ରାଜସୁନାଖଳା ବରିଷ୍ଠ ନାଗରିକ ଏକତା ମଞ୍ଚ ଓ ପ୍ରିନ୍ସ ଫାଉଣ୍ଡେସନ ତରଫରୁ ଜନହିତ କାର୍ଯ୍ୟକ୍ରମ।

0 320

ବୋଲଗଡ଼,୨୭/୦୩(ପିପିଟି),ଆଜି ରଣପୁର ବ୍ଲକ ସୁରୁକାବାଡି ପଂଚାୟତ କୋଦାଳପାଲ୍ଲୀ ଗ୍ରାମରେ ପ୍ରିନ୍ସ ଫାଉଣ୍ଡେସନ ଓ ରାଜସୁନାଖଳା ବରିଷ୍ଟ ନାଗରିକ ଏକତା ମଞ୍ଚ ଅନୂକଲ୍ୟ ରେ ଗରିବ ଅସହାୟ ଲୋକଙ୍କୁ ଵସ୍ତ୍ର ବଣ୍ଟନ ସହ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାରିଷ୍ଟ ନାଗରିକ ସଂଘର ସଭାପତି ଦାଶରଥି ସାହୁ, ସମ୍ପାଦକ ଶରତ କୁ ସାହୁ, ଉପ ସଭାପତି ଭରତ ସାହୁ ଉପଦେଷ୍ଟା ଗୋବର୍ଧନ ବେହେରା, ଧନେଶ୍ୱର ପତଳାସିଂହ ଉପସ୍ଥିତ ଥିଲେ ଏଥିସହିତ ପ୍ରିନ୍ସ ଫାଉଣ୍ଡେସନ ର ସଭାପତି ରଶ୍ମି ରଞ୍ଜନ ସାହୁ, ସମ୍ପାଦିକା ରୀନା ସାହୁ, ସହ ସମ୍ପାଦକ ଆଶିଷ ରଞ୍ଜନ ସାହୁ, ସୋନୁ ମହାରଣା, ଚିତ ରଞ୍ଜନ ମହାପାତ୍ର, ଦିଲ୍ଲୀପ ସାହୁ ଉପସ୍ଥିତ ରହି କୋଦାଳପାଲ୍ଲୀ ପ୍ରାୟ ୭୦-୮୦ ଲୋକଙ୍କୁ ଵସ୍ତ୍ର ବଣ୍ଟନ ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏବଂ ଆଗାମୀ ଦିନରେ ଏହି ପରି ଜନ କଲ୍ୟାଣ କାରୀ କାମ କରିବା ପାଇଁ ପ୍ରିନ୍ସ ଫାଉଣ୍ଡେସନର ସମ୍ପାଦିକା କହିଛନ୍ତି।

ରିପୋର୍ଟ -(ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.