା ସ୍ବାସ୍ଥ୍ୟ ମିତ୍ର ସଂଘ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଏକ କାଯ୍ୟକାରିଣୀ ବୈଠକ କଟକର ଚୌଦାର ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କାର୍ଯ୍ୟରତ ସ୍ବାସ୍ଥ୍ୟ ମିତ୍ର…
Read More...

***ମଣିଷ କର୍ମ***

ଗଗନ ପବନ ହୁଏ ସ୍ତମ୍ଭିଭୂତ ଜାଣି ତୁମ୍ଭ ରୀତି ନୀତି... ମଣିଷ ହୋଇ ଯେ ମଣିଷ ପଣିଆ ଭୁଲି ଯାଏ ପ୍ରତି ନିତି...!! ମଣିଷ ଜନମେ ଅଛି ସୀମାରେଖା ସୀମା ଉଲଂଘନ କଲେ... ମଣିଷ ଖୋଳପା କରି ପରିଧାନ ପଶୁ ଆଚରଣ କଲେ....!!…
Read More...

ସି ପି ଆଇ (ଏମ୍) ନେତା ସ୍ବର୍ଗତ ସାଥୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ୭୯ ତମ ଜୟନ୍ତି ପାଳିତ ।

ରାଜ ସୁନାଖଳା ,୦୨/୦୭ (ପିପିଟି):ସି ପି ଆଇ (ଏମ୍) ର ନୟାଗଡ ଜିଲ୍ଲା କମିଟି ତରଫରୁ ଓଡ଼ିଶା ର ସୁନାମ ଧନ୍ୟ ବାମପନ୍ଥି ନେତା ,ରଣପୁର ବ୍ଳକର ପୁର୍ବତ୍ତନ ଅଧ୍ୟକ୍ଷ ତଥା ସମାଜସେବୀ ସ୍ବର୍ଗତ ସାଥୀ ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ…
Read More...

ୱାର୍ଲ୍ଡ ଚ୍ୟାରିଟି ୱେଲଫେୟାର ପକ୍ଷରୁ ସୁବର୍ଣ୍ଣପୁର ର ଆଠ ଜଣ ସାରସ୍ଵତ ପ୍ରତିଭା ସମ୍ବର୍ଦ୍ଧିତ ।

ସୁବର୍ଣ୍ଣପୁର ,୦୧/୦୭(ପିପିଟି) : କଟକ ସ୍ଥିତ ଶତାବ୍ଦୀ ଭବନ ଠାରେ କେନ୍ଦ୍ର ସରକାରଙ୍କ ର ପାଞ୍ଚଗୋଟି ବିଭାଗ ଦ୍ୱାରା ପରିଚାଳିତ ୱ।ର୍ଲ୍ଡ ଚ୍ୟାରିଟି ୱେଲଫେୟାର୍ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ସର୍ଵ ଭାରତୀୟ ସ୍ତରରେ ଆୟୋଜିତ…
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ।

ସୁବର୍ଣ୍ଣପୁର ,୦୧/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ…
Read More...

ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ଭର୍ଦ୍ଧନା

ସୁବର୍ଣ୍ଣପୁର ,୦୧/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଜବଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନିତା ଗୁରୁ ଙ୍କ କ୍ଳଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା…
Read More...

ପି. ନୁଆଁଗାଁ ରେ ବିଳମ୍ବିତ ରାତିରେ ଗ୍ରୀଲ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ସୁନା ଓ ଲାପଟପ ଚୋରୀ ।

କୋଦଳା,୦୧/୦୭(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବିରୁଝୁରି ପଞ୍ଚାୟତର ପି.ନୂଆଗାଁ ରେ ରବିବାର ବିଳମ୍ବିତ ରାତିରେ କବାଟ ଓ ଗ୍ରୀଲ ଭାଙ୍ଗି ଆଲମାରୀ ରୁ ଲକ୍ଷାଧିକ ଟଙ୍କା ସହିତ ଲାପଟପ, ସୁନା ଜିନିଷ ଚୋରୀ…
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ।

ଛତ୍ରପୁର,୦୧/୦୭(ପିପିଟି): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ରବି ନାରାୟଣ ରାଉତରାୟ ଆଜି କାର୍ଯ୍ଯକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ମାଲକାନଗିରି, ପାଲଲହଡା, ଭଞ୍ଜନଗରରେ ଅପରେଟର ଭାବେ…
Read More...

***ଜହ୍ନ***

ପ୍ରତି ମାସରେ ଜହ୍ନ ତୁମେ ଆସ ପୂର୍ଣ୍ଣ ରୂପ ନେଇ , ଦୀପ୍ତିମାନ ହୋଇ ଢାଳି ଦିଅ ରଜତ ଜ୍ୟୋତ୍ସ୍ନା ଗାଁ ରୁ ସହର ଗୋହିରୀ ବିଲରୁ ନଦନଦୀ ଗିରି କାନନକୁ ଛୁଇଁ.....!! ତୁମ କୁ ଦେଖି ବଦଳି ଯାଏ ସବୁ କ୍ଳାନ୍ତି - ଅବସାଦ…
Read More...

ବଜ୍ରପାତ ରୋକିବାର କ୍ଷମତା ରଖିଥାଏ ତାଳଗଛ।

ବୋଲଗଡ଼,୦୧/୦୭(ପିପିଟି): ଆଗ ଭଳି ବର୍ତ୍ତମାନ ସମୟରେ ତାଳଗଛ ବହୁଳ ପରିମାଣରେ ହ୍ରାସ ପାଇଛି କିନ୍ତୁ ସମୟ ଥିଲା ଗ୍ରାମାଞ୍ଚଳ ର ପୋଖରୀ ହୁଡା,ବିଲହିଡ, ଖୋଲା ସ୍ଥାନ ଓ ବାରିମାନଙ୍କରେ ପ୍ରଚୁର ପରିମାଣରେ ତାଳ ଗଛ ଦେଖିବାକୁ…
Read More...