ଭୁବନେଶ୍ୱର,୨୩/୧୦(ପିପିଟି):ଶାନ୍ତି, ମୈତ୍ରୀ ଓ ଅହିଂସାର ପବିତ୍ର ଭୂମି ଧଉଳି ପରିଭ୍ରମଣ କରି ଐତିହାସିକ ସ୍ମୃତି ଓ ଆଧ୍ୟାତ୍ମିକ ପରିବେଶର ଅନୁଭବ ନେଲେ ପୂର୍ବତନ ମନ୍ତ୍ରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ।
କଳିଙ୍ଗ ଯୁଦ୍ଧର ସ୍ମୃତି ବହନ କରୁଥିବା ଏହି ପବିତ୍ର ଧଉଳି ଶାନ୍ତି ଓ ମାନବତାର ଚିରନ୍ତନ ବାର୍ତ୍ତା ପ୍ରଦାନ କରେ।