ସାହାଯ୍ୟ ଓ ସହଯୋଗ ଅନ୍ୟନାମ : ଯୁବ ସମାଜସେବୀ ପ୍ରମୋଦ କବି ।

0 191

ଯାଜପୁର,୧୨/୦୫(ପିପିଟି ):ସାହାଯ୍ୟ ଓ ସହଯୋଗର ଅନ୍ୟନାମ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚଡକମରା ଅଞ୍ଚଳ ର ଯୁବ ସମାଜସେବୀ ପ୍ରମୋଦ କବି । ଯଦି କେହି ଲୋକ ଅସୁବିଧା ରେ ପଡ଼ନ୍ତି ତାଙ୍କ ପାଖକୁ ଯାଇ ସାହାଯ୍ୟ ର ହାତ ବଢାନ୍ତି । ଏଭଳି କାର୍ଯ୍ୟ ପାଇଁ ପ୍ରମୋଦ ବିଭିନ୍ନ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଭଳି କାର୍ଯ୍ୟ କରି ମୋତେ ଶାନ୍ତି ମିଳେ ଓ ମୋ ଦେହରେ ବୁନ୍ଦାଏ ରକ୍ତ ଥିବା ପର୍ଯ୍ୟନ୍ତ ଲୋକମାନଙ୍କର ସେବା କରିଥିବି । ଭଗବାନ ପାଖରେ ଏତିକି ନିବେଦନ ମୋତେ ଶକ୍ତି ପ୍ରଦାନ କରନ୍ତୁ ମୋ ଜୀବନ ଲୋକଙ୍କ ସେବାରେ ଲଗୁଥାଉ।

Leave A Reply

Your email address will not be published.