Yearly Archives

2024

ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମାରୋହ ।

ସୁବର୍ଣ୍ଣପୁର ,୧୪/୦୯(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଯୁକ୍ତ ତିନି ପ୍ରଥମ ବର୍ଷର ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଉକ୍ତ…
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ଜନଗର୍ଜନ ।

ମାଲକାନଗିରି,୧୪/୦୯(ପିପିଟି) :ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ଗର୍ଜନ କରିଛନ୍ତି। ଶୁକ୍ରବାର ସକାଳେ…
Read More...

ପ୍ରାଥମିକ ସହାୟତା ପ୍ରଶିକ୍ଷଣ ନିମନ୍ତେ ରାଜ୍ୟସ୍ତରୀୟ ପୁରସ୍କାର ।

ବେଲଗୁଣ୍ଠା,୧୪/୦୯(ପିପିଟି):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ଆଙ୍କୁଶପୁର ନିବାସୀ ବି ଗୋବିନ୍ଦ ରାଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ…
Read More...

ଗାଙ୍ଗପୁରରେ ପାଳିତ ହେଲା କୃଷି ଭିତ୍ତିକ ପର୍ବ ନଳଯାତ୍ରା ।

ବେଲଗୁଣ୍ଠା,୧୪/୦୯(ପିପିଟି):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ପ୍ରାଚୀନ ପରମ୍ପରା ମୁତାବକ ଆଜି ଜଙ୍ଗଲରୁ…
Read More...

ବ୍ଳକସ୍ତରୀୟ କ୍ରୀଡା ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ।

ବୋଲଗଡ଼,୧୪/୦୯(ପିପିଟି): ଶନିବାର ଦିନ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବୋଲଗଡ଼ ବ୍ଲକସ୍ତରୀୟ କ୍ରୀଡା ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର…
Read More...

***ରୂପସୀ***

ରୂପର ପସରା ଧରିଛି ବୋଲି ମୁଁ ରୂପସୀକୁ ଡାକେ ସୁନ୍ଦରୀ.... ଆପଣା ଛାଏଁ ମୋ ମନ ହରି ନେଇ ସପନରେ ଆସେ ଥିରି ଥିରି.....!! ନାଲି ନାଲି ତା'ର ଗୋଲାପି ଅଧରୁ ଝରି ପଡେ ହସ ଖିଲି ଖିଲି.... ପୂନେଇ ଗଗନେ ମେଘ ଓଢ଼ଣୀରେ…
Read More...

ସୁଭଦ୍ରା ଫର୍ମ ଆବେଦନ ନେଇ ବଣ୍ଡା ଜନଜାତି ମହିଳା ମଧ୍ୟରେ ପ୍ରବଳ ଉତ୍ସାହ ।

ମାଲକାନଗିରି, ୧୩/୦୯(ପିପିଟି) :ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ମାଲକାନଗିରି ଜିଲ୍ଲାର ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି…
Read More...

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ, ବେଲଗୁଣ୍ଠା ଡିମିରିପଲ୍ଲୀ ଠାରୁ ବିପୁଳ ପରିମାଣର ମଦ ଓ ପୋଚ ଜବତ ।

ବେଲଗୁଣ୍ଠା,୧୩/୦୯(ପିପିଟି) :ଚିକିଟି ମଦମୃତ୍ୟୁ ପରେ ସାରା ରାଜ୍ୟରେ ଚୋରା ମଦ କାରବାର ନେଇ ଧରପଗଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଡିମ୍ବିରିପଲ୍ଲୀ ଗ୍ରାମରୁ ଆଜି ବିପୁଳ ପରିମାଣର ମଦ ଜବତ…
Read More...